ବୁଗୁଡା ବନ ବିଭାଗ ପକ୍ଷରୁ ବାରହା ମାଂସ ସହ ବାଇକ ଜବତ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନ ବିଭାଗ ପକ୍ଷରୁ ଭାବବନପୁର ସେକସନର ଶାଳିଆପଲ୍ଲୀ ଛକ ନିକଟରୁ ବାରହା ମାଂସ ସହ ଓଆର୨୪-୩୨୧୯ ନମ୍ବର ଏକ ବଜାଜ ବାଇକକୁ ଜବତ କରାଯାଇଥିବା ବେଳେ ଆସାମୀ ଫେରାର ହୋଇଥିବା ଜଣାପଡିଛି।  ବୁଗୁଡା ରେଞ୍ଜର ଫକିର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ…

ସଂସାର ଜଞ୍ଜାଳରୁ ସମୟ କାଢି  ଅସହାୟଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି ସନ୍ଧ୍ୟା 

  ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ସହ ପୁରା ଭାରତ ବର୍ଷ ଲଢେ଼ଇ କରୁଛି । ଏହି ଲଢେଇରେ ଭାରତର ସମସ୍ତ ନାଗରିକ ତଣେ ଜଣେ ସୈନିକ । ଏହି ଲଢେଇରେ ଏମିତି ଏକ ସୈନିକ ସାଜିଛନ୍ତି ପଦ୍ମପୁର ସହର ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସନ୍ଧ୍ୟା ଅଗ୍ରୱାଲ ।…

ସାମାଜିକ ଦୂରତ୍ୱ ରଖି ସ୍ବେଛାସେବୀ କଲେ ରକ୍ତଦାନ 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ  ଲକ୍‌ଡାଉନ୍‌ ଫଳରେ ବୁର୍ଲାରେ ରକ୍ତ ସଙ୍କଟ ଦେଖାଦେଇଛି l ଫଳରେ  ହଇରାଣ ହେଉଛନ୍ତି ରୋଗୀ l ପୂର୍ବରୁ 30ଟି ସ୍ବେଚ୍ଛାସେବୀ ସଙ୍ଗଠନ ସ୍ବେଚ୍ଛାରେ ରକ୍ତଦାନ ଶିବିର କରି ବୁର୍ଲା ବ୍ଲଡ୍‌ବ୍ୟାଙ୍କର…

ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୭୫୦ ଜଣ ଶିକ୍ଷୟିତ୍ରୀ,…

ଅସହାୟଙ୍କୁ ମାସ୍କ ବାଣ୍ଟିବା ସହ ସଚେତନତାର ବାର୍ତ୍ତା ଦେଇ ଜନ୍ମ ଦିନ ପାଳିଲେ ଅମନ

ପଦ୍ମପୁର- କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ଦମନ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମାଜିକ ଦୂରତ୍ବ ରଖିବା ତଥା ନିଜେ ପରିବେଶ ସଫା ରଖିବା ନିତାନ୍ତ ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ଅତି ଆବଶ୍ୟକ ହେଲେ ଯଦି ଘରୁ ବାହାରକୁ…

ଅସହାୟ, ଗରିବ ଓ ଭୋକିଲାମାନଙ୍କୁ ଶୁଖିଲା ଖାଦ୍ୟବାଣ୍ଟିଲେ ପୂର୍ବତନ ଉପ ନଗରପାଳ 

http://www.youtube.com/watch?v=rR0Iyf6SZMw    ସମ୍ବଲପୁର ରୁ ରମାକାନ୍ତ ବିଶ୍ବାଳ: ଲକ୍ ଡାଉନ୍ ଘୋଷଣା  ଯୋଗୁଁ  ଏବେ ସମସ୍ତ ପ୍ରକାରର ଯାତ୍ରୀସେବା ଓ ଦୋକାନ ବଜାର ଆଦି ବନ୍ଦ ରହିଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଯାତ୍ରୀମାନଙ୍କ ସମେତ ଦିନ ମଜୁରିଆ, ଗରିବମାନେ ଅସହାୟ…

ଓଡିଶା ସରକାରଙ୍କ କୋବିଦ ବିରୋଧୀ ଲଢେଇରେ ଟାଟା ଷ୍ଟିଲ ସାମିଲ 

http://www.youtube.com/watch?v=j89T55qWnuk ତିନୋଟି ଜିଲ୍ଲାରେ ପ୍ରତିଷ୍ଠା କଲା ୪୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଦ ହସ୍ପିଟାଲ ଭୁବନେଶ୍ୱର( ଶାସକ ପ୍ରଶାସକ)  ଟାଟା ଷ୍ଟିଲ ସହାୟତାରେ ତିନୋଟି କୋବିଦ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି | ଓଡିଶା ସରକାରଙ୍କ କରୋନା ବିରୋଧୀ ଲଢେଇରେ…

ନିମ୍ନମାନର ରାସ୍ତା ନିର୍ମାଣ, ସୂଚନା ଫଳକ ବି  ଉଭାନ 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଗ୍ରାମର ଡୁଙ୍ଗାଘାଟ ପଡା ଠାରୁ ନଦୀ ପର୍ଯନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି l ଠିକାଦାର ଏବଂ ଉକ୍ତ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବେଧଡ଼କ ଭାବେ ନିମ୍ନମାନର କାମ ହୋଇଥିବା…

 “ଯୁବ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ…

ଯୁବ ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିବେଦନ ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଯୁଦ୍ଧକାଳୀନ ପଦକ୍ଷେପ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ଗ୍ରହଣ କରାଯାଉଛି | ସମାଜର ସବୁ ବର୍ଗର ଲୋକ କେମିତି ଏ ରୋଗ…

ଶ୍ରୀରାମ ନବମୀ ଯାତ୍ରା ୮ମ ସନ୍ଧ୍ୟା :  ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାର ବିମର୍ଷ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥ  ଅଷ୍ଟାବଧାନ ବେଶ ଅନୁଷ୍ଠିତ  ହୋଇ ଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷାକରିବାକୁ ଯାଇ ମାୟାମୃଗ ପଛରେ ଚାଲିଯାଇଥିଲେ । ମାତ୍ର ଲଙ୍କପତି ରାବଣର ନିର୍ଦ୍ଦେଶରେ ମାୟା…