Sign in
Sign in
Recover your password.
A password will be e-mailed to you.
ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବା ସିଏଏର ମୁଖ୍ୟ ଲକ୍ଷ୍ୟ : ବିଜେପି
ମହାକାଳପଡା ସମାବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ
ସିଏଏକୁ ନେଇ ମନରେ କୌଣସି ସନେ୍ଦହ ନରଖନ୍ତୁ ଶରଣାର୍ଥୀ
ଧାର୍ମିକ ଆଧାରରେ ନିର୍ଯାତନାର ଶୀକାର ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ପ୍ରଦାନ କରିବା…
୫ମ ଦିନ ମ୍ୟାଚରେ ପତାକା କ୍ଳବ ଅନୁଗୁଳୁକୁ ହରାଇ ପଦ୍ମଶ୍ରୀ ସ୍ପୋର୍ଟିିଙ୍ଗ କ୍ଲବ୍ ଫୁଲବାଣୀ ବିଜୟୀ
ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ୪ର୍ଥ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ର ୫ମ ଦିନ ମ୍ୟାଚରେ ପତାକା କ୍ଳବ ଅନୁଗୁଳୁକୁ ହରାଇ ପଦ୍ମଶ୍ରୀ ସ୍ପୋର୍ଟିିଙ୍ଗ କ୍ଲବ୍ ଫୁଲବାଣୀ ୫-୨ ଗୋଲରେ ବିଜୟୀ ହେବା ସହିତ…
ଗଜମୁଆଁ ନାଚରେ ଝୁମିଲେ ଜିଲ୍ଲାପାଳ ଅନୁପମ ସାହା , ଡାଲଖାଇ ଗୀତରେ ନାଚି ରଙ୍ଗବତୀ ଗାଇଲେ ଏସପି ସାରା
"ଗଜପତି ଉତ୍ସବ" ପରିପ୍ରେକ୍ଷୀରେ ପାରଳା ପୌର-ପରିଷଦ ପକ୍ଷରୁ "ରାହାଗିରି" ତଥା ବିଭିନ୍ନ ପଥପ୍ରାନ୍ତ କାର୍ଯ୍ୟକ୍ରମ
http://www.youtube.com/watch?v=HDPlwsJWp0c
ମୁଖ୍ୟତଃ ଭାବେ ସ୍ବତନ୍ତ୍ର ଆକର୍ଷଣ ଥିଲା ଜିଲ୍ଲାପାଳ ଓ ଏସପିଙ୍କ ବିଭିନ୍ନ ନାଚ ଓ ଗୀତରେ ସାମିଲ ହେବା । ଜିଲାପାଳ…
ଏକା ସାଙ୍ଗରେ ଗାଇଲେ ନାଚିଲେ ୩୦୦୦ କରମ ସାନୀ ମାନ୍ଦଲ ବାଦକ ଓ ଗାହାକ
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ସମ୍ବଲପୁରୀ ଫୋକ ଏକାଡେମି ତରଫରୁ ଲିମକା ବୁକରେ ସ୍ଥାନ ପାଇବା ସକାଶେ ପ୍ରାୟ ୩୦୦୦ କରମ ସାନୀ ମାନ୍ଦଲ ବାଦକ ଓ ଗାହାକମାନଙ୍କୁୁ ଏକ ସଙ୍ଗରେ ଦର୍ଶକ ଙ୍କ ଦେଖିବା ସୁଯୋଗ ଦେବା ସକାଶେ ଅନୁଷ୍ଠାନର ସମ୍ପାଦକ ରବିରତନ ସାହୁ ଶରଧାପାଲି ର…
ଭିଜୁଛି ଧାନ, ଚାଷୀ ମହଲରେ ଉଦବେଗ
ସିନାପାଲି / ନିରାକାର ମେହେର : ରାଜ୍ୟ ର ବିଭିନ୍ନ ପ୍ରାନ୍ତ ଭଳି ସିନାପାଲି ଅଞ୍ଚଳ ରେ ଝିପି ଝିପି ବର୍ଷା ଲାଗି ରହିଛି !ଅମଳ ପରେ ଏବେ ଚାଷୀ କୁଳ କିଣାବିକା ରେ ଲାଗିପଡ଼ିଥିବା ବେଳେ ଅଦିନିଆ ବର୍ଷା ସାଜିଛି କାଳ !ଖୋଲା ଆକାଶ ତଳେ ହଜାର ହାଜର ପକେଟ ଧନ ପଡ଼ିରହିଥିବା ବେଳେ ଅଦିନିଆ ବର୍ଷା…
Urban Odisha is geared up for Swachh Survekshan 2020
Bhubaneswar: For the first time, Swachh Survekshan League 2020 (SS League 2020) has been introduced with the objective of sustaining the on-ground performance of cities along with continuous monitoring of service level performance when it…
ବଡ଼ବିଲରେ ଆମ ପୋଲିସ ବୈଠକ
ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ଦାମୁ ହଟିଂ ଠାରେ ବଡ଼ବିଲ ପୋଲିସ ତରଫରୁ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡ଼ବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ ଓ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଉପସ୍ଥିତ ଥିଲେ। ଏହି ବୈଠକରେ ପୋଲିସ ତରଫରୁ ନାଗରିକଙ୍କୁ ଯୋଗାଇ…
ସୁବଳୟା କଲେଜରେ ୩୪ତମ ବାର୍ଷିକ ଉତ୍ସବ ପାଳିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା କଲେଜ ରେ ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ.…
ଜମଲା ଡିଗ୍ରୀ କଲେଜ ବାର୍ଷିକ କ୍ରୀଡା ଉତ୍ସବ
ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ର ମାନେ ସ୍ଥାନୀୟ ମହାଦେବ ମନ୍ଦିର ରୁ ଜ୍ଯୋତି ଆଣି କ୍ରୀଡା ପ୍ରାଙ୍ଗଣରେ ପହଞ୍ଚିବା ପରେ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନ ଜ୍ଯୋତି କୁ ଗ୍ରହଣ କରି…
‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ପ୍ରଥମ ଆନୁଷ୍ଠାନିକ ବୈଠକ
ପରିବେଶ ସୁରକ୍ଷା,ରକ୍ତଦାନ ଏବଂ ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ଉପରେ ଗୁରୁତ୍ୱ
ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଜେଡିର ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ପ୍ରଥମ ଆନୁଷ୍ଠାନିକ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଛି । ଏହି…