ପୁଣି ନୂଆ ତିନି ରୋଗୀ, ବାଲେଶ୍ୱରରୁ ସୁସ୍ଥ ହେଲେ ଜଣେ 

0

 ଭୁବନେଶ୍ୱର(ଶାସକ ପ୍ରଶାସକ) : ତୃତୀୟ ଅପଡେଟରେ ଯାଜପୁରରୁ ଜଣେ କରୋନା ପଜିଟିଭ | ବୟସ ୫୭ ବର୍ଷ | ଲିଙ୍କ କଲିକତା | ତାଙ୍କ ବିଷୟରେ ସବିଶେଷ ସୂଚନା ସଂଗ୍ରହ କରାଯାଇଛି | ରାଜ୍ୟରେ କରୋନା ପଜିଟିଭ ପହଁଚିଲା ୧୮୦ | ସୁହାନାଯୋଗ୍ୟ ଯେ ଦ୍ଵିତୀୟ ଅପଡେଟରେ ବାଲେଶ୍ୱରରୁ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ଜଣେ ୬୫ ବର୍ଷର ବ୍ୟକ୍ତି ଚିହ୍ନଟ ହୋଇଛନ୍ତି | ଉଭୟେ ସେଇ ପଶ୍ଚିମବଙ୍ଗ ଫେରନ୍ତା | ହେଲା ବାଲେଶ୍ୱରରୁ  ଜଣେ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଲେ ଜଣେ କରୋନା ପଜିଟିଭ ରୋଗୀ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି | 

Leave A Reply

Your email address will not be published.