କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ସାଂସଦ ସରୋଜିନୀ 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା  ମୟୂରଭଞ୍ଜ ପାଇଁ ହାତ ପାଣ୍ଠିରୁ ୫୦ ଲକ୍ଷ ପ୍ରଦାନ କଲେ  ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟରେ କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ ନିଜର ୩ ମାସ ଦରମା(୩ ଲକ୍ଷ ଟଙ୍କା) ମୁଖ୍ୟମନ୍ତ୍ରୀ…

ବାରିପଦାରେ  ହୋମ ଡେଲିଭରୀ ସୁବିଧା ଯୋଗାଇବ ହଙ୍ଗରୀ ଟିନ୍

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଗ୍ରୋସାରୀ, ହାଇଜେନିକ୍ ରନ୍ଧା ଖାଦ୍ୟ, ମେଡ଼ିସିନ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡ଼ିକର ହୋମ ଡେଲିଭରୀର ସୁବିଧା ଯୋଗାଇ ଦେବ ହଙ୍ଗରୀ ଟିନ୍ ସଂସ୍ଥା । ଏଥି ନିମନ୍ତେ ଜନସାଧାରଣ ଗୁଗୁଲ ପ୍ଲେ ଷ୍ଟୋରରୁ ହଙ୍ଗରୀ ଟିନ୍ ଆପ୍ପକୁ ଡ଼ାଉନ ଲୋବ…

ଓଡ଼ଗାଁ ଅଂଚଳର ୭୬ଜଣ ଶ୍ରମିକ ଅନ୍ୟ ରାଜ୍ୟରେ ଫସିରହିଛନ୍ତି 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରାଳ ଗ୍ରାମ ପଂଚାୟତ ନାଥିଆପଲ୍ଲୀ ଗ୍ରାମର ଝାଡଖଣ୍ଡର ଗୁମୁଲା ଜିଲ୍ଲାର ପନସୋ ଗ୍ରାମରେ ୨୦ଜଣ, ଲିଙ୍ଗରାଜପ୍ରସାଦ ଓ ଡଣ୍ଡରର ପୁନେର ଛକନ ଠାରେ ୩୬ଜଣ ଏବଂ ସୁନାମୁହିଁର ଗୋଆରେ ୨୦ଜଣରୁ ଉର୍ଦ୍ଧ ଶ୍ରମିକ କାମ କରିବାକୁ ଯାଇ ଫସି ରହିଛନ୍ତି ।…

କରୋନା ଅପଡେଟ : ମୁଖ୍ୟମନ୍ତ୍ରୀ ଘୋଷଣା କଲେ ପ୍ୟାକେଜ,  ତୃତୀୟ ଆକ୍ରାଙ୍କଙ୍କ ସହ ମିଶିଥିବା ଲୋକଙ୍କୁ ଚାଲିଛି ଖୋଜା

୨୨୦୦ କୋଟି ଟଙ୍କାର ପ୍ୟାକେଜ୍, ୯୪ ଲକ୍ଷ ପରିବାରଙ୍କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଚାରିମାସର ଭତ୍ତା ୨୨ ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର ୧୫୦୦ ଟଙ୍କା ଲେଖାଏଁ ସହାୟତା ୪୪୯୫ ଜଣ ୧୦୪…

ପଦ୍ମପୁରରେ ଏନଏସି ପକ୍ଷରୁ ସଚେତନତା ଓ କ୍ଲୋରିନ ପାଣି ସିଞ୍ଚନ

ପଦ୍ମପୁର-କରୋନା ନିରାକରଣ ପାଇଁ ଏ ଯାଏଁ କୌଣସି ଔଷଧ ବାହାରିନାହିଁ । କରୋନା କୁ ଦମନ ପାଇଁ ସଚେତନତା ଏକମାତ୍ର ଉପାୟ । ସାଇଟାଇଜର,ହେଣ୍ଡଓ୍ବାସ ତଥା ସାବୁନରେ ହାତ ଧୋଇବା । ମୁହରେ ମାକ୍ସ ଲଗାଇବା । ପରିବେଶ ଚାରିପଟେ ସଫାରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ…

ପ୍ରବାସରେ ଦାଦନଙ୍କ ବିକଳ ନିବେଦନ : ଆମକୁ ଦୟାକରି ଘରକୁ ଫେରାଇ ନିଅନ୍ତୁ 

http://www.youtube.com/watch?v=3-FEFLvG4a8 ବୀରମହାରାଜପୁର/ ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ : ଲକ୍ ଡାଉନ୍ ଯୋଗୁ ଦାଦନ  ଖଟିବାକୁ ଯାଇ ଆନ୍ଧ୍ରରେ ଫସି ରହିଛନ୍ତି ବୀରମହାରାଜପୁର ଅଞ୍ଚଳର ୧୦୦ ରୁ ଅଧିକ ଶ୍ରମିକ । ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ…

କରୋନା ଭୟରେ ବାହାର ରାଜ୍ୟରୁ ଗାଁକୁ ଫେରୁଛନ୍ତି ଶ୍ରମିକ : ଗାଁ ଲୋକ ବି ହେଲେଣି ସତର୍କ 

ବଲାଙ୍ଗୀର (ନିରୋଜ ମିଶ୍ର) : କରୋନା ଭୟରେ ଶ୍ରମିକମାନେ ବାହାର ରାଜ୍ୟରୁ ଗାଁକୁ ଫେରିଛନ୍ତି । କେମିତି କରୋନାକୁ ଦାଦନପ୍ରବଣ ଗାଁ ଗୁଡ଼ିକରେ ମୁକାବିଲା କରାଯିବ ତାକୁ ନେଇ ବିଚାର ବିମର୍ଶ ଚାଲିଛି । ଦାଦନପ୍ରବଣ ଜଲିଆ ଗାଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା…

“ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ,  ଧର୍ମେନ୍ଦ୍ରଙ୍କୁ କୃତଜ୍ଞତା “

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି  ଉଜ୍ଜଳା ଯୋଜନାରେ ଗରୀବ ହିତାଧିକାରୀ ମାନଙ୍କୁ ମାଗଣାରେ ୩ ମାସ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଯୋଗାଇ…

ଆପଣାପଣିଆର ହାତ ବଢ଼ାଇଲା “ଓଡିଶା ମୋ ପରିବାର 

 ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ରୁ ୪୨ଜଣ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣିବାରେ ସହାୟତାର ହାତ ବଢାଇଲା ଭୁବନେଶ୍ୱର (ଶାସକ ପ୍ରଶାସକ)  ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ବାହାର ରାଜ୍ୟରେ ଫସି ରାହିଥିବା…

ସାବାସ ଲୁହାର ବାବୁ, ପଦକ୍ଷେପ ଅନୁକରଣୀୟ 

http://www.youtube.com/watch?v=ZyanB6QRBR0 ଆଗେଇ ଆସିଲେ କରନା ପ୍ରପୀଡ଼ିତଙ୍କ ସହାୟତା ପାଇଁ , ଦେଇଦେଲେ ତିନିମାସର ପେନ୍ସନ  ବରଗଡ(ଶାସକ ପ୍ରଶାସକ) :- ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ନିବାସୀ ଅବସରପ୍ରାପ୍ତ ସେକ୍ସନ ଅଫିସର ଶ୍ରୀ ଖେତ୍ରୀ ଲୁହାର ଆଜି କରୋନା ମୁକାବିଲା ପାଇଁ…