ଖଣ୍ଡସିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ

padmapur; ଆଜି ନଭେମ୍ବର ୧୪ ତାରିଖରେ ଖଣ୍ଡସିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ  ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଯୁବ ସଙ୍ଘର୍ଷ ସମିତି ର ବରଗଡ଼ ଜିଲ୍ଲା ସଭାପତି ତଥା ଉକ୍ତ ବିଦ୍ଯାଳୟ ର ପୂର୍ବତନ ଛାତ୍ର ଶ୍ରୀ ପୌଲସ୍ତ୍ୟ ସାହା ମୂଖ୍ଯ ଅତିଥି ଭାବେ…

ଝଟକା :  ଭାରତର ଆର୍ଥିକ ଅଭିବୃଦ୍ଧି ହାର କମାଇଲା ମୁଡିଜ 

  ନୂଆଦିଲ୍ଲୀ : ଭାରତର ଆର୍ଥିକ ବ୍ୟବସ୍ଥା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ମୋଦି ସରକାରକୁ ଆଉ ଗୋଟେ ଝଟକା ଦେଇଛି ମୁଡିଜ | ପୂର୍ବରୁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୫.୮% ରହିବ ବୋଲି କହିଥିବା ମୋଡିଜ ଇନଭେଷ୍ଟର ସର୍ଭିସେସ ତାକୁ କମାଇ ୫.୬% ରହିବ ବୋଲି ଆଜି କହିଛି | ମୁଡିଜ…

ପ୍ରଦେଶ କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର (Shasak Prashasak) - ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ…

୩୯ ତମ ଭକ୍ତି ସଙ୍ଗୀତ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ  ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ  ଆନୁକୁଲ୍ୟରେ ୩୯ତମ ଭକ୍ତି ସଙ୍ଗୀତ ସମାରୋହ-୨୦୧୯  ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ କାର୍ଯ୍ୟକ୍ରମକୁ  ମହନ୍ତ ମହାରାଜ ରାମାନନ୍ଦ ଦାସଜୀ  ଉଦ୍ ଘାଟନ କରିଥିଲେ । …

ରାଜ୍ୟରେ ଖୋଲିବ ଆଉ ୬ଟି ନୂଆ କୋର୍ଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬ଟି ନୂଆ ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ହାଇକୋର୍ଟଙ୍କ ସୁପାରିଶ ଅନୁସାରେ ଏହି କୋର୍ଟ ସବୁ ପ୍ରତିଷ୍ଠା ହେବ | ପ୍ରସ୍ତାବିତ କୋର୍ଟ ଗୁଡିକ ହେଲା କଟକ(ଚତୁର୍ଥ) ଅତିରିକ୍ତ ଜିଲ୍ଲା ତଥା ଦୌରାଜଜ କୋର୍ଟ, ଭଦ୍ରକ…

ଦିଲ୍ଲୀରେ ଲାଗିଛି ଏବେ ଏୟାର ଏମରଜେନ୍ସି

ଦିଲ୍ଲୀ : ମଣିଷଙ୍କ  ରହିବା ପାଇଁ ରାଜଧାନୀ  ଦିଲ୍ଲୀ ଓ ଏନସିଆର ଏବେ ଯନ୍ତ୍ରଣା ଦାୟକ ପାଲଟିଛି | ଶାନ୍ତିରେ ନିଶ୍ୱାସ ବି ଦୁର୍ଲଭ | ଦିଲ୍ଲୀ ପାଲଟିଛି ଗ୍ୟାସ ଚାମ୍ବର |  ଦୁଇଦିନ ପାଇଁ  ଦିଲ୍ଲୀରେ ଲାଗିଛି ଏବେ ଏୟାର ଏମରଜେନ୍ସି |୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆର ରେ ସ୍କୁଲ ବନ୍ଦ !…

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବୋଲସୋନରୋ 

ବ୍ରାସିଲିଆ:  ଆଗାମୀ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନରୋ | ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ବ୍ରାଜିଲ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରମୁଖ୍ୟ ବୋଲସୋନରୋଙ୍କୁ ସାକ୍ଷାତ କରି ଏହି ନିମନ୍ତ୍ରଣ…

କି ପ୍ରକାର ଅନ୍ଧବିଶ୍ୱାସ ଭିତରେ ଏବେ ବି ଜିଉଁଛି ମଣିଷ !!!

ବାଲେଶ୍ୱର,(ଉଜ୍ଜ୍ୱଳ କର ) : ଏବେ ବି ମଣିଷ ବଂଚୁଛନ୍ତି କେଉଁ କାଳର ଅନ୍ଧବିଶ୍ୱାସ ଭିତରେ | ସଚେତନତାର ଅଭାବ ଆଉ ଅଜ୍ଞତା ସେମାନଙ୍କୁ ସେଇ ମଧ୍ୟ ବା ପୁରାଣ ଯୁଗୀୟ ମନାସିକତାରୁ ମୁକୁଳାଇପାରୁନି | ଆଉ ଲୋକଙ୍କ ଅଜ୍ଞତାର ଫାଇଦା ଉଠାଇ କିଛି ଲୋକ ଜାରି ରଖିଛନ୍ତି ଅନ୍ଧବିଶ୍ୱାସ କାର୍ଯ୍ୟକଳାପ |…

ସରକାର କଣ ଅନ୍ଧ ନା ସ୍ୱାସ୍ଥ୍ୟ ବିଭାଗ କଣା !!

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) : ନାଁ ହେଉଛି ପଦ୍ମନାଭନ ମୂଖିକାରୁଆ | ସୁନ୍ଦରଗଡ ନୂଆଗାଁ  ପିଏଚସିରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ ଦୀର୍ଘ ତିନିବର୍ଷରୁ ଉର୍ଧ୍ଵ ସମୟ ଧରି | ନିଜକୁ ଏମ.ବି.ବି.ଏସ ଡାକ୍ତର ବୋଲି ପରିଚୟ ଦେଇ ରାଜ୍ୟ ଡାକ୍ତର ଭାବେ କାର୍ଯ୍ୟ କରିବା ସହ ସରକାରଙ୍କଠାରୁ…

ପଞ୍ଚମ ପାଳିର ପ୍ରଥମ ଅତିରିକ୍ତ : ପରିମାଣ  ୮୧୨୬.୩୨ କୋଟି ଟଙ୍କା

 ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ,ଗୃହ ମୁଲତବୀ ଏବଂ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ସତ୍ତ୍ୱେ   ବୁଧବାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍‌ ଆଗତ ହୋଇଛି। …