ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ଭୂତାଣର ମୁକାବିଲା ନିମନ୍ତେ ବାରିପଦା ବିଧାୟକ ପ୍ରକାଶ ସୋରେନ ନିଜ ହାତପାଣ୍ଠି(୨୦୧୯-୨୦ ଆର୍ଥିକ ବର୍ଷ)ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ବିଧାୟକ ଶ୍ରୀସୋରେନ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ପତ୍ର ଦ୍ୱାରା ଜଣାଇବା ସହ ଉକ୍ତ ଅର୍ଥକୁ କେବଳ ବାରିପଦା ନିର୍ବାଚନ ମଣ୍ଡଳୀରେ ବିନିଯୋଗ କରାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.