ଓଡ଼ିଶାର ଗର୍ବ ଅଂଶୁମାନ : ଆଇଇଏସ ପରୀକ୍ଷାରେ ସର୍ବଭାରତୀୟ ଟପର

ଭୁବନେଶ୍ୱର :  ୟୁନିଅନ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ  ସର୍ବଭାରତୀୟ ଅର୍ଥନୈତିକ ସେବା(ଆଇଇଏସ) ପରୀକ୍ଷାରେ ଓଡ଼ିଶାର ଅଂଶୁମାନ କାମିଲା  ସାରା ଦେଶରେ ଟପର ହୋଇଛନ୍ତି | ସର୍ବ ଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇଥିବା ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ ଏକ ନମ୍ବର ସ୍ଥାନରେ ରହି…

ବିଜୁ ଏକ୍ସପ୍ରେସ ୱେରେ ନିର୍ମାଣାଧୀନ ପୋଲର ଗାଡର ଖସି ପଡିବା ଘଟଣା:  ପୋଲ ନିକଟରେ ଆଞ୍ଚଳିକ କୃଷକ ମହାସଂଘର…

ବରଗଡ :- ଗତ ଆଠ ତାରିଖ ଦିନ ପାଇକମାଲ ରୁ ନୂଆପଡା ରାସ୍ତାରେ ବିଜୁ ଏକ୍ସପ୍ରେସ ୱେ ରେ ନିର୍ମାଣାଧୀନ ପୋଲର ଏକ ଗାଡର ଖସି ପଡିବା ଘଟଣାକୁ ନେଇ ଆଜି ଆଞ୍ଚଳିକ କୃଷକ ମହାସଂଘର କର୍ମକର୍ତ୍ତା ମାନେ ମହାସଂଘର ସଭାପତି ଶ୍ରୀ ଗିରିଶ ଡ଼ନସନା ଙ୍କର ନେତୃତ୍ୱରେ ନିର୍ମାଣ ସ୍ଥଳରେ ଧାରଣାରେ ବସିଛନ୍ତି…

ସରିଲା ଧନୁଯାତ୍ରା, ପୁଣି ଆର ବରଷକୁ 

କୁଚିଣ୍ଡା(ଶାନ୍ତନୁ ବେହେରା): ସୁବର୍ଣ୍ଣପାଲି (କୁଚିଣ୍ଡା )ଧନୁଯାତ୍ରା ଉଦଯାପିତ ହୋଇଛି | ଏହି ମହାପର୍ବରେ ଅନ୍ତିମ ସୋପାନରେ କଂସ ମହାରାଜଙ୍କ ମୃତ୍ୟୁ ଦୃଶ୍ୟ ଦେଖିବା ପାଇଁ ବହୁତ ଜନ ସମାଗମ ହୋଇଥିଲା | ଉଦ୍ଯାପନୀ ଦିବସରେ ମୁଖ୍ୟଅତିଥି ଭାବରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଓ…

ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ଜଣଂକ ମୃତ୍ୟୁ 

ଓଡ଼ଗାଁ, ( ଶ୍ରୀକାନ୍ତ ମିଶ୍ର) : ଗତକାଲି ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା କରଡ଼ା  ଶାସନ ନିକଟରେ ଗୋଟିଏ କାର ଗଛରେ ପିଟି ହୋଇ  ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ଜଣଙ୍କ ଦେହାନ୍ତ ହୋଇଯାଇଛି |  ମୃତକ ମାନେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଏବଂ ଡ୍ରାଇଭର ବୋଲି…

  “ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସକାଶେ ମହୋତ୍ସବ ମଂଚ ଏକ ବଳିଷ୍ଠ ମାଧ୍ୟମ ”   

ଓଡଗାଁ  ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସ୍ଥାନୀୟ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣ            ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବର ଦିତୀୟ ସନ୍ଧ୍ୟାର ମଂଚ ସ୍ଥାନୀୟ କଳାରମାନଙ୍କ କବ୍ଚାରେ ରହିଥିଲା । ବିଭିନ୍ନ ଅନୁଷ୍ଠାନ  ଏବଂ ଶିକ୍ଷାନୁଷ୍ଠାନ  ମାନଙ୍କରୁ ଆସିଥିବା…

ରଘୁନାଥ ସମବାୟ ମହାବିଦ୍ୟାଳୟ ସାହିତ୍ୟ ବିଭାଗ ପକ୍ଷରୁ  “ସତ୍ୟବାଦୀ  ସାହିତ୍ୟରେ ଜାତୀୟତା” ଶୀର୍ଷକ …

