ଠିକାଦାର ପ୍ରୀତିର ପ୍ରତିବାଦ ଠିକେଇକି ଦେଲେ ସଫେଇ କର୍ମଚାରୀ 

  ମଇଳା ଉଠାଉଛୁ ସହର ଯାକର, ଭାତିଆ ଦେବାକୁ କୁନ୍ଥୋଉଛି କିଆଁ ଠିକାଦାର !!!  ଦରମା ଦାବିରେ ବାରିପଦା ପୌରପରିଷଦ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଜମା କରି ଆନ୍ଦୋଳନ  କଲେ ସଫେଇ କର୍ମଚାରୀମାନେ  ବାରିପଦା(ଦିଲ୍ଲୀପ ମହାନ୍ତି )- କଥାରେ ଅଛି ସିଧା ଅଙ୍ଗୁଳିରେ ଘିଅ ଉଠେ…

ମଣିଷ ପଣିଆ ଦେଖାଇଲେ ନିହାର

ବଲାଙ୍ଗୀର/ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ):ଆଜି ନିଜ ବିବେକବୋଧ ଓ ମଣିସପାଣିଆ ଦେଖାଇଛନ୍ତି ଜଣେ ଛାତ୍ରନେତା । ତାଙ୍କର ଉପସ୍ଥିତ ବୁଦ୍ଧିଯୋଗୁ ଜଣେ ରୋଗୀଙ୍କୁ ମିଳିଯାଇଛି ଛୋଟିଆ ସହଯୋଗ । ଆଉ ମଣିସପଣିଆ  ଦେଖିଥିବା ଛାତ୍ରନେତା ଜଣକ ହେଲେ  ବିଜୁ ଯୁବ ଜନତା ଦଳର ରାଜ୍ୟ…

ମଦ ପ୍ରସାରଣ ଉଦ୍ୟମକୁ ଓଡ଼ିଶା ମଦମୁକ୍ତି ଅଭିଯାନର ଦୃଢ଼ ବିରୋଧ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ମଦ ଦୋକାନ ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ଓଡ଼ିଶା ମଦମୁକ୍ତି ଅଭିଯାନ ଦୃଢ଼ ବିରୋଧ କରିଛି । ରାଜ୍ୟ ସରକାର ତୁରନ୍ତ ଏଭଳି ଜନବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକ ବିଶେଷ କରି ମହିଳା…

ଚାଲାଣ ବେଳେ ଉଦ୍ଧାର ହେଲେ 7 ଦାଦନ ଓ 2ଦଲାଲ ଗିରଫ

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ନିକଟ ରେ ଗତକାଲି ରାତ୍ରି ରେ ସିନାପାଲି ପୋଲିସ 3ମହିଳା ସମେତ 7ଜଣ ଦାଦନ ଶ୍ରମିକ ଓ ସେମାନଙ୍କ ସହିତ 7ଶିଶୁ କୁ ଉଦ୍ଧାର କରିଛି !ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦଲାଲ କୁ ମଧ୍ୟ ଗିରଫ…

“ମହେନ୍ଦ୍ର-ତନୟା” ନଦୀରେ ବୋଇତ-ବନ୍ଦାଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସଂସ୍କୃତି ସମୃଦ୍ଧ ଓଡ଼ିଆ ଜାତିର ପାରମ୍ପରିକ ଗଣ-ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ-ବନ୍ଦାଣ ତଥା ଡଙ୍ଗା-ଭସାଣି କାର୍ଯ୍ୟକ୍ରମ ସମଗ୍ର ଗଜପତି ଜିଲ୍ଲାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।       କାର୍ତ୍ତିକ ପୂର୍ଣ୍ଣିମା…

ବଦଳିଲେ ବଡ଼ସାହି ଥାନା ଅଧିକାରୀ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବିବାଦୀୟ ବଡ଼ସାହି ଥାନା ଅଧିକାରୀ ଶେଷରେ ବଦଳି ହେଲେ । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିଦେ୍ର୍ଧଶ କ୍ରମେ ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ଏବଂ ଉକ୍ତ…

ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ଜିଲ୍ଲା ସଂଯୋଜକ ମାନଙ୍କ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ର ଜିଲ୍ଲା ସଂଯୋଜକ ମାନଙ୍କ ଏକ ଜିଲ୍ଲା-ସ୍ତରୀୟ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇଟି . ସେଲ ମୁଖ୍ୟ ସାଂସଦ ଡ: ଅମର ପଟ୍ଟନାୟକଙ୍କ ସମେତ…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଖଲିଆପାଲିରେ ବାବାଯାତ୍ରା ଓ ବୁଗିବୁଗି

ବିଜେପୁର-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ବଡ଼ବ୍ରାହ୍ମଣୀ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସମାଜର ଶାନ୍ତି ପାଇଁ ଅଲେଖ ମହିମାଧର୍ମ ବଲମ୍ବୀ ବାବାଯାତ୍ରା ତଥା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୁଗିବୁଗି ସାଂସ୍କୃତିକ କାର୍ଯ୍ୟକ୍ରମ…

ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା-୨୦୧୯ ଉଦ୍ଘାଟିତ : ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଲଣ୍ଡନ ବ୍ରିଜ ଓ ବେକିଙ୍ଗହମ୍…

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଭଞ୍ଜପୁର ମେଳା ପଡିଆରେ ଆୟୋଜିତ ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା-୨୦୧୯ ଆନୁଷ୍ଠାନିକ  ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ଜଗଦ୍ଧାତ୍ରୀ ମେଳା କମିଟିର ଅଧ୍ୟକ୍ଷ ସୁଦାମ…

   କଟକ ବାଲିଯାତ୍ରାରେ ବିଜୁ ଯୁବ ବାହିନୀର ସ୍ୱତନ୍ତ୍ର ଷ୍ଟଲ୍ ଉଦ୍ଘାଟିତ

କଟକ,(ଶାସକ ପ୍ରଶାସକ): ଐତିହାସିକ ରାଜ୍ୟ ମହୋତ୍ସବ କଟକ ‘ବାଲିଯାତ୍ରା’ର ଉଦ୍ଘାଟନୀ ସନ୍ଧ୍ୟାରେ ‘ବିଜୁ ଯୁବ ବାହିନୀ’ର ଏକ ଷ୍ଟଲ୍ ସ୍ଥାପନ କରାଯାଇଛି । ଏହାକୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଉଦ୍ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ…