ଭଦ୍ରକ : ଆଉ ଜଣେ କରୋନା ନୂଆ ରୋଗୀ 

0 2

ଭଦ୍ରକରୁ  ଆଉ ଜଣେ କରୋନା ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି | ତାଙ୍କ ବୟସ ୪୦ ଓ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି | ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୯୦ରେ ପହଂଚିଛି | 

ସୂଚାନଯୋଗ୍ୟ ଯେ ଗତକାଲି ୨୪୭୪ ନମୁନା ଯାଞ୍ଚ ହୋଇଥିଲା | ସେଠି ମଧ୍ୟରୁ ଆରଏମଆରସି ରେ ୧୨୪୧, ଏମ୍ସରେ ୧୧୫, ଏସସିବିରେ ୫୪୮, ଏମକେସିଜିରେ ୪୫, ଭିମସାରରେ ୬୬, ଆଇଏଲଏସରେ ୩୭୭, ଆଇଜିଏଚରେ ୬୩ ଓ ଆପୋଲୋରେ ୧୯ ଟି ନମୁନା ଯାଞ୍ଚ ହୋଇଥିଲା |

Leave A Reply

Your email address will not be published.