Sign in
Sign in
Recover your password.
A password will be e-mailed to you.
ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଶିଶୁ ଦିବସ ପାଳନ
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲ ପରିଚାଲନା କମିଟି ତରଫରୁ ସ୍କୁଲର କୁନ କୁନି ପିିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ…
ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟରେ ପରିବେଶ ସଚେତନତା କର୍ମଶାଳା
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟ କୁରାଳରେ ପରବେଶ ସଚେତନତାଏ କର୍ମଶାଳା ଅନୁÂିତ ହୋଇଯାଇଛି । ନୟାଗଡ ଜିଲ୍ଲା ଗଛସାର ଭାବେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ଦ୍ୱାରା ଆୟୋଜିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହି କରଙ୍କ…
୨ବର୍ଷ ପରେ ଘରକୁ ବାହୁଡ଼ିଲା ନିଖୋଜ ପୁଅ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଥାନା ଅଧିନ ଉଲୁକୁଦା ଗ୍ରାମର ରମେଶ କାଣ୍ଡିଙ୍କ ପୁଅ ସଂଜୟ କୁମାର କାଣ୍ଡି(୧୯) ୨ବର୍ଷ ହେଲା ନିଖୋଜ ଥିଲା । ଓଡଗାଁ ପୋଲିସ ତାକୁ ଉଦ୍ଧାର କରି ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରଛନ୍ତିି । ୪ବର୍ଷ ପୂର୍ବେ…
ଶତ୍ରୁତା ପାଲଟିଲା ରକ୍ତାକ୍ତ ସଂଘର୍ଷ : ୫ ଆହତ
Bolangir / niroj mishra :ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ଗତକାଲି ସଂଘର୍ଷରେ ପରିଣତ ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡ଼ତିଆ…
ନାଟକ ତୁଟିଲା, ମଞ୍ଚକୁ ଓହ୍ଲାଇବେ ଭୁବନେଶ୍ୱର
ବରଗଡ଼ ଧନୁଯାତ୍ରା କଳାକାର ଚୟନ ବିବାଦ
ବରଗଡ଼/SPB: ସର୍ବବୃହତ ମୁକ୍ତ ରଂଗମଂଚ ବରଗଡ଼ ଧନୁଯାତ୍ରାର କଳାକାର ଚୟନକୁ ନେଇ ଚାଲିଥିବା ବାଟକର ଅନ୍ତ ଘଟିଛି | ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରଗଡ଼ ଧନୁଯାତ୍ରା ପାଇଁ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଷୟରେ…
ଓପିଜିସି ଅଧିକାରୀ ସଂଘ କର୍ମକର୍ତ୍ତାଙ୍କ ସହିତ ଶକ୍ତି ମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର: ଆଜି ଓପିଜିସି ଅଫିସର୍ସ ସଂଘ ସହିତ ଶିଳ୍ପ, ଶକ୍ତି, ଏମ୍.ଏସ୍.ଏମ୍.ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଏକ ବୈଠକ ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ…
SOA TO HOST VIKRAM SARABHAI CENTENARY CELEBRATION FROM NOVEMBER 17-20
Bhubaneswar, (SPB): Several hundred school and college students are expected to attend the 4-day Vikram Sarabhai Birth Centenary celebration program which is being held at the SOA Deemed to be University here from November 17 next.
The…
ବିଶ୍ୱ ମଧୁମେହ ଦିବସରେ ସଚେତନତା କାର୍ଯକ୍ରମ
ବରଗଡ :- ଅସନ୍ତୁଳିତ ଖାଦ୍ୟପେୟ, ଚାପଗ୍ରସ୍ତ ଜୀବନ ଓ ଜୀବନଚର୍ଯ୍ୟା ଆଜି ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ । ଏହି ରୋଗରୁ ଦୁରେଇ ରହିବା ପାଇଁ କିମ୍ବା ଏହାକୁ ନିୟନ୍ତ୍ରଣ ରଖିବା ପାଇଁ ରୋଗୀ ମାନେ କଣ କରିବା ଉଚିତ ଓ କଣ ନକରିବା ଉଚିତ ଏହି ବାବଦରେ ଆଜି ବିଶ୍ୱ…
ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ : ଲ୍ୟାଣ୍ଡମାଇନ ଉଦ୍ଧାର
ରାୟଗଡ(ସରୋଜ ସାହୁ): ରାୟଗଡ ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତି ଅଂଚଳର ଆମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲୁଥିବା ଖବର ପାଇ ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ଏସଓଜି ଓ ଡିଭିଏଫ ଯବାନ ମାନେ ଜଙ୍ଗଲ ଆଡକୁ କୁମ୍ବିଂ…