Sign in
Sign in
Recover your password.
A password will be e-mailed to you.
ରାମକୃଷ୍ଣ ଆଇଡ଼ିଆଲ ପବ୍ଲିକ ସ୍କୁଲ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲେଶ୍ଵର: ରାମକୃଷ୍ଣ ଆଇଡ଼ିଆଲ ପବ୍ଲିକ ସ୍କୁଲ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ l ସଭାପତି ପ୍ରତିଷ୍ଠାତା ସମାଜସେବୀ ମହେଶ୍ୱର ପାତ୍ର, ମୁଖ୍ୟ ଅତିଥି, ଡ଼ଃ ଅକ୍ଷୟ କୁମାର ପାଣିଗ୍ରାହୀ, ଓଡ଼ିଆ ଅଧ୍ୟାପକ ପଞ୍ଚଲିଙ୍ଗେଶ୍ୱର ଡିଗ୍ରୀ କଲେଜ, ମୁଖ୍ୟ ବକ୍ତା ଡ଼ଃ ପ୍ରଦୀପ୍ତ କୁମାର ମିଶ୍ର,…
ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳିତ
ବାଲେଶ୍ଵର: କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କର ନିର୍ଦ୍ଧେଶ କ୍ରମେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ର ସ୍ଥାନୀୟ ଆଈ ଟି ଆଇ ଛକରେ ଥିବା ଇନଡୋର୍ ଷ୍ଟାଡିୟମ ଠାରେ ପାଳନ କରାଯାଉ ଅଛି। ଏହି ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ତା. ୦୬.୦୩.୨୦୨୬…
କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ
ଭୁବନେଶ୍ୱର, ୦୭/୦୩/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଏହାର ଗୋଷ୍ଠୀ ଜୀବିକା କାର୍ଯ୍ୟକ୍ରମ ଅଧୀନରେ, ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରପାଦର ଏବଂ ପୋରଲୋଙ୍ଗ ଗ୍ରାମରେ ପ୍ରଥମ ଛତୁ ଚାଷ ପଦେକ୍ଷପକୁ ସଫଳତାର…
ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧକୁ ବିଶ୍ୱବିଦିତ କରିବ ଓଡ଼ିଶା ଉତ୍ସବ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର.୬ ମାର୍ଚ୍ଚ, ୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ଉତ୍ସବ। ମାର୍ଚ୍ଚ ମାସ ୮ ତାରିଖରେ କଲିକତା ଠାରେ ଥିବା ନ୍ୟାସନାଲ ଲାଇବ୍ରେରୀ ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହେବ ଓଡ଼ିଶା ଉତ୍ସବ। ସଂସ୍କୃତି ମନ୍ତ୍ରୀ…
ସ୍ୱଚ୍ଛତା ଯୋଜନାରେ କୋଟି କୋଟି ଖର୍ଚ୍ଚ, ତାଳପଦର ପଞ୍ଚାୟତରେ ଜାଗା ଜାଗାରେ ମଇଳା ଢେର
ବିଜେପୁର :-ଗ୍ରାମାଞ୍ଚଳରେ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଓ ମଇଳା ପରିଚାଳନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାର ପକ୍ଷରୁ ବ୍ୟାପକ ଯୋଜନା ହାତେ ନିଆଯାଇଛି। ପ୍ରତ୍ୟେକ ପଞ୍ଚାୟତକୁ ମଇଳା ସଂଗ୍ରହ ପାଇଁ ଇଲେକ୍ଟ୍ରିକ ଗାଡି ଯୋଗାଇବା ସହ ଗ୍ରାମର ବିଭିନ୍ନ ସ୍ଥାନରେ ଡଷ୍ଟବିନ ଓ ମଇଳା ପକାଇବା…
ମାର୍ଚ୍ଚ ମାସ ୫ ତାରିଖ ୧୨ ଘଣ୍ଟିଆ ଧର୍ମଘଟ ଡାକରା ସଫଳ
ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡା.ତାପସ ରଞ୍ଜନ ସେନାପତି ପୁନଃ ଦାୟିତ୍ଵ ଗ୍ରହଣ ପାଇଁ ଆଦେଶନାମା ଜାରି କଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ
ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ…
ସାବାଡ଼ ହେବେ ସାଇବର ଅପରାଧି: ୧ ହଜାରରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଜମା ଖାତା ଯାଞ୍ଚ ୩ ଜଣ ଠକ ଗିରଫ
ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ସାଇବର ଅପରାଧି ମାନେ ସେମାନଙ୍କ କାୟା ବିସ୍ତାର କରିଥିବା ବେଳେ ବିଳମ୍ବରେ ହେଉ ପଛେ ସାଇବର ଅପରାଧିଙ୍କୁ ସାବାଡ କରିବା ପାଇଁ ନୟାଗଡ଼ ସାଇବର ଥାନା ମାଧ୍ୟମରେ ଯେଉଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ…
ଓଡ଼ଗାଁ ପୋଲିସ ଦ୍ବାରା ୨ ନାବାଳିକା ଉଦ୍ଧାର
ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏବଂ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରୁ ନିଖୋଜ ୨ ନାବାଳିକାଙ୍କୁ ଓଡ଼ଗାଁ ପୋଲିସ ଉଦ୍ଧାର କରିଛନ୍ତି।ଓଡ଼ଗାଁ ଥାନା ମାମଲା ନମ୍ବର ୫୨/୨୬ ଅଭିଯୋଗ ଅନୁସାରେ ଗତ ୨୦୨୬ ଫେବୃଆରୀ ୧୭ ତାରିଖରେ ୧୩ ବର୍ଷର ନାବାଳିକା ନିଖୋଜ…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ: “ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର” –
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୦୬ ମାର୍ଚ୍ଚ ଠାରୁ ୦୮ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ବୃନ୍ଦାବନ ପ୍ୟାଲେସ ଠାରେ ପାଳନ କରାଯାଉଛି। ସ୍ଥାନୀୟ ବୃନ୍ଦାବନ ପ୍ୟାଲେସ ଠାରେ…
ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନାର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନାର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…