ଗାଁ ଗଣ୍ତାରେ ସଚେତନ ବାର୍ତ୍ତା

0 2

ପଦ୍ମପୁର/ ଶାସକ ପ୍ରଶାସକ : ପାଇକମାଲ ବ୍ଲକ ବରତୁଣ୍ତା ପଞ୍ଚାୟତ ପୁରେନା ଗ୍ରାମରେ ଗ୍ରାନ୍ୟସ୍ତରୀୟ ତୋରିତ ସହାୟକ ଦଳ ମଧ୍ୟରେ ଲୋକ ମାନଙ୍କୁ କରୋନା କୋଭିଡ – ୧୯ ବିଷୟରେ ଗାଁ ଲୋକଙ୍କୁ ଘରକୁ ଘର ଯାଇ ଲୋକ ମାନଙ୍କୁ ସଚେତନ କରିଥିଲେ  । ଏହି ଟିମରେ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା ଦାସ,ଅଙ୍ଗନୱାର୍ଡ କର୍ମୀ ସିନ୍ଦୁଲତା ସୁନା, ଆଶା କର୍ମୀ ଦେବକୀ ସୁନା,ସ୍ବେଚ୍ଛାସେବୀ ଅଶ୍ବିନୀ ଧରୁଆ ପ୍ରମୁଖ ଲୋକ ମାନଙ୍କୁ ସଚେତନ କରିଥିଲେ  ।      
 

Leave A Reply

Your email address will not be published.