ଟ୍ରାକ୍ଟର ରେ ଲାଗିଲା ନିଆଁ (see video)

ହରଭଙ୍ଗା /ପ୍ରତାପ ମେହେର :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସମ୍ପୋଚ ର ନିରାକାର ସେଠୀଙ୍କ ଟ୍ରାକ୍ଟର ରେ ଧାନ ଫସଲ ଅମଳ କରୁଥିବା ସମୟରେ ଟ୍ରାକ୍ଟର ଗରମ ହୋଇ ଲାଗିଲା ନିଆଁ । ସମସ୍ତ ଧାନ ଜଳିପଡିବା ସହିତ ଟ୍ରାକ୍ଟର ମଧ୍ୟ ଜଳିଗଲା । ଅଳ୍ପକେ ଡ୍ରାଇଭର ଜୀବନ ଭୟରେ ଗାଡି ଛାଡ଼ି ପଳେଇ ଆସିଲେ…

ମିଛ ତଥ୍ୟ ଦେଇ ସରକାର ହାତେଇଛନ୍ତି ପୁରସ୍କାର : ବିଜେପି 

Bhubaneswar (shasak prashasak) ; କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ଗତକାଲି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  "ସମୂହ ଖାଦ୍ୟଶସ୍ୟ ଉତ୍ପାଦନ" "ପ୍ରଶଂସା ପୁରସ୍କାର" ପ୍ରଦାନ କରିଥିଲେ  । କୃଷି କ୍ଷେତ୍ରରେ ଉତ୍କର୍ଷତା  ପାଇଁ  କର୍ଣ୍ଣାଟକ ତୁମ୍‌କର୍‌ରେ ଓଡିଶାକୁ…

ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ : ବିଧାୟକ ଗୃହରେ କରିଥିବା  ନିବେଦନ  ଉପରେ ହେଲା ତର୍ଜ୍ଜମା 

ଭୁବନେଶ୍ୱର(ଶାସକ ପ୍ରଶାସକ): ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛିା ବିଧାୟକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଭ୍ୟସଭ୍ୟାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିଲା ପରେ ପରେ…

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦ ଆରମ୍ଭ 

ଉଦଘାଟନୀ ମ୍ୟାଚରେ ସାଇକୁ ପରାସ୍ତ କରି ମାଆଶୁଣୀ କ୍ଳବ ବିଡ଼ାନାସୀ କଟକ ବିଜୟୀ ଓଡଗାଁ (ଶ୍ରୀକାନ୍ତ ମିଶ୍ର): ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ୨୦୨୦ ର ଉଦଘାଟନୀ ମ୍ୟାଚରେ ସ୍ପୋଟ୍ସ ଅଥରିଟ ଅଫ ଇଣ୍ଡିଆ(ସାଇ)କୁ ପରାସ୍ତ କରି ମାଙ୍କଭରଆଶୁଣୀ କ୍ଳବ ବିଡ଼ାନାସୀ କଟକ ୨-୦ଗୋଲରେ ବିଜୟ…

ପୋଡି ହୋଇ ମହିଳାଙ୍କ ମୃତ୍ୟୁ, ହତ୍ୟା  ଅଭିଯୋଗ ଆଣିଲେ ଭାଇ ସୁବ୍ରତ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ଥାନା ଭାଲୁଡୁଙ୍ଗୁରି ଗ୍ରାମରେ ଜୟଦେବ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ବିଲମ୍ବିତ ରାତ୍ରିରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ତାଙ୍କର ସ୍ବାମୀ ଅଭିଯୋଗ…

ଗୁମ୍ମା ଘାଟିରେ ୨୦ ଫୁଟ ତଳକୁ ଓଲଟାଇଲା  ଟ୍ୟାଙ୍କର

 ଡ୍ରାଇଭର ଅନ ଦି ସ୍ପଟ, ଡାକ୍ତରଖାନାରେ ହେଲପର ରାୟଗଡା/Saroj Sahu : ରାୟଗଡା ସହର ସଦର ମହକୁମାର ୧୦ କି.ମି ଦୂରରେ ଥିବା ଗୁମ୍ମା ଘାଟିରେ ୨୦ ଫୁଟ ତଳକୁ ଏକ ଟ୍ୟାଙ୍କର ଖସି ପଡିବା ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ହେଲପରକୁ…

ନୂଆବର୍ଷରେ ଦୁଃଖ ଦେଇ ଆରପାରିକୁ ଚାଲିଗଲେ ସମାଜସେବୀ ଜଗଦିଶ ସାହୁ

ରାୟଗଡା (ସରୋଜ ସାହୁ) ସମାଜସେବୀ ତଥା ଉକ୍ରଳ ସମ୍ମିଳନୀର ସଦସ୍ୟ ଜଗଦିଶ ସାହୁଙ୍କ ୬୮ ବର୍ଷ ବୟସରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି…

 ଜିଲ୍ଲାପାଳ ଓ ଏସପି ପରିବାର ସହ ନିଆରା ଢଙ୍ଗରେ ପାଳିଲେ ନୂଆବର୍ଷ 

ସ୍ଥାନୀୟ ସେବାସମାଜରେ ଅନାଥ ପିଲାଙ୍କ ଗହଣରେ କାଟିଲେ ଅଭୁଲା ମୁହୂର୍ତ୍ତ  ରାୟଗଡା (ସରୋଜ ସାହୁ) ନୂତନ ବର୍ଷ – ୨୦୨୦ ପାଳନ ନିମନ୍ତେ ସାରା ଜିଲ୍ଲାରେ ଚଳ ଚଚଂଳ  । ଅଫିସ ମାନଙ୍କରେ ନୁତନ ବର୍ଷର ଶୁଭେଛା ଦେବାକୁ ଭିଡ଼ ଜମିଥିବା ବେଳେ ଏପଟେ କିନ୍ତୁ ଜିଲ୍ଲା ମୁଖିଆ ପରିବାରଙ୍କ ସହିତ ନିଆରା…

୨୦୨୦ରେ ଦେଶର ଉର୍ଜା ଭୂତିଭମିରେ ଅଭୁତପୂର୍ବ ପ୍ରଗତି ହେବ – ଧର୍ମେନ୍ଦ୍ର ପ୍ରଧାନ

ଓଏଏଲପି  ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ) – ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନ କୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି । ବର୍ଷ…

ବିଶ୍ୱକଲ୍ୟାଣ ନିମନ୍ତେ ଭାଗବତ ଅଷ୍ଟପ୍ରହରୀ ନାମ ଯଜ୍ଞ

( ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଶାନ୍ତିପୁର ଗ୍ରାମରେ ବିଶ୍ୱକଲ୍ୟାଣ ନିମନ୍ତେ ଭାଗବତ ଅଷ୍ଟପ୍ରହରୀ ନାମଯଜ୍ଞ ମହାଆଡମ୍ବରର ସହିତ ପାଳିତ ହୋଇଯାଇଛି I ଏହି ନାମଯଜ୍ଞରେ ସମ୍ପାଦକ ସଦାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ୧୨ରୁ ଉର୍ଦ୍ଧ ସଂକୀର୍ତ୍ତନ ମଣ୍ଡଳୀ…