“ଅଣ୍ଟିରେ ନଥାଇ ଧନ ପୁଅ ବାହା କରି ମନ”

 ୧୬ ତାରିଖରେ ନବୀନଙ୍କ ବିରୋଧରେ ହେବ  ଗଣ ଏତଲା , ରୁଜୁ ହେବ ମକଦ୍ଦମା  ଭୁବନେଶ୍ୱର(ଶାସକ ପ୍ରଶାସକ) : କିଶାନ କାଳିଆ ମିଶ୍ରଣ ଚାଷୀଙ୍କ ପାଇଁ ଶତାବ୍ଦୀର ସବୁଠାରୁ ବଡ଼ ବିଶ୍ୱାସଘାତକତା । ନବୀନ ପଟ୍ଟନାୟକ କାଳିଆ ଯୋଜନା ବନ୍ଦ କରିବା କୃଷକ ସମାଜ ପାଇଁ ସବୁଠାରୁ ବେଇମାନି । ଆଜି ସାମ୍ବାଦିକ…

ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏ ସଂସ୍କାର ଓ ଆଧ୍ୟାତ୍ମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଦାବୀ 

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିଏଚପି ନେତା  ରାଉରକେଲା- ଦେଶରେ ଦିନକୁଦିନ ମାତୃଜାତି ପ୍ରତି ବୃଦ୍ଧି ପାଉଥିବା ଅମାନୁଷିକ ଅତ୍ୟାଚାର ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଶାନ୍ତନୁ କୁସୁମ | କେବଳ ସମବେଦନା…

ଅପହଞ୍ଚ ସ୍ୱାସ୍ଥ୍ୟସେବା, ପ୍ରଶାସନ ଉଦାସୀନ : ସଚେତନତା ଅଭାବରୁ ଚାଲିଛି “ଚେଙ୍କ”…ଲଟୁଛି ନିରୀହ…

  ବରଗଡ :- ପ୍ରଶାସନ ଉଦାସୀନ ରହିବା, ସରକାରୀ କର୍ମଚାରୀ ମାନେ ନିଜ ଦାୟିତ୍ୱ ପ୍ରତି ଅବହେଳା କରିବା ସର୍ବୋପରି ଲୋକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରାନଯିବା କାରଣରୁ ଆଜି ବି ଚେଙ୍କ ଭଳି ଖରାପ ବ୍ୟବସ୍ଥା ଆଜି ବି ଚାଲିଛି | ଅନେକ ନିରୀହ ଶିଶୁଙ୍କ ଜୀବନ ଚାଲିଯାଉଛି |  ବରଗଡ଼ ଜିଲ୍ଲା…

ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପାରଳାର ନିରଞ୍ଜନ ବେହେରାଙ୍କୁ ଜାତୀୟ ସମ୍ମାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  କେବଳ ଗଜପତି ଜିଲ୍ଲା ନୁହେଁ , ସମଗ୍ର ଓଡିଶାରେ ଭିନ୍ନକ୍ଷମ ଭାଇ-ଭଉଣୀ ମାନଙ୍କୁ ସେମାନଙ୍କ ଅଧିକାରର ନ୍ୟାୟ ଦେଇ ସଶକ୍ତ କରାଇବା ଦିଗରେ ପାରଳାଖେମୁଣ୍ଡିର  ନିରଞ୍ଜନ ବେହେରା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସହ ତାଙ୍କର ଏ ଦିଗରେ ଉତ୍କୃଷ୍ଠ…

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାରଙ୍ଗପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କର ମୃତୁ୍ୟ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ଜଣକ ସାରଙ୍ଗପୁର ଗ୍ରାମର ଜିର୍ବଦ୍ଧନ ବରିହାଙ୍କ ପୁଅ ନିଳମଣି ବରିହା (୫୦) ବୋଲି…

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପାରଳାଖେମୁଣ୍ଡି ଡିଭିଜନର ସାଧାରଣ ବୈଠକ ଓ ନିର୍ବାଚନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପାରଳାଖେମୁଣ୍ଡି (ଗଜପତି) ଡିଭିଜନର ସାଧାରଣ ପରିଷଦ ବୈଠକ ଓ ନିର୍ବାଚନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।      ଏହି ଅବସରରେ…

ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ : ଶୁଭେନ୍ଦ୍ର ଗଂଜାମ ଓ ଧରଣୀଧର କଟକ ଏଡ଼ିଏମ 

 ଭୁବନେଶ୍ୱର(ଶାସକ ପ୍ରଶାସକ) : ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ,…

ବ୍ୟାଙ୍ଗକକ୍ ଠାରେ ଅନୁଷ୍ଠିତ ଏସିଆ ଶିଶୁ ସମ୍ମେଳନ ରେ ଭାଗନେଲେ ଦୁଇ ଓଡିଆ ଝିଅ  

ଭୁବନେଶ୍ୱର(ଶାସକ ପ୍ରଶାସକ)ଜାତିସଂଘ ର ଶିଶୁ ଅଧିକାର ଘୋଷଣା ନାମା ର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୧୯ ମସିହାରେ ସାରା ବିଶ୍ଵ ପାଳନ କରୁଛି ସିଆରସିଅ୩୦। ଏହି ଅବସରରେ ବ୍ୟାଙ୍ଗକକ୍ ଠାରେ ନଭେମ୍ବର ୨୫ ରୁ ୩୦ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏସିଆ ଶିଶୁ ସମ୍ମେଳନ ୨୦୧୯। ସାଇଭାକ୍ ଆଞ୍ଚଳିକ…

ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ  ସ୍ୱଧା ଦେବ ସିଂଙ୍କ ଦାୟିତ୍ୱ ଗ୍ରହଣ

ବାରିପଦା (ଦିଲ୍ଲୀପ ମହାନ୍ତି):  ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ସ୍ୱଧା ଦେବ ସିଂ କାର୍ଯ୍ୟରେ ଯୋଗଦାନ ପୂର୍ବକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଗଜପତି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଉଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଅତିରିକ୍ତ…

କି ମର୍ମନ୍ତୁଦ : ମର୍ନିଙ୍ଗ ୱାକ ଯାଇ ଆଉ ଫେରିଲେନି ଦମ୍ପତି

କଳାହାଣ୍ଡି/ ଆଦିତ୍ୟ ମହାନ୍ତି : ସକାଳୁ ସକାଳୁ ମର୍ନିଙ୍ଗ ୱାକରେ ଯାଇଥିଲେ ଦୁହେଁ | ହେଲେ ସେମାନେ ଭାବିନଥିଲେ ସେଇଟା ସ୍ୱାମୀସ୍ତ୍ରୀଙ୍କ ଶେଷ ମର୍ନିଙ୍ଗ ୱାକ ହେବ ବୋଲି |  କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଳା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା |  ସଡକ ଦୁର୍ଘଟଣାରେ ପ୍ରାଣ…