Sign in
Sign in
Recover your password.
A password will be e-mailed to you.
ବନ୍ଧରେ ବୁଡି ମାନସିକ ଭିନ୍ନକ୍ଷମ ବାଳକ ମୃତ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଶଙ୍କୁରୁ ପଞ୍ଚାୟତ, ଚିଲିଖମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଭାଲୁଆସାହି ଗ୍ରାମର ଜଣେ ୭ ବର୍ଷ ବୟସର ମାନସିକ ଭିନ୍ନକ୍ଷମ ବାଳକ ବନ୍ଧ ପାଣିରେ ବୁଡି ଶନିବାର ଦିନ ଦିବା ପ୍ରାୟ ୧୧ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ…
ବଡ଼ବିଲରେ କରୋନା ସମ୍ପର୍କିତ ଗୁଜବ : ଜଣେ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଗିରଫ ହେବା ଘଟଣା ବଡ଼ବିଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ କରୋନାକୁ ନେଇ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ସେକ ଅବଦୁଲ ରହିମଙ୍କୁ ଗିରଫ କରିଛି। ତାଙ୍କ ଘର ଆଜାଦ ବସ୍ତି…
ଲକ୍ଡାଉନ୍: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ
ରେଢାଖୋଲ ଉପଖଣ୍ଡ ଯଶୋବନ୍ତ ନାରାୟଣ ସାହୁ :-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍ଡାଉନ୍ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳରେ…
ରାସ୍ତାକୁ ଓହ୍ଲାଇ କର୍ତ୍ତବ୍ୟରତ ପୋଲିସ ଭାଇଙ୍କ ହୋସଲା ବଢ଼ାଇଲେ ନାରାୟଣ
http://www.youtube.com/watch?v=ALNpfHGAnhY
ସହରବାସୀଙ୍କୁ କରନା ସମ୍ପର୍କିତ ସତର୍କତା ଓ ସଚେତନତା କରାଉଥିବା ଜାଗ୍ରତ ପୋଲିସ ବାହିନୀକୁ ପାରଳା ବିଧାୟକଙ୍କ ଖାଦ୍ୟପୁଡା ବଣ୍ଟନ କଲେ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସ୍ କୋଭିଡ୍-୧୯କୁ ନେଇ ପାରଳାଖେମୁଣ୍ଡି…
ଆଜିବି କମିନି ଚାହିଦା ରାମାୟଣ ର ମଜା ନେଲେ ଦର୍ଶକ
ସୁନ୍ଦରଗଡ(Horachand Deuria) - କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଆଜି ଡ଼ିଡ଼ି ଭାରତୀ ଚାନେଲରେ ସକାଳ 9 ଟାରେ ରାମାନନ୍ଦ ସାଗରଙ୍କର "ରାମାୟଣ" ପୁନଃ ପ୍ରସାରିତ ହୋଇଛି | ଦୀର୍ଘ ବର୍ଷପରେ ଟିଭି ପରଦାରେ ଏହି ମେଗା ଧାରାବାହିକ "ରାମାୟଣ" ପ୍ରସାରିତ ହୋଇଥିବା…
ଖୋଳଖାଳି ପଞ୍ଚାୟତରେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ଚାରି ମାସର ଭତ୍ତା ବଣ୍ଟନ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକର ଖୋଳଖାଳି ପଞ୍ଚାୟତରେ ଶନିବାର ଦିନ ପଞ୍ଚାୟତ ଲୋକ ପ୍ରତିନିଧି ଓ କର୍ମଚାରୀ ବୃନ୍ଦ ଘରକୁ ଘର ବୁଲି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ୪ ମାସର ଭତ୍ତା ବଣ୍ଟନ କରିଛନ୍ତି। ସରପଞ୍ଚ ସୂର୍ଯ୍ୟମଣି ଗୌଡ଼,…
ଅସହାୟକୁ ଦଇବ ସାହା
ପଦ୍ମପୁର,(shasak prashasak) ନିଜର ପେଟପାଟଣା ପାଇଁ ଗାଁ ଗାଁ ବୁଲି ସର୍ବ ମଙ୍ଗଳା ଠାକୁରାଣୀ ଦେଖାଉଥିବା ସୁରେନ୍ଦ୍ର ରାଉତ, ତାଙ୍କ ପୁଅ ବୋହୁ,ଝିଅ ଜ୍ବାଇଁ,ନାତି ନାତୁଣୀ ଲକ୍ ଡାଉନ ପରେ ପାଦ ଥାପି ହୋଇ ଯାଇଛି । ୯ଜଣ ଶିଶୁ ମଧ୍ୟ ରହିଛନ୍ତି । ଖାଇବା ପାଇଁ ନ ପାଇ ବିକଳ କ୍ରନ୍ଦନ…
ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର : ଶ୍ରୀ ଵାଗଚୀ
ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ
ଉଲ୍ଲଙ୍ଘନ ମାମଲା : ୩୦୮ଟି ମାମଲା ଲକ୍ ଡାଉନ୍,୧୫ଟି ହୋମ୍ କ୍ୱାରାଣ୍ଟାଇନ୍
ଆଜି ପର୍ଯ୍ୟନ୍ତ ହୋଇଛି ମୋଟ ୭୦୮୦ ଜଣ ଅନ୍ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ
ବିଦେଶରୁ…
ଲକ ଡାଉନରେ ଛଟପଟ: ଭୋକିଲା ମାଙ୍କଡ଼ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ମନ୍ଦିର ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି
http://www.youtube.com/watch?v=zXAThVBw1u4
ବରଗଡ (ଶାସକ ପ୍ରଶାସକ):- କୋରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ଲକ ଡାଉନ । ଲକ ଡାଉନ ର ବହୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ନୃସିଂହନାଥ ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ଓ ମନ୍ଦିର ଆଖ ପାଖରେ ଥିବା ସମସ୍ତ ଦୋକାନ ବଜାର କୁ ସମ୍ପୂର୍ଣ୍ଣ…
୩୦ ସୁଦ୍ଧା କାର୍ଯ୍ୟକାରୀ ହେବ ଡାକ୍ତରଙ୍କ ପଦୋନ୍ନତି, ପିଏଆର ହେବ ଥରକ ପାଇଁ କୋହଳ
ଭୁବନେଶ୍ୱର (ଶାସକ ପ୍ରଶାସକ) କୋବିଦ-୧୯ ମହାମାରୀ ପରିପ୍ରେକ୍ଷୀରେ ଓଡିଶା ମେଡିକାଲ ଆଣ୍ଡ ହେଲ୍ଥ ଆସୋସିଏସନର ମେଡିକାଲ ଅଫିସରମାନେ ସମ୍ମୁଖଭାଗ ସୈନିକ ଭାବେ ଏ ଲଢେଇ ଲଢ଼ୁଛନ୍ତି | ଯଦିଓ ଡିଏସିପି ସ୍କିମ ଅନ୍ତର୍ଗତ ମେଡିକାଲ ଅଫିସର ମାନଙ୍କର ପଦୋନ୍ନତି ବର୍ଷେ ତଳେ ହୋଇଥିଲେ ବି ତାହା…