Sign in
Sign in
Recover your password.
A password will be e-mailed to you.
କେରଳରେ ଫସିଛନ୍ତି ପୋଲସରା ଅଂଚଳର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ
http://www.youtube.com/watch?v=-LwzRNxnDGY
ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଓ ପୋଲସରା ବ୍ଲକ ଏବଂ ଏନଏସିର ୨୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିବେଦନ…
କରୋନା ମହାମାରୀ ପାଇଁ ଅଣ୍ଟା ଭିଡିଲେ ଯୁବ ଗୋଷ୍ଠୀ
http://www.youtube.com/watch?v=c8CSC6YS3Vg
ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ / ରମାକାନ୍ତ ବିଶ୍ବାଳ: କୋରୋନା ମହାମାରୀ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ । 24ଘଣ୍ଟା ଗାଁକୁ ଦେଉଛନ୍ତି ସୁରକ୍ଷା କରୁଛନ୍ତି ଆଉ ଲୋକଙ୍କୁ କରୁଛନ୍ତି ସଚେତନ । ପୋଲିସ ପରି ଜାଗ୍ରତ ପହରୀ…
ପଞ୍ଚାୟତ ସ୍ତରରେ ଉପଲବ୍ଧ ହେଉନାହିଁ ଆବଶ୍ୟକ ଭିତ୍ତିଭୂମି, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବୀକଲେ ସମାଜସେବୀ
ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) - କରୋନାର ଉପଯୁକ୍ତ ମୁକାବିଲା ନିମନ୍ତେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ମାନ ଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏକାନ୍ତବାସ କେନ୍ଦ୍ର ନିମିତ୍ତ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ 5 ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବାକୁ…
୧୦ଲକ୍ଷ ଗ୍ରାମୀଣ ଗରିବଙ୍କୁ ରନ୍ଧା ଖାଦ୍ୟ, ୬୫୦୦୦ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା
http://www.youtube.com/watch?v=e0wBCNJf3Ms
ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାର ମୁକାବିଲା ପାଇଁ ହୋଇଥିବା ଦେଶବ୍ୟାପୀ ଲକ ଡାଉନ ସମୟରେ ଲୋକମାନେ ସମ୍ମୁଖୀନ ହେଉଥିବା ଅକଥନୀୟ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | …
ସଚେତନ ହେଲେ ଗ୍ରାମବାସୀ , ଗାଁର ପ୍ରବେଶପଥ କରିଦେଲେ ବନ୍ଦ
http://www.youtube.com/watch?v=SyNMduCz5f0
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :କରୋନା ଭୂତାଣୁ(କୋଭିଡ୍-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ…
ଜନଶୁନ୍ୟ ରାୟଗଡ ବ୍ଳକ : ଖାଁ ଖାଁ ରାସ୍ତାଘାଟ, ପ୍ରଶାସନ-ପୋଲିସ ପୁରା ଆଲର୍ଟ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଦେଶରେ କରୋନା ଭୁତାଣୁ ସଂକ୍ରମିତ ହେବାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର କଡା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ ତଥା ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ତଥା…
ଆଗେ ଭଲକି ହାତ ଧୁଅ, ତାପରେ ଆମ ଗାଁରେ ପଶିବ
ଗାଁ ଭିତରେ ବାଇକ୍ , ଚାରିଚକିଆ ଯାନ ଚଳାଚଳ ବନ୍ଦ କଲେ ଗ୍ରାମର ଯୁବକ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : କରୋନା ମହାମାରୀ କୁ ନେଇ ଗାଁଗାଁରେ ଏବେ ଆତଙ୍କ ସ୍ଥିତି I କରୋନା ସଂକ୍ରମଣ ରେ ରକ୍ଷା ପାଇବା ପାଇଁ କୌଣସି ଔଷଧ ନାହିଁ I ଏଭଳି ସ୍ଥିତି ରେ ସାଧାରଣ…
ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୋଲିସର ତନାଘନା ପାଟ୍ରୋଲିଂ
ବୁଗୁଡା.ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାରମ୍ବାର ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହି ପାଟ୍ରୋଲିଂ ଜଣେ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଆଜି କେତେକ ବ୍ୟକ୍ତି ଏକାଠି ବସି ତାସ ଖେଳୁଥିବା ବେଳେ ସେମାନଙ୍କୁ ତାଗିଦ…
ବାହାର ଦେଶ ଓ ରାଜ୍ୟରୁ ଫେରି ପଞ୍ଜୀକୃତ ୧୦୪୩ ଜଣଙ୍କୁ ପରୀକ୍ଷା ପାଇଁ ପଠାଯିବ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକରେ ଶୁକ୍ରବାର ସୁଦ୍ଧା ବାହାର ରାଜ୍ୟ ଓ ଦେଶରୁ ବୁଗୁଡା ବ୍ଲକକୁ ଫେରିଥିବା ୧୦୪୩ ଜଣ ପଞ୍ଜୀକୃତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାଶ ହେଉଥିବା ଯୋଗୁଁ ଆସନ୍ତା କାଲି ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯିବ ବୋଲି ନୋଡାଲ ଅଫିସର ତଥା…
ବୁଗୁଡା ଏନଏସି : ରାଜ୍ୟ ବାହାରୁ ଆସିଥିବା ୧୦୪ ଜଣ ପଞ୍ଜୀକୃତ, ଘରକୁ ଗଲା ପନିପରିବା
ବୁଗୁଡ଼ା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଏନଏସିରେ ରାଜ୍ୟ ବାହାରୁ ଆସିଥିବା ୧୦୪ ଜଣଙ୍କ ପଞ୍ଜୀକୃତ ହୋଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତି ୱାର୍ଡରେ ଘରକୁ ଘର ଯାଇ ପନିପରିବା ଯୋଗାଇ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ବୁଗୁଡା ଏନଏସିକୁ…