ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରାଳ ଗ୍ରାମ ପଂଚାୟତ ନାଥିଆପଲ୍ଲୀ ଗ୍ରାମର ଝାଡଖଣ୍ଡର ଗୁମୁଲା ଜିଲ୍ଲାର ପନସୋ ଗ୍ରାମରେ ୨୦ଜଣ, ଲିଙ୍ଗରାଜପ୍ରସାଦ ଓ ଡଣ୍ଡରର ପୁନେର ଛକନ ଠାରେ ୩୬ଜଣ ଏବଂ ସୁନାମୁହିଁର ଗୋଆରେ ୨୦ଜଣରୁ ଉର୍ଦ୍ଧ ଶ୍ରମିକ କାମ କରିବାକୁ ଯାଇ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅନୁରୋଧ କରିଛନ୍ତି । ଏପଟେ ବନ୍ଧୁୁ ପରିଜନ ମାନେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।
Sign in
Sign in
Recover your password.
A password will be e-mailed to you.