Sign in
Sign in
Recover your password.
A password will be e-mailed to you.
ଆରପାରିରେ ମହାରାଜ ଉଦିତ ପ୍ରତାପ ଦେଓ
ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜୁନାଗଡ/ ଆଦିତ୍ୟ ମହାନ୍ତି
କଳାହାଣ୍ଡିର ୩୨ତମ ମହାରାଜ ତଥା ପୂର୍ବତନ ଜୁନାଗଡ଼ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ. ଚାରିଦିନ ତଳେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…
କଳାହାଣ୍ଡି ଜିଲ୍ଲା ମହିଚଲା ଉତ୍କଲ ଗ୍ରାମ୍ୟ ବ୍ଯାଙ୍କ ଡକାୟତ ମାମାଲା: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍
ଜୁନାଗଡ/ ଆଦିତ୍ୟ ମହାନ୍ତି :. କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଲା ଗ୍ରାମ ରେ ତା 21.02. 2017 ରିଖ ଦିନ ସେହି ଗ୍ରାମର ଉତ୍କଳ ଗ୍ରାମ୍ୟ ବ୍ଯାଙ୍କ ରେ ଛଅ ଲକ୍ଷ୍ ଏକଚାଳିଶ ହଜାର ଚଉଷଠି ଟଙ୍କା ଡକାୟତି ହୋଇ ଥିଲା । ଏନେଇ ଜୁନାଗଡ ଥାନା ରେ କେଶ୍ ନମ୍ବର 70/17 ରେ ଏକ ମାମଲା ରୁଜୁ ହୋଇ…
ବିଜେଡିର ସଦସ୍ୟତା ନେଲେ ନବୀନ
ପବିତ୍ର ଗଣେଶ ପୂଜାରୁ ବିଜେଡି କଲା ସଭ୍ୟ ସଂଗ୍ରହ ଅଭିଯାନର ଶ୍ରୀଗଣେଶ
ଓଡ଼ିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗରେ ସଫଳ ହେବ ଆମ ସଭ୍ୟ ସଂଗ୍ରହ ଅଭିଯାନ: ନବୀନ ପଟ୍ଟନାୟକ
"ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ ସର୍ବନିମ୍ନ ସକ୍ରିୟ ୪ଜଣ, ଏନ୍ଏସିର ପ୍ରତ୍ୟେକ ୱାର୍ଡରେ ସକ୍ରିୟ ୫ଜଣ, ପୌରପାଳିକାର…
ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟସଭା ସାଂସଦ ସରୋଜିନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ୨୫୪.୪୨ କୋଟି ଟଙ୍କା ବ୍ୟୟ ବରାଦରେ ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା ମାଧ୍ୟମରେ…
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଟି ସୂତ୍ର ଆଧାରିତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ପାଇଁ ଜିଲ୍ଲା ସ୍ତରୀୟ ବୈଠକ
ବାରିପଦା (ଦିଲ୍ଲୀପ ମହାନ୍ତି)- ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ବିଭାଗ/କାର୍ଯ୍ୟାଳୟ ତତ୍ୱାବଧାନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସ‘ଳତାର ସହ ଲୋକମାନଙ୍କ ନିକଟରେ ପହଂଚାଇବା ଆଭିମୁଖ୍ୟ ନେଇ ୫ ଟି (ଟିମ୍ୱାର୍କ, ଟାନ୍ସପ୍ୟାରେନ୍ସି,…
ସେପ୍ଟେମ୍ବର ୬କୁ କଳା ଦିବସ ଭାବେ ପାଳନ କରିବ କୁଡ଼ୁମୀ ସେନା
ବାରିପଦା (ଦିଲ୍ଲୀପ ମହାନ୍ତି)- ସେପ୍ଟେମ୍ବର ୬କୁ କଳା ଦିବସ ଭାବେ କୁଡ଼ୁମୀ ସେନା ପାଳନ କରିବାକୁ ଯାଉଛି ବୋଲି ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ କୁଡ଼ୁମୀ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଲନୀରେ ସେନାର ରାଜ୍ୟ ଅଧ୍ୟକ୍ଷ ଜୟମୁନି ମହାନ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ…
ମୟୂରଭଞ୍ଜ: ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଯାଞ୍ଚ ପ୍ରକ୍ରିୟା ସମ୍ପର୍କିତ ସର୍ବଦଳୀୟ ବୈଠକ
ବାରିପଦା -(ଦିଲ୍ଲୀପ ମହାନ୍ତି) - ରାଜ୍ୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ୯ଟି ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଭୋଟର ଯାଞ୍ଚ…
ମୁଖ୍ୟମନ୍ତ୍ରୀ ଯେତେ ୫ଟି କଲେ କଣ ହେବ : ସବଡେ଼ଗା ବ୍ଲକ କିନ୍ତୁ ନିଆରା
ଏଠି କରପସନ ହୁଏ ଟ୍ରାନ୍ସପରେଂଟଲି, ଭଗବାନ ଭରସାରେ ସରକାରଙ୍କ ବିକାଶ
ଉପାନ୍ତ ଅଂଚଳରେ ଥିବାରୁ ଭିଜିଲାନ୍ସ ମାହାପୁରୁଙ୍କ ପଡୁନି ନଜର
ସବଡେ଼ଗା : ରାଜ୍ୟ ସରକାର ଯୋଜନା କରନ୍ତି ଲୋକଙ୍କ ହିତ ପାଇଁ | ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାରୀ…
ମୟୂରଭଞ୍ଜ: ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ
ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଦେଶର ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଚି | ତାହା ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଭୋଟର ଯାଞ୍ଚ ପ୍ରକ୍ରିୟା ଅଭିଯାନ…
ଅଙ୍ଗନବାଡି ପିଲାମାନଙ୍କୁ ଛତୁଆ ବାଣ୍ଟିଲେ ଅଣ୍ଡର ସେକ୍ରେଟାରୀ ଓ ଜିଲ୍ଲାପାଳ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଜାରୀ ପ୍ରକାରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଏଣିକି ପ୍ରତି-ମାସର ୧ ତାରିଖରୁ କେନ୍ଦ୍ରରେ ପାଠ ପଢୁଥିବା ଶିଶୁମାନଙ୍କୁ ମିଳିବ ଛତୁଆ ଖାଦ୍ୟ ।
ଏହାକୁ…