
ଭୁବନେଶ୍ୱର (ଶାସକ ପ୍ରଶାସକ )ପୁଣି ୪ କରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାରୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ବୟସ ଯଥାକ୍ରମେ ୪୦, ୨୯ ୪୧ ଓ ୨୪ ବର୍ଷ | ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ରେ ପହଁଚିଲା । ଏମାନଙ୍କ ମଧ୍ୟରୁ 2ଜଣ ତିହିଡ଼ିରୁ ଓ ଧାମନଗର ବ୍ଲକରୁ ୨ ଜଣ ବୋଲି ଜଣାପଡିଛି | ସବୁ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି |