ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ; ଗଡ଼ିଲା ପାଣିପଞ୍ଚାୟତ ରଥ

 ଜଗତସିଂହପୁର: ୬.୦୧.୨୦୨୬ ସୁମନ୍ତ କୁମାର ଦାସ:  ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ, ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଜଳ ସମ୍ପଦ ବିଭାଗ ତରଫରୁ ଚଳିତ ମାସ ୬ ତାରିଖ ଠାରୁ ଜଗତସିଂପୁର ଜିଲ୍ଲା…

ଭଞ୍ଜନଗର ରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ମଙ୍ଗଳ ବାର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର…

ଉଠାଜଳସେଚନ ବିଭାଗ ତରଫରୁ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

କେନ୍ଦୁଝର,ତା୬/୧- ଜଳସଂପଦ ବିଭାଗ ତରଫରୁ ଜାନୁଆରୀ ୬ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହେବାକୁ ଥିବାବେଳେ ଆଜି କେନ୍ଦୁଝରଠାରେ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ଉଠାଜଳସେଚନ ବିଭାଗ ତରଫରୁ ପାଳିତ ହୋଇଯାଇଛି । ଉଠାଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ବେହେରାଙ୍କ…

ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନିତି ଆୟୋଗ ରିପୋର୍ଟ ଭୁବନେଶ୍ୱର, ୬ ।୧: ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କର ଏକ ପସନ୍ଦଯୋଗ୍ୟ ହବ୍‍ ରେ ପରିଣତ ହୋଇଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ…

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ନିକି ଡ୍ୟାନ୍ସ ଗ୍ରୁପ କଳାକାରଙ୍କ ସୁନ୍ଦର ନୃତ୍ୟ ପରିବେଷଣ।

 କେନ୍ଦୁଝର,ତା୬/୧- ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ଜିଲ୍ଲା ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା -୨୦୨୫ର ସାଂସ୍କୃତିକ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ "ନିକି ଡ୍ୟାନ୍ସ ଗ୍ରୁପ"ର କଳାକାର ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ…

ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ଜଗନ୍ନାଥପୁର୍ ପଞ୍ଚାୟତରେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ପାଳନ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ପାଳିତ ହୁଏ । ପ୍ରତିଟି ପଞ୍ଚାୟତ ର କିଛି ସଦସ୍ୟ, ସଦସ୍ୟା ଓ କୃଷକ ମାନଙ୍କୁ ନେଇ ଗଠିତ ହୋଇଛି ପ୍ରତିଟି ପଞ୍ଚାୟତ ରେ ପାଣି ପଞ୍ଚାୟତ। ପାଣି ପଞ୍ଚାୟତ ପକ୍ଷ ଜଳ ପରିଚାଳନା,…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା “ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ”, “ମାଦକକୁ ନା- ଜୀବନକୁ ହଁ” ଉପରେ…

ରାୟଗଡା:  ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୬.୦୧.୨୦୨୬ ରିଖ ମଙ୍ଗଳବାର ଦିନ ସକାଳ ଘ.୧୦.୩୦ମି ରେ ସ୍ଥାନୀୟ…

ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ l

ରାୟଗଡ: (ସରୋଜ କୁମାର ସାହୁ) ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି , ଭା.ପ୍ର.ସେl ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ଶୁଭାରମ୍ଭ କରି ସପ୍ତାହ ବ୍ୟାପି ଏହି ରଥ ଜିଲ୍ଲାର ବିଭିନ୍ନ…

ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ କୄଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା – ୨୦୨୫ ଉଦ୍‌ଘାଟିତ

ରାୟଗଡ଼:-ତା. ୬/୦୧/୨୦୨୬- କୄଷି ଓ କୄଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ କୄଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ଜି. ସି. ଡି ଉଚ୍ଚ ବିଦ୍ୟାଳୟ ପଡ଼ିଆ, ରାୟଗଡ଼ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଜାନୁଆରୀ ୬ ତାରିଖରୁ ୧୦ ତାରିଖ…

ସାମ୍ୱାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଭୁବନେଶ୍ୱର-ପୁରୀ ରାଜପଥରେ ପଡ଼ିଥିବା ଅବୈଧ ବାଲି ଯୋଗୁଁ ଦୁର୍ଘଟଣାଜନିତ ମୃତୁ୍ୟ ଅବୈଧ ବାଲି ଚୋରି ଯୋଗୁଁ ଚାଲିଗଲା ୨ ମୂଲ୍ୟବାନ ଜୀବନ ଚୋରା ବାଲି ସହିତ ଦ୍ରୁତ ଗତିରେ ବସ୍ ଚାଳନା ଯୋଗୁଁ ଦୁର୍ଘଟଣା ଭୁବନେଶ୍ୱର, ୦୬/୦୧/୨୦୨୬: ଭୁବନେଶ୍ୱରରୁ ପୁରୀ ଯିବାବେଳେ ପିପିଲି…