Sign in
Sign in
Recover your password.
A password will be e-mailed to you.
ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା
ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱ ପ୍ରଶସ୍ତିକରଣ ପର୍ଯ୍ୟଟନ ବିକାଶରେ ସହାୟକ ହେବ : ଧର୍ମେନ୍ଦ୍ର
କେବଳ ବିରୋଧ କରିବାକୁ ବିରୋଧ କରଯାଏନି | ସରକାରଙ୍କ ଭଲ କାମକୁ ପ୍ରଶଂସା କରାଯିବାର ଆବଶ୍ୟକତା ରହିଛି | ଆଉ ଏପରି ସକାରାତ୍ମକ ରାଜନୀତିର ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ…
ଜାନୁଆରୀ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ଭୁବନେଶ୍ୱରସ୍ଥିତ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା-୨୦୧୯-୨୦ର ଚୂଡ଼ାନ୍ତ ପ୍ରାକ୍…
ବୀମା ଟଙ୍କା ପ୍ରଦାନ ଦାବିରେ ଚାଷୀ ଦେଲା ବନ୍ଦ ଡାକରା
କୁଚିଣ୍ଡା (ଶାନ୍ତନୁ ବେହେରା) ଚାଷୀଙ୍କୁ ବୀମା ଟଙ୍କା ଦେବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୀମା କମ୍ପାନୀ | ଏହାକୁ ନେଇ ଚାଷୀମାନେ ବାରମ୍ବାର ଦାବି କରିବା ଧାରଣା ଦେବା ସତ୍ତ୍ୱେ ବି କିଛି ସୁଫଳ ମିଳୁନି | ଚାଷୀଙ୍କ ଭିତରେ ଏହାକୁନେଇ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଆଜି …
ଭଦ୍ରକରେ ଜିଲ୍ଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)ଭଦ୍ରକ ଜିଲ୍ଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଯୋଜନା କମିଟିର ବୈଠକ ଅନୁଷ୍ଠିତ…
ଭଦ୍ରକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ – ୨୦୨୦ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଳାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଡିଏସ୍ପି…
ପରିବହନ ନିଗମ କୋଠରୀରୁ ୧୦୦ ବସ୍ତା ବେଆଇନ ଗହମ ଜବତ : ଖାନତଲାସ ଜାରି
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ରାଜ୍ୟ ପରିବହନ ନିଗମର ନିର୍ମାଣାଧିନ ଏକ ଘରୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ପିଡିଏସ୍ / ଆଇସିଡିଏସ୍ କୁ ଗହମ ଯୋଗାଇ ଦିଆଯାଉଥିବା ୧୧୧ ବସ୍ତା ଅର୍ଥାତ୍ ୫୪ କ୍ୱିଣ୍ଟାଲ ୭୮କେଜି ମହଜୁଦ୍ ଥିବା ବେଆଇନ ଗହମକୁ ଜବତ କରାଯାଇଛି । କେହି ଦାବିଦାର…
କିଶୋରକୁ ହରାଇ ସେମି ଫାଇନାଲରେ ପ୍ରବେଶ କଲା ୟାଜଦାନି
ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦
ଓଡଗାଁ(ଶ୍ରୀକାନ୍ତ ମିଶ୍ର): ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ର ଉ୨ୟ ଦିନ ମ୍ୟାଚରେ କିଶୋର କ୍ଳବ ଭୁବନେଶ୍ୱରକୁ ୦-୨ ଗୋଲରେ ହରାଇ ୟାଜଦାନି କ୍ଳବ ଭୁବନେଶ୍ୱର ବିଜୟ ହାସଲ କରିବା ସହିତ ସେମି ଫାଇନାଲରେ…
‘କବିତାରେ କମନୀୟତା ମାନବ ଜୀବନକୁ ପୂର୍ଣ୍ଣତା ଦିଏ’
ବଲାଙ୍ଗୀର ଲୋକଉତ୍ସବ ଉପଲକ୍ଷେ ବହୁଭାଷୀ କବିତା ଆସର
କବି ସୌଭାଗ୍ୟବନ୍ତ ମହାରଣା ସମ୍ବର୍ଦ୍ଧିତ
ବଲାଙ୍ଗିର,୦୩ା୦୧-" କବିତାରେ କମନୀୟତା ମାନବ ଜୀବନକୁ ସରସ ସୁନ୍ଦର କରି ପୂର୍ଣ୍ଣତା ଦିଏ । କବିତାର ଭାଷା ଓ ଭାବ ସ୍ୱତନ୍ତ୍ର । ଯାହା କବିତା ହିଁ ଦେଖାଏ । ଏହି ସ୍ୱତନ୍ତ୍ରତାକୁ ଯିଏ ଶୁଣି…
ବଲାଙ୍ଗିର ଲୋକ ଉତ୍ସବ ଉଦଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବଲାଙ୍ଗିର
ବଲାଙ୍ଗିର,୦୩ା୦୧- ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ସକାଳ ୯ଟାରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଚଞ୍ଚର ବିଭିନ୍ନ ସାଂସ୍କୃତିକ ଦଳକୁ ନେଇ ଶୋଭାଯାତ୍ରା…
ଉଚ୍ଚକୋଟୀର ଲୋକସଂସ୍କୃତି ଓ ଲୋକକଳାରେ ସମୃଦ୍ଧ ବଲାଙ୍ଗିର
ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ
ବଲାଙ୍ଗିର(ନିରୋଜ ମିଶ୍ର)- ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ ହୋଇଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଲୋକ ଉସôବ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।…