ଯୁବକଙ୍କ  କ୍ଷତାକ୍ତ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ବରଗଡ(ଶାସକ ପ୍ରଶାସକ ) :- ଆଜି ବରଗଡ଼ ଜିଲ୍ଲା ବରପାଲି ର ଜଗନ୍ନାଥ ନଗର ମାଷ୍ଟର କଲୋନୀରେ ଜଣେ ଯୁବକଙ୍କ  ମୃତଦେହ ମିଳିଥିଲା । ମୃତ ଯୁବକର ବୟସ ପ୍ରାୟ ବାଇଶି ପାଖାପାଖି ଅନୁମାନ କରାଯାଉଛି । ମୃତ ଯୁବକଙ୍କ  ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ବରପାଲି ପୋଲିସ ଘଟଣା…

ସୁଶାନ୍ତଙ୍କ ଉପରେ ଡବଲ ଆସ୍ଥା 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିଟି  ପରୀକ୍ଷାରେ ଅବଲ ନମ୍ବର ଆସୁଥିବା, ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟର କଷଟି ପଥରରେ ଖରା ସୋନା ବୋଲି ପ୍ରମାଣିତ ହୋଇଥିବା ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଯୁବନେତା ସୁଶାନ୍ତ ସିଂଙ୍କ…

ଯେତେ ପଢିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ 

ଚିକିତ୍ସା ଅବହେଳାରୁ  ମାଆ ଗର୍ଭରେ ଶିଶୁର ମୃତ ଅଭିଯୋଗ । ମୋ ସରକାର ବୁଲି ତାଗିଦ କଲା ପରେ ବି ବଦଳିନି ଚରିତ୍ର  ପାଣ୍ଡିଆନଙ୍କ ତୋଫାନି ଯାତ୍ରା ତୋଫାନ ଭଳି ନୁହେଁ ତ  ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି  କାର୍ଯ୍ୟକ୍ରମ ଉପରେ ଉଠିଲା ପ୍ରଶ୍ନ   ଚାରିମାସ ହେଲା ସ୍ତ୍ରୀଙ୍କ ଏଚଆଇଭି  ପଜିଟିଭ,…

ପରିତ୍ୟକ୍ତ କୁଅରୁ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁର ଏକ କୁଅରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଯୁବକ ଜଣକ ହେଲେ କେନ୍ଦୁବାହାରା ଗାଁର ରାଜକୁମାର ରାଉତ(୨୧) । ଧରମବନ୍ଧା ପୁଲିସ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର…

ବେଲପଡାରେ ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ,ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ

୯୦ ପ୍ରକଳ୍ପ ପ୍ରଦର୍ଶନ କଲେ କୁନିକୁନି ବୈଜ୍ଞାନିକ ବଲାଙ୍ଗୀର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର):ବଲାଙ୍ଗିର ଜିଲ୍ଲା ବେଲପଡା ଡିଆର ମେହେର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ୧୨…

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ କମଲାମାଲ ସେବାଶ୍ରମ ପରିଦର୍ଶନ

  ଅବ୍ୟବସ୍ଥା ତଥା ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝି ସମାଧାନ ପାଇଁ ପ୍ରତିଶୃତି ଦେଲେ " ସେବାଶ୍ରମରେ ମେଟ୍ରନ ଜଣକ ପିଲା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ରୋଷେୟା ମାନେ ଛାତ୍ରଛାତ୍ରୀମାନଙ୍କୁ ଜାତିଆଣ ଭେଦଭାବ ରଖୁଥିବା ପିଲାମାନେ ଅଭିଯୋଗ କରିଥିଲେ । ରୋଷେୟା ମାନେ ପିଲା ମାନଙ୍କୁ…

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ କୃଷି ନୀତି  ନିର୍ଦ୍ଧାରଣ କମିଟି ବୈଠକ :ମୋଟ ୯୯,୬୩୦ହେକ୍ଟର ଜମିରେ ରବି ଫସଲ  ପାଇଁ ଲକ୍ଷ୍ୟ…

ବାରିପଦା: (ଦିଲ୍ଲୀପ ମହାନ୍ତି):  ମୟୂରଭଞ୍ଜ ଜିଲ୍ଲାରେ  ଚଳିତ ୨୦୧୯-୨୦ ରବି ଫସଲ ଚାଷ ପାଇଁ ଜିଲ୍ଲା କୃଷି ନୀତି  ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲପାଳା ମୟୂରଭଞ୍ଜ, ଶ୍ରୀ ବିନୀତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ମୁଖ୍ୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ …

କଷ୍ଟ ସହି ନପାରି ନିଜକୁ ଜାଳିଦେଲେ ଏଚଆଇଭି ରୋଗୀ

ବାରିପଦା(Dillip Mohanty)-  ଜଣେ ଏଚଆଇଭି ରୋଗୀ କଷ୍ଟ ସହି ନ ପାରି କିରାସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି।ଏହିପରି ଏକ ଦୁଃଖଦାୟକ ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମ ରେ। ମୃତ ଯୁବକ ହେଲେ ରବିନ୍ଦ୍ର ତାମୁଡ଼ିଆ।ମୃତକ ଙ୍କ…

ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

ବିଜନେସ୍ ଟୁଡେ ମାଇଣ୍ଡ ରସ୍ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ  ମୁମ୍ବାଇ/ଭୁବନେଶ୍ୱର – ଆଗାମୀ ଦିନରେ ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି ଶୁକ୍ରବାର ମୁମ୍ବାଇ ଠାରେ ବିଜନେସ୍ ଟୁଡେ ପକ୍ଷରୁ ଆୟୋଜିତ ମାଇଣ୍ଡ ରସ୍…

ପ୍ରସ୍ତାବିତ ନୁତନ ବସଷ୍ଟାଣ୍ଡ ପାଇଁ ଅଂଟା ଭିଡିଲା ପ୍ରଶାସନ 

ମନ୍ତ୍ରୀ ଶ୍ରୀ ମାରାଣ୍ଡି ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ  ଜମି ଅଧିଗ୍ରହଣ କାର୍ଯ୍ୟାରମ୍ଭ ।   ବାରିପଦା ,(ଦିଲ୍ଲୀପ ମହାନ୍ତି): ବାରିପଦା ସହର ମଧ୍ୟରେ ଥିବା ୪୨ ବର୍ଷର ପୁରଣା ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏବେ ବସଷ୍ଟାଣ୍ଡଟି  ଜନଗହଳି ପୂର୍ଣ…