Sign in
Sign in
Recover your password.
A password will be e-mailed to you.
ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ରମେଶ ସାଏ
(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ନୂଆପଡାର ବାର୍ଷିକ ଉତ୍ସବ ଅବସରରେ ଆଠମଲ୍ଲିକ ବିଧାୟକ ଶ୍ରୀରମେଶଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଛନ୍ତି I ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ…
ଟିକରାପଡା ରେ ଟ୍ରାନ୍ସଫର୍ମରକୁ ମାଡି ବସିଛି ଗଛଲତା ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଟିକରାପଡା ମୁଖ୍ୟ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବିଦ୍ୟୁତ ବିଭାଗ ପକ୍ଷରୁ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ହେଉନଥିବାରୁ…
କାମରେ ଲାଗୁନି ଜଟେସିଂହା ଶବଦାହ ଗୃହ, ଦୁଇ ଲକ୍ଷ ଟଙ୍କା ବରବାଦ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଜଟେସିଂହା ହରିହୋର ଜୋର ଠାରେ ନିର୍ମାଣ ହୋଇଥିବା ଶବଦାହ ଗୃହ ଏବେ କାମରେ ଲାଗିପାରୁନାହି । ଅଭିଯୋଗ ମତେ, ଏହି ଶବଦାହ ଗୃହ ୨୦୧୬-୧୭ ବର୍ଷ ୨୫୦,୦୦୦ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଏହା ଅତ୍ୟନ୍ତ…
କୁନି ପିଲାଙ୍କ ଜୀବନ ସହ ଖେଳୁଛି ଶିକ୍ଷା ବିଭାଗ
ବେଲପଡା/ବନମାଳୀ ନାଏକ : ପଡ଼ିବେ ନା ବଞ୍ଚିବେ ଚିନ୍ତା ରେ ଛାତ୍ରଛାତ୍ରୀ |ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ଅନ୍ତର୍ଗତ କଲଛିକଛାର ଗ୍ରାମର ସ୍କୁଲ ଏବେ ବିପଦ ସଙ୍କୁଲ ଅବସ୍ଥାରେ | ନିଜ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ | ସ୍କୁଲ ର ଛାତ ଫାଟି ଆଁ କଲାଣି | ପଢୁଥିବା ସମୟରେ…
ଚୋରା ଦେଶୀ ମଦ ତିଆରି କାରଖାନା ଉପରେ ଚଢ଼ାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୋରା ନିଶା କାରବାରର ପ୍ରସାର ରୋକିବା ଉଦ୍ଧେଶ୍ୟରେ ରାଇରଙ୍ଗପୁର ଅବକାରୀ ବିଭାଗ ଓ ଗ୍ରାମାଂଚଳ ଥାନା ପୋଲିସର ମିଳିତ ଚଢ଼ାଉ ! ଏହି ସମୟରେ ବିଜାତଳା ବ୍ଲକ ପିଠାକୁଟଣି ଗାଁ ଡ଼ୁଙ୍ଗୁରୀ ନିକଟରୁ ବିପୁଳ ଦେଶୀ ମଦ ରନ୍ଧା ସରଞ୍ଜାମ ସହିତ ୩000 ଲିଟର ମହୁଲ…
ଗରିବ ମଳିମୁଣ୍ଡିଆଙ୍କ ପାଇଁ ବୋଧେ ନାହିଁ “ମୋ ସରକାର”
ଛାତ୍ର ମୃତ୍ୟୁ ଘଟଣା , ଶୁଣିଲେନି ଥାନାଧିକାରୀ
ନ୍ୟାୟ ପାଇଁ ଏସପିଙ୍କ ଦୁଆରେ ଅସହାୟ ମା ବାପା
ପୁଅ ମୃତ୍ୟୁର ଯନ୍ତ୍ରଣା ଠୁ ବଳାଇ ଯାଇଛି ପୋଲିସର ଅସହଯୋଗ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଶିକ୍ଷକଙ୍କ ମାତ୍ରାଧିକ ଶାରୀରିକ ଦଣ୍ଡବିଧାନ ଯୋଗୁଁ ମୃତ୍ୟୁବରଣ କରିଛି…
ଅବକାରୀ ଚଢ଼ାଉ , ଏକ ହଜାର କେଜିରୁ ଉର୍ଧ୍ବ ପୋଚ ନଷ୍ଟ
ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଜବତ
ପାଇକମାଲ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲାପାଳ ଜିଲ୍ଲାପାଳ ଙ୍କର କଡା ନୁର୍ଦେଶରେ ପଦ୍ମପୁର ଉପାଖଣ୍ଡର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ଅବକାରୀ ଧରପକଡ଼ ତୀବ୍ର ହେଇଛି । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ର ଟେମରି ଗ୍ରାମରେ ଅବକାରୀ ଅଧିକ୍ଷକ ଶ୍ରୀ…
ମୋ ସରକାର, ୫-ଟି ଏବଂ ଜିରୋ-ଟଲରାନ୍ସକୁ “ଫୁ”
ଦୁଇଟି ଠକେଇ ମାମଲାରେ ଶିକ୍ଷକ ଦୁଇ ଦୁଇ ଥର ଗିରଫ !
ଜେଲରେ ଥିବା ନିଲମ୍ବିତ ଶିକ୍ଷକଙ୍କୁ ଶିକ୍ଷା ବିଭାଗର ଅନୁକମ୍ପା କାହିଁକି ?
ଆନନ୍ଦପୁର (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା, ଘଷିପୁରା ବ୍ଲକର ମଛାଳୋ ପଞ୍ଚାୟତ ଅନ୍ତର୍ଗତ ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ…
ଛାତ୍ରଆକ୍ରମଣ ପ୍ରତିବାଦରେ ରାସ୍ତା ରୋକ
ବାରିପଦା(Dillip Mohanty)-ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟରେ ଜଣେ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ ହଷ୍ଟେଲ ରହି ଅଧ୍ୟୟନ କରୁଥିବା ଶତାଧିକ ଛାତ୍ର ପ୍ରତିବାଦରେ ବାରିପଦା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…
ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର
ପଦ୍ମପୁର/ଶାସକ ପ୍ରଶାସକ - ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ଜୁନିୟର ରେଡକ୍ରସ କାଉନସେଲର ଭାବେ ଶ୍ରୀ ଦ୍ଵାଦଶ…