ପ୍ରବାସରେ ଦାଦନଙ୍କ ବିକଳ ନିବେଦନ : ଆମକୁ ଦୟାକରି ଘରକୁ ଫେରାଇ ନିଅନ୍ତୁ 

0 2

ବୀରମହାରାଜପୁର/ ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ : ଲକ୍ ଡାଉନ୍ ଯୋଗୁ ଦାଦନ  ଖଟିବାକୁ ଯାଇ ଆନ୍ଧ୍ରରେ ଫସି ରହିଛନ୍ତି ବୀରମହାରାଜପୁର ଅଞ୍ଚଳର ୧୦୦ ରୁ ଅଧିକ ଶ୍ରମିକ । ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ । ଉଦ୍ଧାର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ବି ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.