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଦ୍ୱାରା "ସତ୍ୟବାଦୀ  ସାହିତ୍ୟରେ ଜାତୀୟତା" ଶିର୍ଷକ ପାଠଚକ୍ର ଅନୁଷ୍ଠିତ  ହୋଇଯାଇଛି । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଭାଗୀୟ ମୁଖ୍ୟ ଡ. ଚିତରଞ୍ଜନ ଦାଶ ସ୍ୱାଗତ…

ଉଦୟନାଥ ଫର୍ଣିଚର୍ସ ମାସିକ ଯୋଜନା ତୃତୀୟ ଲକିଡ୍ର ଉଠାଣ

ପଦ୍ମପୁର:ପଦ୍ମପୁର ସହର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣିଚର୍ସ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନା ତୃତୀୟ ଆରମ୍ଭ ହେଇଥିବା  ମାସିକ କିସ୍ତି ଯୋଜନା ତୃତୀୟ ଲକିଡ୍ର ଉଠାଣ ହୋଇଯାଇଛି। ତୃତୀୟ ଲକିଡ୍ର ର ବିଜେତା ହୋଇଛନ୍ତି ପଦ୍ମପୁର ଝାଙ୍କର ପଡା ବାବଲୁ ମଟାରୀ । ବିଜେତାଙ୍କୁ…

ଆୟୁର୍ବେଦରେ ରହିଛି ରୋଗର ସ୍ଥାୟୀ ପ୍ରତିକାର ଶକ୍ତି, ଅନୁଭବ କରଛି : ରାଣୀ ସାହେବା 

ବରଗଡ :- ବିଶ୍ୱକୁ ଭାରତ ବର୍ଷ ର ଏକ ମହାନ ଅବଦାନ ଆୟୁର୍ବେଦ । ବିଶ୍ୱର ସର୍ବ ପୁରାତନ ଏହ ଚିକିତ୍ସା ପଦ୍ଧତି ରେ  ସାଧାରଣ କାଶ ଠାରୁ ଆରମ୍ଭକରି କେଂସର ପର୍ଯନ୍ତ ସବୁ ରୋଗକୁ ମୂଳରୁ ସମାପ୍ତ କରିବାର ଶକ୍ତି କେବଳ ଆୟୁର୍ବେଦ ରେ ରହିଛି ଏହା ଅପ୍ରିୟ ହେଲେ ବି ସତ । ଆମର ପୂର୍ବଜ ମନେ ଅନ୍ୟାନ୍ୟ…

ପର୍ଯ୍ୟଟନର ବିକାଶ ପାଇଁ ଭଞ୍ଜସେନା ପକ୍ଷରୁ ଏସ.ଟି.ଆର.ଓ ପର୍ଯ୍ୟଟନ ଅଫିସ ଘେରାଓ

ବାରିପଦା (ଦିଲ୍ଲୀପ ମହାନ୍ତି  )- ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଅଭୟାରଣ୍ୟରେ ଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଷିଆ ବ୍ୟାଘ୍ର ପ୍ରକଳ୍ପକୁ ରାତି ଅଧିଆ ସ୍ଥାନାନ୍ତରିତ କରାଯାଇଥିଲା ।  ବର୍ତ୍ତମାନ ସାତକୋଶିଆ ପ୍ରକଲ୍ପ ବନ୍ଦ ହେବା ପରେ…

ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମେନେଜରଙ୍କ ବାରିପଦା,ବେତନଟି ଓ ବାଙ୍ଗିରିପୋଷୀ ଷ୍ଟେସନ ପରିଦର୍ଶନ

ବାରିପଦା (ଦିଲ୍ଲୀପ ମହାନ୍ତି )-  ଦକ୍ଷିଣ -ପୂର୍ବ ରେଳ ପଥର ଜେନେରାଲ ମେନେଜର  ସଞ୍ଜୟ ମହାନ୍ତି ସ୍ୱତନ୍ତ୍ର ଟ୍ରେନ ଯୋଗେ ମୟୂରଭଞ୍ଜ ଜିଲ୍ଲ ଗସ୍ତରେ ଆସି  ବାରିପଦା ଷ୍ଟେସନରେ ପହଁଞ୍ଚିବା ପରେ  ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କ ନେତୃତ୍ୱରେ ବିଜେଡ଼ିର ଏକ ପ୍ରତନିିଧି ମଣ୍ଡଳୀ ତାଙ୍କୁ…