ପଦ୍ମପୁର – ସମ୍ବଲପୁର ଡାକ ମଣ୍ଡଳ ତରଫରୁ ପଦ୍ମପୁର ସହର ବିଭିନ୍ନ ପଡାରେ ଗରିବ ଓ ନିଃସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ କରା ଯାଇଛି । ଏଥିରେ ଡିଭିଜନ ଅଫିସ ଆସିଷ୍ଟାଣ୍ଟ ସୁନିତା ସାମନ୍ତରାୟ,ନୀଳମ,ରାଜ ବୋଡାସମ୍ବର ଡାକଘର ଇନସପେକ୍ଟର ମାନ ଭଞୀନ ନାଏକ,ସବପୋଷ୍ଟ ମାଷ୍ଟର ପ୍ରତାପ ଭୋଇ,ସୁଶାନ୍ତ ନାଏକ,ଅଞୀନ ହୋତା, ସରୋଜ ତ୍ରିପାଠୀ,ଗୋକୁଳା ନନ୍ଦ ସାହୁ, ଅଜୟ ବଗର୍ତ୍ତି,ମାଧବ ଦୀପ,ପ୍ରକାଶ କୁମାର ସାହୁ,ସଞ୍ଜୀବ ନାଗ, ଅମରେଶ ସାହୁ ପ୍ରମୁଖ ସହାୟତା କରିଥିଲେ । ଏଥିରେ ସ୍ବତନ୍ତ ଭାବରେ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ,ବରିଷ୍ଠ କାର୍ଯ୍ୟକର୍ତ୍ତା ରଘୁମଣି ସାହୁ, ସମାଜସେବୀ ଅଶୋକ କୁମାର ମିଶ୍ର ପ୍ରମୁଖ ଗରିବ ଓ ଅସହାୟ ଚିହ୍ନଟ କରି ବଣ୍ଟନ କାର୍ଯ୍ୟରେ ସହାୟତା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post