Sign in
Sign in
Recover your password.
A password will be e-mailed to you.
ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ – ଧର୍ମେନ୍ଦ୍ର…
କୋରନା ମୁକାବିଲା ନେଇ ସାମାଜିକ ଗଣମାଧ୍ୟମରେ ସଚେତନତାର ବାର୍ତା ଦେଲେ କେନ୍ଦ୍ରମନ୍ତ୍ରୀ
କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି
ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ
…
ତିନି ମାସ ପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ବନ୍ଦ, ସେମାନଙ୍କୁ ମିଳିବ ଅଗ୍ରୀମ ଖାଦ୍ୟପେୟ ଓ ଯାତାୟତ ଖର୍ଚ୍ଚ
ଭୁବନେଶ୍ୱର/(ଶାସକ ପ୍ରଶାସକ): କରୋନା(କୋଭିଡ୍-୧୯)କୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ହଷ୍ଟେଲ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛିା ଏହା ସହିତ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା…
କରୋନା ମୁକାବିଲା :୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଲାଇସେନ୍ସ ୪ ମାସ ପାଇଁ ହେବ ନବୀକରଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା(କୋଭିଡ୍-୧୯)କୁ ଦୃଷ୍ଟିରେ ରଖି ହିତାଧିକାରୀମାନେ ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଖାଦ୍ୟଶସ୍ୟ ସୁବିଧାରେ ପାଇପାରିବେ ସେଥି ନିମନ୍ତେ ୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଅପ୍ରେଲରୁ ଜୁଲାଇ ମାସ ୨୦୨୦ ପର୍ଯ୍ୟନ୍ତ ଲାଇସେନ୍ସ ନବୀକରଣ…
ବଡ଼ବିଲରେ ଦୁଇ ବାଇକ ଲୁଟେରା ଗିରଫ, ବାଇକ ଜବତ
ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ପୋଲିସ ଦୁଇ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତ ମାର୍ଚ୍ଚ ୪ ତାରିଖରେ ଠାକୁରାଣୀ ଅଞ୍ଚଳର ଅର୍ଜୁନ ମହାନ୍ତ ତାଙ୍କ ବାଇକ ଲୁଟ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ମାର୍ଚ୍ଚ ୪ ତାରିଖ ସନ୍ଧ୍ୟା…
“କରୋନା ମୁକାବିଲା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇଦେଉ ଆଗୁଆ ଆର୍ଥିକ ସହାୟତା “
http://www.youtube.com/watch?v=95UC6ILESqM
କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |…
କରୋନା ସଚେତନତା : ଅଂଟା ଭିଡ଼ିଲେ ଘରୋଇ ବସ୍ ମାଲିକ ସଂଘ,ଜିଲା ରେଡ୍କ୍ରସ୍ ଓ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଟାଉନ ଘରୋଇ ବସ୍ ଷ୍ଟାଣ୍ଡଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଘରୋଇ ବସ୍ ମାଲିକ ସଂଘ,ଜିଲା ରେଡ୍କ୍ରସ୍ ସୋସାଇଟି ଓ ବିଙ୍ଗ୍…
ଦୁର୍ଘଟଣା : ଶିକ୍ଷକ ଗୁରୁତର
ବଲାଙ୍ଗୀର/ ନିରୋଜ ମିଶ୍ର : ଗତକାଲି ଦୀପକ କୁମାର ସାହୁ (୨୮) ତାଳଚେର ର ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷକ। କରୋନା ଭାଇରସ ପାଇଁ ଓଡିଶା ସରକାର ସମସ୍ତ ସ୍କୁଲ ଛୁଟି ଦେଇଥିବା ବେଲେ ପାଇକମାଳରେ ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ଥିବାରୁ ତାଙ୍କ ସ୍କୁଲ ମଧ୍ୟ ଛୁଟି ହୋଇଥିବା ବେଲେ ତାଙ୍କ…
ଯାତ୍ରୀବାହୀ ବସ ସହ ପିଟିହେଲା ହାଇବା : 32ଜଣ ଆହତ, ଜଣେ ବୃଦ୍ଧଙ୍କ ମୃତ୍ୟୁ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) :ସମ୍ବଲପୁର ଜ଼ିଲ୍ଲା କୁଚିଣ୍ଡା/ଜମନକିରା ଥାନା ସିମlବର୍ତ୍ତୀ ଅନ୍ତର୍ଗତ କତରକେଲା/ଗୁଲୁଜିପାଲି ବ୍ରିଜ ଉପରେ ଆଜି ପୂର୍ବାହ୍ନ 09.30ରେ ଏକ ଘରୋଇ ଯାତ୍ରୀବାହୀ ବସ- ହାଇୱl ମୁହାଁମୁହିଁ ଧକ୍କା ହେବା ଫଳରେ 32ଜଣ ଆହତ, ହେବା ସହ ଜଣେ ବୃଦ୍ଧଙ୍କ ମୃତ୍ୟୁ…
ଘରୋଇ ବସ୍ ମାଲିକ ସଂଘ ଗୁଣପୁର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !
ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ମାଧବ ବିଡିକା : - ରାୟଗଡ଼ା ଜିଲ୍ଲା ଗୁଣପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସମସ୍ତ ବସ୍ ଗୁଡ଼ିକ ରେ ଫିନଇଲ୍ ପାଣି ସିଞ୍ଚନ କରିବା ସହ ବସ୍ ର ସିଟ ଏବଂ ରଡ଼…
କରୋନା ପାଇଁ କଟକଣା : ଧର୍ମାନୁଷ୍ଠାନଗୁଡିକୁ ଯାଇ ସ୍ଥିତି ସମୀକ୍ଷା କଲେ ପଦ୍ମପୁର ଉପଜିଲ୍ଲାପାଳ
ପାଇକମାଳ (ଶାସକ ପ୍ରଶାସକ) : କରୋନାକୁ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସରକାର ତଥା ରାଜ୍ୟ ସରକାର ମାନେ ଏହି ଭୁତାଣୁ ସଂକ୍ରମଣ ଠାରୁ ଦେଶବାସୀ ଙ୍କୁ ସୁରକ୍ଷା ଦେବାପାଇଁ ଅନେକ ସତର୍କତା ଅବଲମ୍ବନ କରାଯିବା ସହିତ ସଚେତନତା ସୃଷ୍ଟି କରାଯାଉଛି ।
ସରକାରଙ୍କର ଏହି କାର୍ଯ୍ୟକ୍ରମ…