ଲୋକଙ୍କ ପାଇଁ ହେଲା କଲ୍ୟାଣ ମଣ୍ଡପ , ହେଉଛି ମଦୁଆଙ୍କ କଲ୍ୟାଣ

 ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ସ୍ଥିତ ସରକାରୀ କଲ୍ୟାଣ ମଣ୍ଡପ ପରିସରଟି ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି ।  ଏହି କଲ୍ୟାଣ ମଣ୍ଡପ ଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ହେଲେ ଗତ ତିନି ବର୍ଷ ହେବ ଉଦ୍ଘାଟିତ…

ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସଙ୍କୁ ଗୁରୁତ୍ୱପୂର୍ଣ  ଦାୟୀତ୍ୱ

 ସିଏଏ ସଚେତନତା ସଂର୍ପକିତ ଆଉଟରିଚ କାର୍ଯ୍ୟକ୍ରମ  ରାଷ୍ଟ୍ରୀୟ ମୁଖ୍ୟ ସଂଯୋଜକ ଭାବେ ଭାବେ ନିଯୁକ୍ତ  ଯୁବମୋର୍ଚ୍ଚା ପକ୍ଷରୁ ନାଗରିକତା ସଂଶୋଧନ ଆଇନ ନେଇ ଦେଶବ୍ୟାପୀ କରାଯିବ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ  ଭୁବନେଶ୍ୱର(ଶାସକ ପ୍ରଶାସକ): ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି…

ପଦ୍ମପୁର ଯୁବ ବ୍ୟବସାୟୀ ରାଜୁ ପାୱାରଙ୍କ ପରଲୋକ 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସହରର  ଯୁବ ବ୍ୟବସାୟୀ  ତଥା ଆଲିସାନ ମୋର୍ଟସ ସୋରୁମ, ଓମଫେଡ୍ ପାର୍ଲର ମାଲିକ ରାଜୁ ପାୱାର( ୫୦)ଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ପଛର ତାଙ୍କର ଅଜା କୁଞ୍ଜବିହାରୀ ପାୱାର, ବାପା ସଂଗ୍ରାମ କେଶରୀ ପାୱାର, ମାଆ କୌଶଳା ପାୱାର,…

ବ୍ରହ୍ମପୁରଠାରେ ବିଶାଳ ଜନ ସମାବେଶ :  ନାଗରିକତା ସଂଶୋଧନ ଆଇନ ଉପରେ କହିଲେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ 

ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ମୋଦି ସରକାରଙ୍କ ନିଷ୍ପତି ଐତିହାସିକ : ବାବୁଲ ସୁପ୍ରିୟୋ ପଡୋଶୀ ଦେଶର ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ଦେବା ପାଇଁ ଗାନ୍ଧିଜୀ କହିଥିଲେ : ବୈଜୟନ୍ତ ପଣ୍ଡା  ସିଏଏ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି  ଭାରତ ବିଭାଜନ ପରେ…

ମନ୍ତ୍ରୀ ପ୍ରତାପ ଜେନାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ : ଭୂମିହୀନଙ୍କୁ ବାଣ୍ଟିଲେ ଜମି ପଟ୍ଟା

 ଡାକ୍ତରଖାନା ବୁଲିବା ସହ  ଆଶ୍ରୟ ସ୍ଥଳୀର କଲେ  ଉଦ୍ଘାଟନ  ଭୁବନେଶ୍ୱର,(ଶାସକ ପ୍ରଶାସକ):  ପଚାଂୟତିରାଜ , ପାନୀୟଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର କଳାହାଣ୍ଡି ଜିଲ୍ଳା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏହି ଗସ୍ତ…

କାହାର ଦାୟିତ୍ବହୀନତା , କାହାପାଇଁ କାଳ : ଚାଷୀ ମୁଣ୍ଡରେ ଚଡକ ,ମଣ୍ଡିରେ ଜଳିଗଲା ଧାନ 

ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ଠାରେ ଥିବା ଅସ୍ଥାୟୀ ମଣ୍ଡିରେ ପ୍ରାୟ ତିନିଶହ ପ୍ଳାଷ୍ଟିକ ଧାନବସ୍ତା ଓ ବର୍ଷାରୁ ରକ୍ଷା ପାଇଁ ଢ଼ଙ୍କା ଯାଇଥିବା ପାଳ ତରଲି ଯାଇଛି ଏବଂ କିଛି ପରିମାଣରେ ଧାନ ପୋଡି ଯାଇଛି । ସୂଚନା ଅନୁସାରେ ମଣ୍ଡିକୁ ରାତିରେ ଆଲୋକିତ କରିବା ପାଇଁ…

ପାରଳାଖେମୁଣ୍ଡି ମହାରାଜଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ 

ଭୁବନେଶ୍ୱର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଗଭୀର ଶୋକ ବ୍ୟକ୍ତ…

ନୂଆପଡା ଜିଲ୍ଲା ସାମ୍ୱାଦିକ ସଙ୍ଘ(ଏନଜେଡଏସଏସ) ସାଧାରଣ ବୈଠକ

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ ସମିତି ବିଶ୍ରାମ ଗୃହ  ଆନୁକୂଲ୍ୟରେ ନୂଆପଡା ଜିଲ୍ଲା ସାମ୍ୱାଦିକ ସଂଘ ର ସାଧାରଣ ବୈଠକ  ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟିକୁ ଏନଜେଡଏସଏସ ସଂପାଦକ ରୁଦ୍ର ବାଗ ପରିଚାଳିତ କରିଥିବା ବେଲେ ସଭାପତି ସୁବାସ…

ଅଲଗା ଏ କୃଷ୍ଣ, ଭିନ୍ନ ତାଙ୍କ ବଇଁଶୀ ବଜେଇବାର ଶୈଳୀ

  କେବେ ବି ପାଟିରେ ବଜାଇନାହାନ୍ତି ବଇଁଶୀ   ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ସମୁଦାୟ ୨୫ ଜଣଙ୍କୁ ନେଇ ମାଁ କରମସାନୀ ବିନ୍ଧ୍ୟବାସିନୀ କଲଙ୍ଗା ପାର୍ଟି ଦଳ | ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ  ପୌଷ ପୂର୍ଣ୍ଣିମା…

ବର୍ଜ୍ୟବସ୍ତୁ ପରିଚାଳନା ଚିନ୍ତା : ୬ଟି ଜିଲ୍ଲାର ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସମୀକ୍ଷା କଲେ ସଚିବ 

ଭୁବନେଶ୍ୱର ,(Shasak Prashasak): ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‍ ପରାମର୍ଶ ଦେଇଛନ୍ତି । ଗତ କାଲି ବଲାଙ୍ଗିର ଠାରେ ୬ ଗୋଟି ଜିଲ୍ଲାର ସହରାଚଂଳରେ ବର୍ଜ୍ୟବସ୍ତୁ…