ଖ୍ରୀଷ୍ଟଜନ୍ମ ଜୟନ୍ତୀର ଶୁଭେଚ୍ଛା ଜ୍ଞାପନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ

ଘୁ. ଉଦୟଗିରି / ଗଗନ ପ୍ରଧାନ: କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକାପରି ବାପଟିଷ୍ଟ ମଣ୍ଡଳୀର ଖ୍ରୀଷ୍ଟଧର୍ମାବଲମ୍ଭି କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟରେ ଅଞ୍ଚଳବାସୀଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି I ରବିବାର ସନ୍ଧ୍ୟା ସମୟରେ ଛୋଟପିଲା ଠାରୁ ଆରମ୍ଭ କରି ଯୁବାଯୁବତୀ ଏବଂ…

ଧାନ ଖଳାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବଲାଙ୍ଗୀର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁ ରେ ଏ କ ଧାନ ଖଳାରେ କେହି ଦୁର୍ବୁତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏ ଥିରେ ଜଣେ ଭାଗଚାଷୀଙ୍କ ର ୧୦ ଏ କର ଖରୀ ପୁଡିଯାଇ ଥିବା ଅଭିଯୋଗ ହୋଉଛି। ଖବର…

ଗାଲେଇଯାଇଛି ଠିକା ସଂସ୍ଥା ଚେଇଁ ଶୋଇଛି ପୂର୍ତ୍ତ ବିଭାଗ 

 କଚ୍ଛପ ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ  ବାରିପଦା(ଦିଲ୍ଲୀପ ମହାନ୍ତି)- ଶାମାଖୁଣ୍ଟା ବ୍ଲକ ଓ ବାରିପଦା ପୌରପରିଷଦର ମଧ୍ୟରେ ସୀମାରେଖା ଟାଣିଛି ବୁଢ଼ାବଳଙ୍ଗ ନଦୀ । ବାରିପଦା-ଉଦଳା ରାଜ୍ୟ ରାଜପଥ ୧୯ରେ ଉକ୍ତ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ପୂର୍ତ୍ତ ଓ…

ଖଣ୍ଡହତା ରବିନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ ।

ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ରବିନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଜଗବନ୍ଧୁ ବେରିହାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ…

ମହିଳା ସ୍ନାତକ ମହାବିଦ୍ୟାଳୟର ୮ମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଗଜପତି ଷ୍ଟାଡିୟମ୍ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ : ରୀନା ସାହୁଙ୍କ ସଭାପତିତ୍ବରେ ଜିଲ୍ଲା…

ସ୍ବାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ମିଳିତ ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ତ  ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏକାଭିମୁଖୀ ହେବା ଉପରେ ବିଦ୍ୟାଳୟ ଓ…

୯୫ ବ୍ୟାଚର ୪ ଆଇଏସ ଅଫିସରଙ୍କୁ ପ୍ରିନ୍ସିପାଲ ସେକ୍ରେଟାରୀ ପାହ୍ୟା 

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ ସରକାର ୧୯୯୫ ବ୍ୟାଚର ୪ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି | ସେମାନେ ପ୍ରମୁଖ  ଶାସନ ସଚିବ ପାହ୍ୟାକୁ  ପଦୋନ୍ନତି ପାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ  ବିଜ୍ଞପ୍ତିରୁ ଜଣାପଡିଛି |  ସେମାନେ ହେଲେ ଶକ୍ତି ସଚିବ…

ଚାଷୀ ବିଲକୁ ପାଣି ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ  ସ୍ବପ୍ନ ସାକାର କରିବାକୁ ଓଏଲଆଇସି ପ୍ରତିବଦ୍ଧ : ଶ୍ରୀ ପତ୍ରୀ  

 ବିଭିନ୍ନ ପ୍ରକଳ୍ପ ବୁଲି ସରଜମିନ ଅନୁଧ୍ୟାନ କଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ  କଟକ ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପ ବିଭାଗ ବୁଲିଲେ  ଧାର୍ଯ୍ୟ ସମୟ ମଧ୍ୟରେ ଅଚଳ ପ୍ରକଳ୍ପକୁ ସଚଳ କରିବା ସହ ନୂଆ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ସମୀକ୍ଷା ବୈଠକରେ…

ଗଣପତି ଆଦର୍ଶ ଶିକ୍ଷା ନିକେତନ ର ୧୩ତମ  ବାର୍ଷିକ କ୍ରୀଡା ଉଦଯାପିତ ।

ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରମହକୁମା ଠାରେ ଥିବା ଗଣପତି ଆଦର୍ଶ ଶିକ୍ଷା ନିକେତନର ୨ ଦିନ ଧରି ଚାଲିଥିବା ୧୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହରେ ଶନିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…

ଜାତୀୟ ଗଣିତ ଦିବସ ଓ ଶ୍ରୀ ନିବାସନ ରାମାନୁଜମ୍ ଙ୍କ ଜୟନ୍ତୀ ପାଳିତ ।

ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପଣ୍ଡାପାଲି ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାସ ମେହେର ଙ୍କ ଅଧ୍ୟକ୍ଷତାରେ ଜାତୀୟ ଗଣିତ ଦିବସ ଓ ଶ୍ରୀ ନିବାସନ ରାମାନୁଜମ୍ ଙ୍କ ୧୩୨ତମ  ଜୟନ୍ତୀ ପାଳିତ ହୋଇଯାଇଛି…