ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କର ଏକ କର୍ମଶାଳା 

ରାୟଗଡ(ସରୋଜ ସାହୁ) ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କର ଏକ କର୍ମଶାଳା ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଛି । ଏହି କର୍ମଶାଳାଟି ଭୂବନେଶ୍ୱର ସ୍ଥିତ ବେସରକାରୀ ସଂସ୍ଥା (ସାଥୀ) ଓ ମା’ ମଝିଘରୀଆଣୀ ଆନୁକୁଲ୍ୟରେ…

ନକଲି ଡାକ୍ତର ଠାବହେବା ପ୍ରସଙ୍ଗ:ଉଚ୍ଚସ୍ତରୀୟ ତଦନ୍ତ ଦାବିି

ସୁନ୍ଦରଗଡ଼/ Horachand deuria  - ଜାଲ ପ୍ରମାଣପତ୍ର ମାଧ୍ୟମରେ ଡାକ୍ତର ନିଯୁକ୍ତି ପାଇ ଦୀର୍ଘ ତିନି ବର୍ଷ ଧରି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତର ଆଜି ପୋଲିସ ଦ୍ଵାରା ଠାବ ହେଲାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱଛତା ନେଇ ଗଭୀର…

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପ୍ରସ୍ତୁତି ବୈଠକ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ୨୦୧୯ ଶିକ୍ଷା ବର୍ଷରେ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ-୨୦୧୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା ।…

ବାରିପଦା ପୌରପରିଷଦରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କଲା ଭଞ୍ଜସେନା 

୧୫ ଦିନ ମଧ୍ୟରେ ସ୍ଥାୟୀ ସମାଧାନ କରାନଗଲେ ପୌର କାର୍ଯ୍ୟାଳୟ ଘେରାଉ କରିବାର ଚେତାବନୀ ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଭଞ୍ଜସେନା ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏଥି ସହିତ ସଫେଇକୁ ନେଇ ସୃଷ୍ଟି ହୋଇଥିବା…

ବିଧାୟକ ଅନୁଦାନ ପାଣ୍ଠିରୁ କମ୍ୟୁନିଟି ହଲ୍ ପାଇଁ ଶିଳାନ୍ୟାସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ପରିସରରେ ଆଜି ବିଧାୟକ ଅନୁଦାନ ପାଣ୍ଠିରେ ନିର୍ମାଣ ହେବାକୁ ଥିବା କମ୍ୟୁନିଟି ହଲ୍ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ସଭାପତି ଜି. ଭେଙ୍କେଟ୍ ରାବଣା ଅତିଥି ଭାବେ ଯୋଗ ଦେଇ ୩ ଲକ୍ଷ ଟଙ୍କା…

ଅଚାନକ ପି.ଏନ୍. କଲେଜରେ ଉଚ୍ଚଶିକ୍ଷା ମନ୍ତ୍ରୀ

 ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତିା ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଥିବା…

ପଲ୍ଲି ପ୍ରଗତୀ ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟରେ “ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା “

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ କନ୍ଦାଗାଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବରିହାପୁଖାପାଣି ଗ୍ରାମର ପଲ୍ଲି ପ୍ରଗତୀ ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟରେ "ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା " ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବରେ…

“୨୦୧୭-୧୮ ମସିହାରୁ ଚାଷୀଙ୍କର ସମୁଦାୟ ଆର୍ଥିକ କ୍ଷତିର କଳନା କରାଯାଇନାହିଁ”

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗୋଟିଏ କୁଇଣ୍ଟାଲ ଧାନ ଉତ୍ପାଦନ  ନିମନ୍ତେ ପ୍ରାୟତଃ ୨୩୪୪ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି  ।ବିରୋଧି ଦଳ ମୁଖ୍ୟସଚେତକ ତଥା ବିଧାୟକମୋହନ ଚରଣମାଝୀଙ୍କ ପ୍ରଶ୍ନର ଉତ୍ତରରେ…

ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ ବୋଲି ବୁଧବାର ଦିନ ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିରୋଧି ଦଳ ମୁଖ୍ୟସଚେତକ ତଥା ବିଧାୟକମୋହନ ଚରଣ ମାଝୀଙ୍କ ଖାଲି ପଡିଥିବା ଶିକ୍ଷକ ପଦବୀକୁ ନେଇ…

“ଓଡିଶା ଠିକାଦାରଙ୍କ ପେଟକୁ ଲାତ ମାରୁଛନ୍ତି ରାଜ୍ୟ ସରକାର” 

 ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ରାସ୍ତା ଓ ଗୃହ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ନଭେମ୍ବର ୧ଠାରୁ ୨୦୧୪ରେ ସ୍ଥିରିକୃତ ସିଡ଼ୁ୍ୟଲ ରେଟକୁ ୨୦୧୯ରେ…