Sign in
Sign in
Recover your password.
A password will be e-mailed to you.
ସାମାଜିକ ଦୂରତା, ସଚେତନତା, ମାନବବାଦ ଆଉ ଶୃଙ୍ଖଳିତ ଅନୁପାଳନ ଉପରେ ସରକାରଙ୍କ ଗୁରୁତ୍ୱ
କରୋନା: ସଦ୍ୟ ମାର୍ଗଦର୍ଶିକାରେ ସରକାର କଣ କରିବାକୁ କହିଲେ ଦୟାକରି ନିଶ୍ଚୟ ପଢନ୍ତୁ
ଧର୍ମାନୁଷ୍ଠାନ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳା ପାଳନ ହୋଇଥବା ଯୋଗୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
୨୨ ତାରିଖ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ "ଜନତାକର୍ଫ୍ୟୁ…
କରୋନା : ଗୋଟିଏ ଜାଗାରେ ୭ ରୁ ଅଧିକ ଲୋକ ଏକାଠି ମନା
ଭୁବନେଶ୍ୱର(ଶାସକ ପ୍ରଶାସକ));ଏଣିକି ସର୍ବସାଧାରଣରେ ଏକାଠି ହୋଇପାରିବେନି ୭ରୁ ଅଧିକଲୋକ | କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜାରି କରିଛନ୍ତି ଏହି କଟକଣା | କାରଣ ମୁକାବିଲାକରିବାକୁ ରାଜ୍ୟ ସରକାର ପାର୍ଯ୍ୟାୟକ୍ରମେ ବହୁ ପଦକ୍ଷେପ ନେଉଥିବା ବେଳେ ଏବେ ଜାରି କରିଛନ୍ତି ସଦ୍ୟତମ କଟକଣା |…
ପଞ୍ଚାୟତ ସ୍ତରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା(ଅମିତ ପୁରୋହିତ); ଆଜି କରୋନା ର ଭୟଭୟତା ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବିଭିନ୍ନ ଜାଗାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି । କରୋନା ର ମୁକାବିଲା କରିବା ପାଇଁ ସଚେତନତା ନିତାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା…
କରୋନା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ନୂଆପଡ଼ା(ଅମିତ ପୁରୋହିତ); କେରାନାକୁ ନେଇ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇପଡିଛନ୍ତି । ଏହାକୁ ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ବ କରିଛି । ଲୋକଙ୍କୁ ସତର୍କତା ଅବଲମ୍ବନ କରିବା କରିବା ପାଇଁ ସଚେତନ କରାଯାଉଛି ।
ନୂଆପଡ଼ା ରାଜ୍ୟର ସୀମାନ୍ତରେ ରହିଥିବାବେଳେ…
ପିଟି ହେଲେ ବସ- ଟ୍ରକ
କୁଚିଣ୍ଡା/ ଶାନ୍ତନୁ ବେହେରା : ଆଜି ସକାଳ ସମୟ 10ଟା ସମୟ ରେ କୁଚିଣ୍ଡା ଗୁଲୂଜିପାଲି ଗ୍ରାମରେ ଗୋଟିଏ ବସ ଓ ଟ୍ରକ ମଧ୍ୟ୍ୟ ରେ ଦୁର୍ଘଟଣା ଘଟି ଜଣ କର ଜୀବନ ଚାଲିଯାଇଛି | ଅନ୍ୟ 20ରୁ ଅଧିକ ଆହତ ହୋଇ ଫାଶୀମାଲ ଓ କୁଚିଣ୍ଡା ଡାକ୍ତରଖାନା ରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି | ଆହ…
ନିଜ ହାତେ ପୋଛି ଦେଲେ ମଥାର ସିନ୍ଦୁର
ବାମେଵାରୀରେ ଅଭାବନୀୟ ଘଟଣା : ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ
ଯୋଡ଼ା (ଶାସକ ପ୍ରଶାସକ): ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଂଚଳରେ । ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ…
ଘରୋଇ ରେଲୱେ ସାଇଡିଂ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପାଲ ହଟିଂ ସ୍ଥିତ ଏକ ବନ୍ଦ ଥିବା ଘରୋଇ ରେଲୱେ ସାଇଡିଂ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତଦେହଟି ଏକ ନର୍ଦ୍ଧମା ମଧ୍ୟରେ ପଡ଼ିଥିଲା। ମହିଳାଙ୍କ ପରିଚୟ ମିଳିପାରିନାହିଁ ତେବେ ତାଙ୍କର ବୟସ ୪୫ରୁ ୫୦ ମଧ୍ୟରେ ହେବ ବୋଲି ବଡ଼ବିଲ…
ଜନଗଣନା ସ୍ଥଗିତ ରଖିବାକୁ ନବୀନଙ୍କ ଚିଠି
Bhubaneswar(shasak prashasak) : ବର୍ତ୍ତମାନ ସ୍ଥିତିରେ ଜନଗଣନା ସମ୍ଭବ ନୁହେଁ । ତେଣୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ…
‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ )୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍ରେ ଶୁକ୍ରବାର ଭୋର୍ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି।
ଏହା…
କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ…