Sign in
Sign in
Recover your password.
A password will be e-mailed to you.
କି ପ୍ରକାର ମାନସିକତା : ବିଧବା ମହିଳାଙ୍କୁ ଅସଦାଚରଣ !!!
ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥମିବାର ନାମ ନେଉନାହିଁ। ରାଇରଙ୍ଗପୁର ଅଧ୍ୟାପିକାଙ୍କୁ ଦୁଷ୍କର୍ମ ଘଟଣା ଓଡ଼ିଶାରେ ଝଡ ସୃଷ୍ଟି କରିଥିବା ବେଳେ ଶରତ ଅଂଚଳରେ ନାବାଳିକାଙ୍କୁ ପିଉସା ଦୁଷ୍କର୍ମ ଅଭିଯୋଗ ମନରୁ ଲିଭି ନ ଥିବା ବେଳେ ବାରିପଦା ସଦର ଥାନା…
ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା
ପଦ୍ମପୁର(ଶାସକପ୍ରଶାସକ)-ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳାର ପଞ୍ଚମ ଦିବସ ବୁଧବାର ସନ୍ଧ୍ୟାରେ ପଦ୍ମପୁର ଆର ବି ହାଇସ୍କୁଲ ସାଇନ୍ସ ଫୋରମ୍ ତରଫରୁ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରୋଜ କୁମାର ଭୁଏ ଓ ପ୍ରୀତି ରଞ୍ଜନ ପ୍ରଧାନ। ଦ୍ବିତୀୟ…
ସ୍ଥାନୀୟ କୃଷକଙ୍କ ବିକାଶର ଉତ୍ସ ପାଲଟିଛି କୃଷି ବିଜ୍ଞାନ କେନ୍ଦ୍ର
ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର କୃଷକଙ୍କ ବିକାଶର ଉତ୍ସ ପାଲଟିଛି ଘୁ.ଉଦୟଗିରିର ଶ୍ରୀରାମପଦା ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର I ଜ଼ିଲ୍ଲାର କୃଷକଙ୍କୁ ନୂତନ କୃଷିଜ୍ଞାନ କୌଶଳ ପ୍ରଦାନ ପାଇଁ କୃଷିବିଜ୍ଞାନ କେନ୍ଦ୍ରର କୃଷିବିଜ୍ଞାନୀ ସଦାବେଳେ ନୂତନ ନୂତନ…
ଏକ ମାସ ପରେ ବି ପ୍ରକଳ୍ପରୁ ପାଣି ବାହାରୁନାହିଁ , ପାଣି ଟୋପାଏ ପାଇଁ ଏଠି ଲୋକେ ଏବଂ ଛାତ୍ରଛାତ୍ରୀ ଡହଳବିକଳ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାମ୍ନା ରେ ଥିବା ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ପାଚେରୀ କୁ ଲାଗି ରହିଥିବା ଏକ ଥଣ୍ଡା ପାନୀୟ ପ୍ରକଳ୍ପ ରୁ ଟୋପାଏ ଜଳ ମଧ୍ୟ ମିଳୁ ନାହିଁ I ମାତ୍ର ଏକ ମାସ ପୂର୍ବରୁ…
ବାରିପଦାରେ ପୁଣି ମାତିଲେ ଟଙ୍କା ଲୁଟେରା ଗ୍ୟାଙ୍ଗ୍ , ଦିନଦ୍ବିପ୍ରହରରେ ବୃଦ୍ଧାଙ୍କଠାରୁ ଝାମ୍ପିନେଲେ ୯୦ହଜାର
ବାରିପଦା/ ଦିଲ୍ଲୀପ ମହାନ୍ତି ; ପୁଲିସ ନୂତନ ମୋଟରଯାନ ଆଇନକୁ କଡାକଡି କାର୍ଯ୍ୟକାରୀ କରିବା ନିମନ୍ତେ ଲାଗିପଡିଥିବା ବେଳେ ବାରିପଦା ସହରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଟଙ୍କା ଲୁଟେରା ଗ୍ୟାଙ୍ଗ୍। ଆଜି ଦିନ ପ୍ରାୟ ୨ଟା ସମୟରେ ଭଞ୍ଜପୁର ଏସବିଆଇ ଶାଖା ନିକଟରୁ ଜଣେ ବରିଷ୍ଠ ମହିଳାଙ୍କ…
ପୁଲିସ୍ ଅଧିକାରୀ ୫ଟି କୁ ଅନୁସରଣ କରିନଥିବା ସ୍ବୀକାର କଲେ ଆଇଜି
ପୀଡ଼ିତାଙ୍କ ପରିବାରକୁ ଭେଟି କଥା ଦେଲେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ
"ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ, ପୁଲିସ୍ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ"
ବାରିପଦା(ଦିଲ୍ଲୀପ ମହାନ୍ତି )- ରାଇରଙ୍ଗପୁର କଲେଜ୍ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାକୁ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କଲେ ଲେଖାଶ୍ରୀ
ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପିକା ଆତ୍ମହତ୍ୟା ପ୍ରସଙ୍ଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ଶାସନରେ ପ୍ରତ୍ୟେକ ଦିନ ନାବାଳିକା ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା କ୍ରମାଗତ ଭାବେ…
ହାଲୋ ମୁଁ ମିନିଷ୍ଟାର ପ୍ରତାପ ଜେନା କହୁଛି
ଭୁବନେଶ୍ୱର(ଶାସକ ପ୍ରଶାସକ)
-ନମସ୍କାର ...ମୁଁ ମିନିଷ୍ଟର ପ୍ରତାପ ଜେନା କହୁଛି |
-ହଁ ସାର ହଁ
-ଆପଣ ବ୍ଲକ କୁ ଯାଇଥିଲେ ?
-ହଁ ଯାଇଥିଲି ସାର
-ଆପଣଙ୍କ କୋଉ ବ୍ଲକ
xxxxxxxxxxxxxx
xxxxxxxxxxxxxx
-ସନ୍ତୁଷ୍ଟ ଅଛି ଆଜ୍ଞା....
-ସନ୍ତୁଷ୍ଟ ଅଛ, ହଉ ହଉ ଧନ୍ୟବାଦ, ଧନ୍ୟବାଦ…
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ନେଭାଲ-ଡେ ଉପଲକ୍ଷେ “ରକ୍ତଦାନ ଶିବିର”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ନେଭାଲ-ଡେ ଉପଲକ୍ଷେ ବିଦ୍ୟାଳୟର ଏନ.ସି.ସି ନେଭାଲ ଓ ଆର୍ମି ୱଙ୍ଗ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି…
କିଛି ହଁ କୁ କିଛି ନାଁ : ଦେଖାଯାଉ ଲୋକ ମାନୁଛନ୍ତି କି ନାହିଁ ପ୍ରଶାସନର ମନା
ପଶୁ ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଜନସଚେତନତା
(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ବେଲାଦୁଲା ଗ୍ରାମରେ ପଶୁବଳି ପ୍ରଥା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I…