ଆଉ କରୋନା ପଜିଟିଭ ଚିହ୍ନଟ, ବାଲେଶ୍ୱରରୁ କେବଳ ୧୫

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | କେବଳ ବାଲେଶ୍ୱରରେ ୧୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଗଂଜାମରେ କରୋନା ପଜିଟିଭଙ୍କ ସଂଖ୍ୟା ୧୫୭( ନୂଆ ୩) , ଯାଜପୁର ୬୪(ନୂଆ ୩), ବାଲେଶ୍ୱରରେ  ୫୭ (୧୫ ନୂଆ), ପୁରୀ ୪ (୧), ବଉଦ ୫( ନୂଆ ୧) ପହଁଚିଥିବା ଜଣ ପଡିଛି  | ରାଜ୍ୟରେ ଏହି ୨୩ ଜଣଙ୍କୁ ମିଶାଇ ପଜିଟିଭଙ୍କ ସଂଖ୍ୟା  ୪୩୭ରେ ପହଁଚିଥିବା ବେଳେ ସୁସ୍ଥ ହେଲେଣି ୮୫ | ବର୍ତ୍ତମାନ ୩୪୯ ଜଣ ସକ୍ରିୟ ଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି | 

Leave A Reply

Your email address will not be published.