Sign in
Sign in
Recover your password.
A password will be e-mailed to you.
ଏମକେସିଜି ପରେ ଆଇଜିଏଚ ରାଉରକେଲାରେ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି
ଭୁବନେଶ୍ୱର(ଶାସକ ପ୍ରଶାସକ) ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆରଏମଆରସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍ ଯନ୍ତ୍ର ଆସିବା ଫଳରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛିା ଏମକେସିଜି ମେଡିକାଲ୍ କଲେଜ୍ (ବ୍ରହ୍ମପୁର) ଓ ଆଇଜିଏଚ୍ (ରାଉରକେଲା) ମଧ୍ୟ କୋଭିଡ୍-୧୯ ପରୀକ୍ଷଣ କରିବୋ…
ବିଜୁ ଯୁବଛାତ୍ର ଜନତାଦଳ ତରଫରୁ ବିଭିନ୍ନ ୱାର୍ଡରେ ଅସହାୟ ଗରିବଙ୍କୁ ଚାଉଳ ଓ ରାସନ ସାମଗ୍ରୀ ବଣ୍ଟନ
ସୁନ୍ଦରଗଡ଼(Horachand Deuria):- କରୋଣା ସଂକ୍ରମଣ ଭୁତାଣୁ ପାଇଁ ସାରା ରାଜ୍ୟରେ ଲକଡାଉନ ଚାଲିଥିବାବେଳେ ଗରିବ ଲୋକଙ୍କ ପାଖରେ ଖାଦ୍ୟର ଅଭାବଜନିତ ସମସ୍ୟା ଦେଖାଦେଇଛି । ଏହି ସମସ୍ୟାକୁ ଦୂର କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ ବିଜୁ ଯୁବ-ଛାତ୍ରଜନତା ଦଳ ପକ୍ଷରୁ…
ସହାୟତା ପାଇଁ ଆଗେଇ ଆସିବାକୁ ଶିକ୍ଷକ ସମାଜକୁ ନିବେଦନ କଲେ ଶିକ୍ଷକ ନେତା
ସୁନ୍ଦରଗଡ଼: - ମାନବ ସମାଜର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସହାୟତା ପାଇଁ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଗୁରୁଣ୍ଡିଆ ବ୍ଲକର ଶିକ୍ଷକ ନେତା ଧୀରେନ କୁମାର ସାହୁ | ଆଜି ଶିକ୍ଷକ ନେତା ଶ୍ରୀଯୁକ୍ତ ସାହୁ ନିଜେ ପ୍ରଧାନମନ୍ତ୍ରୀଙ୍କ ଯତ୍ନ…
ଗୁମ୍ମା ଗ୍ରାମରେ ଜୀବାଣୁ ମୁକ୍ତ ବିଶୋଧନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଲକ-ଡାଉନ୍ ପାଳନ କରି ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର,ପ୍ରଶାସନ ଓ ପୋଲିସ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ବ୍ଲକ କାର୍ଯ୍ୟାଳୟ ପରିସରରେ…
ପାରଳା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ମାସ୍କ ବଣ୍ଟନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ
http://www.youtube.com/watch?v=a7v3XmHoFTc
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ,ଜୟ ଅଫ୍ ଗିଭିଙ୍ଗ ସେବା ସଂସ୍ଥା ଓ ଅନ୍ୟ ସାଥି ମାନଙ୍କ ସହଯୋଗ ରେ ପାରଳାଖେମୁଣ୍ଡି ପୌରପାଳିକା ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଏହି…
NTPC shouldering responsibility to fight Covid19 pandemic.
Bhubaneswar(shasak prashasak) : Orissa Government has opened a number of hospitals and medical facilities spread across the state in different districts which are functional as Covid 19 hospitals and isolation facilities in order to fight…
“କରୋନା ମୁକାବିଲା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଦିଅ”
ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
ନୂଆଦିଲ୍ଲୀ : କୋଭିଡ-19 ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଘଟଣା ନଜରକୁ ଆସିବା ପରେ ସେମାନଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ…
ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା : ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ ହନୁମାନ ଓ ଯୁବରାଜ…
କରୋନା ଯୋଗୁଁ କାଜୁ ଚାଷ ପ୍ରଭାବିତ : କ୍ଷତିପୁରଣ ଦାବିକଲେ ନିଲାମଧାରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକକାଉନ ଘୋଷଣା ପ୍ରଭାବ ସିଧା ସଳଖ କାଜୁ ଚାଷିଙ୍କ ଉପରେ ପଡିଛି । ପ୍ରଭାବିତ ନିଲାମ ଧାରୀ କାଜୁ ଚାଷୀ ଏ ନେଇ ଓଡ଼ିଶା…