ରାଉରକେଲାକୁ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର କରିବା ପାଇଁ ହେବ ପ୍ରୟାସ- ଧର୍ମେନ୍ଦ୍ର ପ୍ରଧାନ

ତିନିଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ  ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ପ୍ରଥମ ରାଉରକେଲା ଗସ୍ତ  ଇସ୍ପାତ ଶିଳ୍ପର ବିକାଶ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ କରିବେ ଆଲୋଚନା  ରାଉରକେଲା ଇସ୍ପାତ ଓ ଅନ୍ୟାନ୍ୟ କାର୍ଯ୍ୟର କରିବେ ସମୀକ୍ଷା ରାଉରକେଲା ସୁଶାନ୍ତ…

ମାନବ ସେବା ହିଁ ମାଧବ ସେବା

ସୋହେଲାରେ ଅଗ୍ରସେନ ଜୟନ୍ତୀ ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ଅଗ୍ରସେନ ଭବନଠାରେ ମାରୱାଡି ସମାଜ ପକ୍ଷରୁ ଆଜି ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ସମ୍ମାନୀତ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ…

ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରକ

କୁଚିଣ୍ଡା (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଲାଡ଼ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ | OD-19N-9991ନଂ ଗାଡ଼ିଟି ଅନୁଗୁଳରୁ ରାୟଗଡ଼ା ଯାଉଥିବା ସମୟରେ ଲାଡ଼ ସ୍କୁଲ ଛକ ଠାରେ ଆଗପଟୁ ବାଇକ ଆସୁଥିବା ଦେଖି ଡ୍ରାଇଭର ଜଣକ ଡାହାଣ ପଟକୁ…

ଲଢେଇ ବିଜେପୁର : ସନତଙ୍କୁ ମଇଦାନକୁ ଓହ୍ଲାଇଲା ବିଜେପି

ବରଗଡ :-ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସନତ ଗଡ଼ତିଆ ଙ୍କୁ ଟିକେଟ ପ୍ରଦାନ କରିଛି । ଆଜି ମଧ୍ୟାହ୍ନ ରେ କେନ୍ଦ୍ରୀୟ କମିଟି ଦ୍ୱାରା ଏହା ଘୋଷଣା କରାଯାଇଛି ।       ବର୍ତମାନ ସୁଦ୍ଧା ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । କଂଗ୍ରେସ ରୁ ଦିଲୀପ ପଣ୍ଡା,…

କଣ୍ଟାବାଞ୍ଜି ବୈଶୟିକ ମହାବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ

ତୁରେକେଲା ସୁରେନ୍ଦ୍ର ତାଣ୍ଡି; କଣ୍ଟାବାଞ୍ଜି ବୈଶୟିକ ମହାବିଦ୍ୟାଳୟର ଡ଼ିଗ୍ରି ମହାବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନସିପାଳ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅବିଭାବକ ଶିକ୍ଷକ ସଙ୍ଘ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକ ଙ୍କ ସମେତ +3…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମସଲା ଟାଇକୁନ

ଭୁବନେଶ୍ୱର:- ଆଜି MDH ମସଲା ର ମାଲିକ ତଥା ମସଲା ଟାଇକୁନ ଶ୍ରୀ ଧରମପାଲ ଗୁଲଟି ଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ଗୁଲଟି  କନ୍ଧମାଳ ଠାରେ MDH ର କାରଖାନା ପ୍ରତିଷ୍ଠା କରିବାର ଇଛା ପ୍ରକାଶ କରିଥିବା ବେଳେ , ସରକାରଙ୍କର ତରଫରୁ…

ଭୁତ ନେଇଛନ୍ତି ଭତ୍ତା 

ଓଡଗାଁ ବ୍ଲକ ସାମାଜିକ ସମୀକ୍ଷା ଓଡ଼ଗାଁ,(ଶ୍ରୀକାନ୍ତ  : ଓଡଗାଁ ବ୍ଲକ ସାମାଜିକ ସମୀକ୍ଷା ବେଳେ ବିଭିନ୍ନ କାରଣକୁ ନେଇ ସତ୍ୟର ଅନ୍ୱେଷଣ କରୁଥିବା କମିଟି ୩ଲକ୍ଷ ୧୫ହଜାର ୫୭୯ଟଙ୍କା ଏବଂ ଜାତୀୟ ସାମାଜିକ ସହାୟତା ଯୋଜନାରେ ୧୧ଜଣ ମୃତକଙ୍କ ନାମରେ ୫ ହଜାର ୭୦୦ ଟଙ୍କା ଉଠାଣ ହୋଇଥିବା ନେଇ ଅଡିଟ…

ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ 50 ବର୍ଷ ପୁର୍ତ୍ତୀ ଅବସରରେ ବ୍ୟାପକ ପ୍ରସ୍ତୁତି

ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ 50 ବର୍ଷ ପୁର୍ତ୍ତୀ ଅବସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆକର୍ଷଣୀୟ ହେବ ଦୁର୍ଗାପୂଜା ତୋରଣ । 50 ବର୍ଷ ହେଲା ରିତିନୀତି ରେ ଚାଲିଛି ପୂଜା । ଚଳିତ ବର୍ଷ  ସୁବର୍ଣ୍ଣ ଜୟନ୍ତୀ ପାଳନ କରା ଯାଉଚି । ମହିଷା ସଂହାର ପାଇଁ…

କଳାହାଣ୍ଡି ୱେବ୍ ମିଡିଆ ସଂଘର ଦିତୀୟ ସାଧାରଣ ବୈଠକ ।

କଳାହାଣ୍ଡି ୱେବ୍ ମିଡିଆ ସଂଘ ପକ୍ଷରୁ ଆଜି ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସଂଗଠନ ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଘ ର ସଭାପତି ଶ୍ରୀଯୁକ୍ତ ଆଦିତ୍ଯ ମହାନ୍ତି ଙ୍କ ସଭାପତିତ୍ବରେ  ଅନୁଷ୍ଠିତ ଏହି ସଭାରେ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଳକ ପ୍ରତିନିଧି, ଜିଲ୍ଲା…

ବହୁ ଚର୍ଚ୍ଚିତ କଳାହାଣ୍ଡି ଗଣ ଦୁଷ୍କର୍ମ ଘଟଣା : ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଗିରଫ

Junagarh/ aditya mohanty : କଳାହାଣ୍ଡି ଜୁନାଗଡ ଜାରିଙ୍ଗ ଜଙ୍ଗଲ ଗଣଦୁଷ୍କର୍ମ ମାମଲା ରେ ଆସିଛି ନୁଆମୋଡ ।ପିଡିତା ଙ୍କ 161 ରେ ସାନି ବୟାନ ରେକର୍ଡ କରି ମୁଖ୍ଯ ଅଭିଯୁକ୍ତ କୁହା ଯାଉଥିବା ବସ ଡ୍ରାଇଭର ଲଳିନ୍ଦ୍ର ଶବର କୁ ଗିରଫ  କୋର୍ଟ ଚାଲାଣ କରିଛି କଳାହାଣ୍ଡି ପୋଲିସ । ଗୁଟେ ଦିନ…