Sign in
Sign in
Recover your password.
A password will be e-mailed to you.
ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: ଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ପଲସ୍ ପୋଲିଓ-୨୦୨୦ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଚଳିତ ଜାନୁଆରୀ ମାସର ୧୯ ତାରିଖରୁ ୨୧…
ପାଇକମାଲ ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ
ପଦ୍ମପୁର(ଶାସକ ପ୍ରଶାସକ) :ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ ଯାପିତ ହୋଇଯାଇଛି । ଏହି ଅବସରରେ ଆତ୍ମସୁରକ୍ଷା ତାଲିମ ଶିବିର ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି…
ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍କୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାଧାରଣ ତନ୍ତ୍ର ଦିବସକୁ ସରସ ସୁନ୍ଦର ତଥା ଆକର୍ଷଣୀୟ ଭାବରେ…
ରାଷ୍ଟ୍ରପତିଙ୍କୁ ଭେଟି ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ରାଷ୍ଟ୍ରପତି ଭବନ ଗସ୍ତ କରି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଶ୍ରୀ…
ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ “ସ୍ମୃତି ତୁମେ ଅଜିଜ୍”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନୃସିଂହନାଥ ମନ୍ଦିରର ଝୁଲଣ ମଣ୍ଡପ ସାମନାରେ ପାରଳା ସହରର ବିଶିଷ୍ଠ ବ୍ୟକ୍ତିତ୍ୱ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରଙ୍ଗାରଙ୍ଗ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ୨ୟ ଅର୍ଘ୍ୟ ସ୍ମୃତି ତୁମେ…
ନେହେରୁ ସ୍ପୋର୍ଟିଂ ସଦସ୍ୟଙ୍କ ହୃଦଘାତ ମୃତ୍ୟୁ
ପଦ୍ମପୁର (ଶାସକ ପ୍ରଶାସକ):ପଦ୍ମପୁର ସହର ୱାର୍ଡ ନଂ୨ ତଥା ଲକ୍ଷ୍ମୀ ନାରାୟଣ ନଗର ସ୍ଥାୟୀ ବାସିନ୍ଦା, ନେହେରୁ ସ୍ପୋର୍ଟିଂ ସଦସ୍ୟ ଚୋଡ଼ଗଙ୍ଗ ଦେବ କୈବର୍ତ୍ତଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଉଥିଲା। କୈବର୍ତ୍ତ ନିଜ କାମ ସାରି ଘରକୁ…
ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମେଳା ଜମିଲାଣି
ମୟୂରଭଞ୍ଜରେ ପକ୍ଷୀ ଗଣନା ଆରମ୍ଭ ।
http://www.youtube.com/watch?v=-JecdXTsbYA
ବାରିପଦା(ଦିଲ୍ଲୀପ ମହାନ୍ତି )- ସମଗ୍ର ରାଜ୍ୟରେ ଶୀତ ଦିନିଆ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଆଜିଠାରୁ ଆରମ୍ଭ ହୋଇଛି।…
ନାଗରିକ ସଂଶୋଧନ ଆଇନ : କିଛି ସ୍ବାର୍ଥାନ୍ବେଷୀ ରାଜନୈତିକ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି : ବିଜେପି
ନାଗରିକ ସଂଶୋଧନ ଆଇନକୁ ନେଇ ରାୟଗଡ ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ରାୟଗଡ(ସରୋଜ ସାହୁ) :ରାୟଗଡ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ହୋଟେଲ ଅଶୋକାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଭାରତୀୟ ଜନତା ପାର୍ଟିର ରାୟଗଡ ଜିଲ୍ଲା ସଭାପତି ଶିିବ ପଟନାୟକଙ୍କ ଅଧ୍ୟକ୍ଷତାରେ…
ନିଖୋଜ ଯବାନ ଧର୍ମ ଦେବ : ପରିବାର ଲୋକେ ଦେଲେ ଥାନାରେ ଏତଲା
କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନର ହେଡକନେଷ୍ଟବଲ ଧର୍ମ
ରାୟଗଡ(ସରୋଜ ସାହୁ) ରାୟଗଡ଼ ସ୍ଥିତ ଶେଷଖାଲ ଠାରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନର (ବି. କମ୍ପାନୀ) ର ହେଡକନେଷ୍ଟବଲ ଧରମ ଦେବ ଆଜକୁ ପାଂଚ ଦିନ ହେଲା ନିଖୋଜ ଘଟଣାରେ ରାୟଗଡ ଥାନାରେ ପରିବାର ତରଫରୁ ଏକ ଏତଲା…
ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କଲେ ସଫଳତାର ଶୀର୍ଷରେ ପହଂଚି ହେବ : ଅରୁଣ
"ନୂତନ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଥମ ଭେଟି'
ଭୁବନେଶ୍ୱର,(ଶାସକ ପ୍ରଶାସକ) :ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବା ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…