ଶ୍ରୀରଘୁନାଥ ଜୀଉଙ୍କ କାଂଚି ଅଭିଯାନ ବେଶ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ) : ଓଡଗାଁରେ ବିଜେ ଶ୍ରୀଶ୍ରୀରଘୁନାଥ ଜିଉଙ୍କ କାଂଚି ଅଭିଯାନ ବେଶ ଦର୍ଶନ ପାଇଁ ଭୋର ୪ଟା ଠାରୁ ରାତି୧୧ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଭିଡ ଲାଗିରହିଥିଲା । ଶ୍ରୀକ୍ଷେତ୍ରାଧିପତୀ ଶ୍ରୀଜଗନ୍ନାଥ ଏବଂ ସ୍ୱର୍ଣ୍ଣ କଳସାଧିପତୀ ଶ୍ରୀରଘୁନାଥ ନିତୀରେ ସାମଞ୍ଜଶ୍ୟ…

ବାରେଡି ଯାତ୍ରା:ଦୂତିକେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡିଶାର ଅନ୍ୟତମ ଶୈବପିଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଶୁଳିଆ ଶୁଳପାଣୀ ବାବା ଦୁତୀକେଶ୍ୱରଙ୍କୁ ଆଜି ରାସପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଥିଲେ । ୧୨ମାସରେ ୧୩ଯାତ୍ରା ଭଳି ଏଠାରେ ଯେଉଁ କେତୋଟିଯାତ୍ରା ଗୁରୁତ୍ୱ ବହନ କରିଥାଏ ସେ ଭିତରୁ ବାରେଡି…

ପୁଣ୍ୟ  ଅର୍ଜନ ପାଇଁ ପୂର୍ଣ୍ଣମୀରେ ରାମସାଗରରେ ବୋଇତ ଭସାଣ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଉତ୍କଳୀୟ  ନୈାବାଣିଜ୍ୟ ପରମ୍ପରାକୁ ମନେପକାଇ କାର୍ତିକ ମାସର ଶେଷଦିନ ପଂଚୁକରେ ବିଭିନ୍ନ ନଦୀ ଏବଂ ପୁଷ୍କରିଣୀ  ମାନଙ୍କରେ ସାଧାରଣତଃ କଦଳି ପଟୁକାରେ ପାନ, ଗୁଆ, ଫୁଲ, ଦୀପ ଥୋଇ ବନ୍ଦାପନା କରି ଆ କା ମା ବୈ- ପାନଗୁଆ ଥୋଇ-ପାନଗୁଆ ତୋର- ମାସକ ଧରମ ମୋର କହିି…

ତାରିଣୀ ମନ୍ଦିର ରେ ଅନ୍ନଭୋଗ ବଣ୍ଟନ୍ନ

ପଦ୍ମପୁର :- ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରେ ପଦ୍ମପୁର ର ଯୁବ ଗୋଷ୍ଠି  ଙ୍କ ତରଫରୁ ପାଇକମାଳ ନିକଟସ୍ଥ ତାରିଣୀ ମନ୍ଦିର ରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ବଣ୍ଟନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତାରିଣୀ ଙ୍କ ପୂଜା ହୋଇଥିଲା ।…

ପଦ୍ମପୁର ସହରରେ ନୂତନ ସାହି ମୈତ୍ରୀ ନଗର ନାମରେ ନାମିତ ।

ପଦ୍ମପୁର-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଦ୍ମପୁର ସହରର ବସନା ରୋଡ଼ ନିକଟରେ ଅବସ୍ଥିତ ସତାଧିକ ପରିବାର ବରିଷ୍ଠ ନାଗରିକ ମାନଙ୍କ ପ୍ରସ୍ତାବିତ ଓ ସର୍ବସମ୍ମତି ପରେ ଏହି ସାହିକୁ ଆଜି "ମୈତ୍ରୀ ନଗର" ନାମରେ ନାମକରଣ କରିଛନ୍ତି । ଏହି ନାମକରଣ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ…

ବେପରୁଆ ଉତ୍କଳ ଫେସିଲିଟି ସାର୍ଭିସେସ ,ପୌରପରିଷଦ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସଫେଇ କାର୍ଯ୍ୟ ଠପ୍, ସହରରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା । ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ସଫେଇ କର୍ମଚାରୀମାନଙ୍କୁ ଦରମା ମିଳିନଥିବାରୁ ୨୩୬ରୁ ଅଧିକ ଆଉଟ ସୋର୍ସିଂ ଠିକା ସଫେଇ କର୍ମଚାରୀମାନେ ଆଜି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ  ଆରମ୍ଭ…

ବୋଇତ ସହିତ ଭାସିଗଲା ଦୁଇଟି ଜୀବନ

ବୋଇତ ବନ୍ଦାଣ ଉତ୍ସବ  ପାଳନ ବେଳେ ନଦୀରେ ବୁଡି ପୃଥକ ପୃଥକ ଭାବେ ଦୁଇ ଛାତ୍ରଙ୍କ ମୃତ୍ୟୁ ରାୟଗଡ(ସରୋଜ ସାହୁ) ଆଜି କାର୍ତିକ ପୂର୍ଣ୍ଣୀମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ରାୟଗଡ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଅଘଟଣ ଘଟି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ପ୍ରାପ୍ତ…

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବାତ୍ୟା ସମୀକ୍ଷା ବୈଠକ

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଭଦ୍ରକ ଗସ୍ତରେ ଆସି ବାତ୍ୟା ‘ବୁଲ୍ ବୁଲ୍’ର କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।  ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଦେଖିବା  ପରେ ସେଠାରେ ଚାନ୍ଦବାଲି ବ୍ଳକ ପରିସରରେ ବାତ୍ୟା ପୀଡ଼ିତଙ୍କ ସହାୟତା…

ବଡ ଓଷାରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, କାର୍ତ୍ତିକ ପୂର୍ଣ୍ଣମୀରେ ଭସାଇଲେ ବୋଇତ

  ରାୟଗଡ:(ସରୋଜ ସାହୁ)   ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ  ମାସ ହିନ୍ଦୁ ଧର୍ମାବଲମ୍ବୀ ନିଷ୍ଠାର ସହ ମାସ ସାରା ବିନା ଆମିଷ ଭକ୍ଷଣରେ ପାଳନ କରିନ୍ତି । ଏହି ମାସର ପ୍ରତି ସୋମବାରରେ ଶିବ ମନ୍ଦିର ଯାଇ ପୂଜାଅର୍ଚନା କରି ନିଜର ବ୍ରତ ପାଳନ କରିଥାଆନ୍ତି । ଗତ କାଲି ଏହି…

ବ୍ରିଗେଡିୟର ବରଦା ପ୍ରସନ୍ନ ପଟ୍ଟନାୟକ ଓଏସଇଏସଏଲର ସଭାପତି ନିର୍ବାଚିତ

ଭୁବନେଶ୍ୱର,(ଶାସକ ପ୍ରଶାସକ)-ରାଜ୍ୟ ସୈନିକ ବୋର୍ଡ ତଥା ଭାରତୀୟ ଭୂତପୂର୍ବ ସୈନିକ ସଂଘର କେବଳ ସ୍ୱିକୃତୀ ପ୍ରାପ୍ତ ଓଡିିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘ(ଓଏସଇଏସଏଲ)ର ଦ୍ୱିବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ୧୨୦ ପଦାତିକ ବାହିନୀ ପରିସରରେ ୩ ତାରିଖରେ…