ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସନତ

ବରଗଡ : ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଭାବରେ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦରୁଆନ ଙ୍କର କାର୍ଯଳୟ ରେ ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀ ସନତ ଗଡ଼ତିଆ । ବିଜେପି ର ରାଜ୍ୟ ସଭାପତି ଶ୍ରୀ…

ନାମାଙ୍କନ ଦାଖଲ କଲେ ରୀତା ସାହୁ

ବରଗଡ଼ :- ବର୍ତ୍ତମାନ କିଛି ସମୟ ପୂର୍ବରୁ ବିଜେପୁର ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ରୀତା ସାହୁ । ରୀତା ସାହୁ ଦଲୀୟ କର୍ମୀ ମାନଙ୍କର ସହିତ ଏକ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲ୍ଲାପାଳ ଙ୍କର କାର୍ଯଳୟ କୁ ପହଂଛିବା ପରେ ଉପଜିଲ୍ଲାପାଳ ଶ୍ରୀ…

ପ୍ରାର୍ଥୀପତ୍ର ଦାଖଲ କଲେ ଦିଲ୍ଲୀପ

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ଦିଲ୍ଲୀପ ପଣ୍ଡା । ଆଜି 11ଟା ସମୟରେ ଶ୍ରୀ ପଣ୍ଡା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଙ୍କର କାର୍ଯଳୟ ରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।ଏହି ଅବସରରେ ତାଙ୍କର…

ବିଜେପୁର ମହାସଂଗ୍ରାମ: ଆଜି ନାମାଙ୍କନ ଦାଖଲ କରିବେ ସମସ୍ତ ଦଲୀୟ ଏବଂ ସ୍ୱାଧୀନ ପ୍ରାର୍ଥୀ 

ବରଗଡ :-  ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ର ଶେଷ ଦିନ । ଆଜି ସମସ୍ତ ଦଲୀୟ ଓ ସ୍ୱାଧୀନ ପ୍ରାର୍ଥୀ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦାରୁଆନ ଙ୍କର ନିକଟରେ ଦାଖଲ କରିବେ ନାମାଙ୍କନ । ସକାଳ ଏଗାରଟା ରୁ ଆରମ୍ଭ ହୋଇ ଦିପହର ତିନିଟା ପ୍ରର୍ଯନ୍ତ ଚାଲିବ…

ପୂର୍ବ ଭାରତର ପୁଞ୍ଜିକୁ ବହୁ ଗୁଣିତ କରିବାର ସମୟ ଆସିଛି – ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲାରେ ମହାରାଜା ଅଗ୍ରସେନ୍ ସମାଜ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାଉରକେଲା – ପୂର୍ବ ଭାରତରେ ପ୍ରାକୃତିକ ସମ୍ବଳର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ ଭାରତରେ ସମ୍ପନ୍ନତା, ପୁଞ୍ଜି ଓ ସମ୍ଭାବନା ବିଶେଷ ଭାବେ ରହିଥିବା ବେଳେ ଏବେ ପୁଞ୍ଜିକୁ ବହୁ ଗୁଣିତ କରିବାର ସମୟ ଆସିଛି…

ନୟାଗଡ ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ : ପ୍ରଥମ ସଭ୍ୟ ହେଲେ ଡ଼ ଅରୁଣ ସାହୁ 

ନୟାଗଡ(ବିଶ୍ୱଜିତ ନାୟକ) - ନୟାଗଡ଼ ପୌର ପରିଷଦ  ଅଧୀନରେ ବିଜେଡି ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ କାଯ୍ୟକ୍ରମ ଆରମ୍ଭ କରାଯାଇଛି | ନୟାଗଡ ଖେଳପଡିଆ ଠାରେ ଆନୁଷ୍ଠାନିକ  ଭାବେ ନୟାଗଡ ବିଧାୟକ ତଥା କୃଷି କୃଷକ  କଲ୍ୟାଣ, ମତ୍ସ୍ୟ-ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର…

ହାତୀ ଦଳିଦେଲା, ଚାଲିଗଲା ଜୀବନ

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଟେଙ୍ଗରା ବାହାଲ ଗ୍ରାମର କିଶୋର ପ୍ରଧାନ(୩୫) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି |  ଆଜି ସକାଳୁ କୁତ୍ରା ବିଜୁ ଏକ୍ସପ୍ରେସୱ ରେ ଲାଗି ରହିଥିଲା ହାତୀପଲଙ୍କ ଆତଙ୍କ | ଏହି ହାତୀ ପଲରେ   ୧୭ଗୋଟି…

ପାଇଖାନା ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ 

ଜଗତସିଂହପୁର:(ରମେଶ ମହାନ୍ତି):- ପାଇଖାନା ଟାଙ୍କି ଭିତରେ ପଶି ସେଣ୍ଟ୍ରିଙ୍ଗ ଖୋଲୁଥିବା ସମୟରେ ଆଜି ୨ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଜଗତସିଂହପୁର ମୁନିସିପାଲିଟି ଅଧିନସ୍ଥ ସୁଜଙ୍ଗ ଗ୍ରାମର ବଳରାମ ପତିଙ୍କର ପାଇଖାନା ଟାଙ୍କିର ଛାତ ଦୁଇ ମାସ…

“ନରସିଂହ ଚଉଦ ବର୍ଷର ଯୁବକ”

"ନିରଞ୍ଜନ ଓ  ନରସିଂହ ଗିନିଜ ବୁକ ଅଫ ରେକର୍ଡରେ ସ୍ୱତନ୍ତ୍ର ସ୍ଥାନ ପାଇବେ" : ରିପୁନାଥ ଖୋଲିଦେଲେ ଗୁମର, କହିଲେ କଂଗ୍ରେସ ପ୍ରାର୍ଥୀ କି ପାରିବାର ଭୁବନେଶ୍ୱର : ଗୋଟାଏ ଉପ ନିର୍ବାଚନ ହାଣ୍ଡଲ କରିପାରୁନାହାନ୍ତି, ଲୋକଙ୍କୁ ନିର୍ବାଚନ ପାଇଁ ଟଙ୍କା ମାଗି ଚର୍ଚାରେ ଥିବା ପିସିସି ସଭାପତି…

ଇତିହାସରେ ପରିଣତ ହେବାକୁ ବସିଛି କୁମ୍ଭୀର ଗବେଷଣା କେନ୍ଦ୍ର

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅଧୀନସ୍ତ ଭଣ୍ଡନ ନଦୀ କୂଳରେ ଅବସ୍ଥିତ ରାମତୀର୍ଥ । ତ୍ରେତୟା ଯୁଗରେ ମହାପ୍ରଭୂ ଶ୍ରୀରାମ, ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ଏଠାରେ ପଦାର୍ପଣ କରିଥିବାର କିମ୍ବଦନ୍ତୀ ରହିଆସିଛି ଏବଂ ଏଠାରେ ମଧ୍ୟ ଏକ ମନ୍ଦିର ନିର୍ମାଣ…