Sign in
Sign in
Recover your password.
A password will be e-mailed to you.
ଓଡ଼ିଆ ବଦଳରେ ଦେବନାଗରୀ ଲିପିରେ ସମ୍ବଲପୁରୀ ପତ୍ରିକା ଭାରତୀ ଉନ୍ମୋଚିତ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ 2016 ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଲ ଏକତା ମଞ୍ଚ ପୁଣି ଏକ ନୂଆ ଉଦ୍ୟମ କରିଛି ।ସମ୍ବଲପୁରୀ ଭାଷା କୁ ଅଷ୍ଟମ ଅନୁଚ୍ଛେଦ ରେ ସାମିଲ କରିବା ପାଇଁ ଆନ୍ଦୋଳନ ଚାଲିଛି ।…
ତୁଷୁରା ପୁଲିସର ଚଢାଉ : ବ୍ୟାପକ ଦେଶୀ ମଦ ଜବତ ଓ ଦୁଇ ଗିରଫ
ଟିଟିଲାଗଡ଼ (ଗୌରବ ଦର୍ଜି)- ବଲାଙ୍ଗିର ଜିଲ୍ଲା ପୋଲିସ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ପୋଲିସ ଅଧିକାରୀ ଯଶୋବନ୍ତ ପ୍ରଧାନଙ୍କ ନେତୃତ୍ବରେ ବିଭିନ୍ନ ଗ୍ରାମରେ ଚଢାଉ ରନ୍ଧା ଦେଶୀ ମଦ ସହ ସାମଗ୍ରୀ ଜବତ କରାଯାଇଛି । ଚଢାଉରେ ପ୍ରାୟ ଶହେରୁ ଉଦ୍ଧ ଲିଟର ମଦ ଏବଂ ଦେଶୀ ମଦ ରକ୍ଷା ପାଇଁ…
ରାସ୍ତା ସିନା ଶୁନଶାନ, ତଥାପି ରଜ ପାଳିଲେ ନୟାଗଡ଼ବାସୀ
ନୟାଗଡ (ବିଶ୍ୱଜିତ ନାୟକ ) - ଆଜି ହେଉଛି ପହିଲି ରଜ ।ଓଡ଼ିଶାର ପ୍ରମୁଖ ପର୍ବ ପର୍ବାଣୀ ଭିତରେ ଏହା ଏକ ଅନ୍ୟତମ ପ୍ରମୁଖ ପର୍ବ । ଗାଁ ଗାଁରେ ପିଠା ପଣାର ଆସର ,ଘରେ ଘରେ ବନ୍ଧୁ ବାନ୍ଧବଙ୍କର କୋଳାହଳ । ଗାଁରୁ ସହର ସବୁଠି ପାଳନ କରାହୁଏ ରଜ ପର୍ବ ।କିନ୍ତୁ ମହାମାରୀ କରୋନା ପାଇଁ ଫିକା…
ଭାଲୁ ଆକ୍ରମଣରେ ୨ ଜଣ ମୃତ, ଜଣେ ଆହତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଣିଆଁବନ୍ଧ ଗ୍ରାମ ରେ ଭାଲୁ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ , ରେଢାଖୋଲ ବ୍ଲକ୍ ବଡବାହାଳ ରେଞ୍ଜ ର ବଣିଆଁବନ୍ଧ ଗ୍ରାମରେ…
ବଲାଙ୍ଗୀର ଜିଲ୍ଲା କାରାଗାରରେ କଏଦୀ ଗୁରୁତର।
ଟିଟିଲାଗଡ଼ / ଗୌରବ ଦର୍ଜୀ : ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରଧିନ କଏଦୀ ଗୁରୁତର ହୋଇଛନ୍ତି । କଏଦୀ ଜଣକ ଗତ ମେ ୨୭ ତାରିଖରେ ଟାଉନ ପୋଲିସ ଦ୍ବାରା ବେଆଇନ କଫ ସିରଫ ବିକ୍ରୀ ଅଭିଯୋଗରେ ଗିରଫ ହୋଇଥିଲା ବେଳେ ତାଙ୍କ ନାମ ଅଭିଷେକ ଦୋରା ବୋଲି ଜଣାପଡିଛି । ଅଭିଷେକର ଗୋଡ ଓ ହାତରେ…
ବୁଗୁଡା ଥାନା ଇଲାକାରେ ପାଣିରେ ବୁଡି ଦୁଇ ମୃତ : ବିଷାକ୍ତ ଫଳ ଖାଇ ଜଣେ ମୃତ
ବୁଗୁଡା / କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳା ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ବି.କରଡ଼ାବାଡ଼ି ଗ୍ରାମର ରୋଡ଼କଡ଼ ବନ୍ଧରେ ବୁଡି ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସେହିପରି ଜେକ ଗ୍ରାମର ଜଣେ ବିବାହିତ ଯୁବତୀ ବିଷାକ୍ତ ଫଳ…
ବୁଗୁଡା କରୋନା ପଜିଟିଭ ବ୍ୟକ୍ତି ବହୁ ଲୋକଙ୍କ ସଂସ୍ପର୍ଶରେ, ପ୍ରଶାସନ ହେଲା କଠୋର ।
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକର ପଜିଟିଭ ବ୍ୟକ୍ତି ଜଣକ ଘରେ ସଙ୍ଗରୋଧରେ ଥିବା ସମୟରେ ବହୁ ବ୍ୟକ୍ତି ସହ ମିଶିଥିବା ଶୁଣାଯାଉଛି। କଳମ୍ବ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରହି ଘରେ ୧୪ ଦିନ ସଙ୍ଗରୋଧରେ ରହିଥିବା ସମୟରେ ଆଇନକୁ ଉଲ୍ଲଂଘନ କରି ବ୍ୟକ୍ତି ଜଣକ ପ୍ରଥମେ ଗୋବରା…
ସରକାରୀ ଯୋଜନା ଠାରୁ ଅପହଞ୍ଚ ଦୂରତାରେ ମାରୁଆଡିମୁଣ୍ଡା
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ସରକାର ରାସ୍ତା, ପୋଖରୀ, ବନ୍ଧ , କଟା , ଖେଳପଡିଆ, ନଳକୁପ , ବିଜୁପକ୍କାଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଯୋଜନାରେ ଅନ୍ତର୍ଭୁକ୍ତ କରି…
ନିଷ୍ଠା ପରିବାରର ୧୧ତମ ପ୍ରତିଷ୍ଠା ଦିବସ ପାଳନ
ବରଗଡ :- ବରଗଡ଼ ଜିଲ୍ଲାରେ ବିଗତ କିଛି ବର୍ଷରେ ସମାଜ ସେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ବେଚ୍ଛାସେବୀ ସଂସ୍ଥା ନିଷ୍ଠା ପରିବାର ୧୧ତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ବ ରକ୍ତ ଦାତା ଦିବସ ପାଳନ କରିଛି | ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବରଗଡ଼ ରକ୍ତ ଭଣ୍ଡାର…
ଦୁଇ ଡକାୟତି ମାମଲା, ତିନି ଗିରଫ : ୫୦୦୦ ଟଙ୍କା, କଟୁରି,ବାଇକ ଏବଂ ସ୍କୁଟି ଜବତ
ଘୁ.ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଧିନସ୍ଥ କଳିଙ୍ଗିଆ ଘାଟିରେ ଗତ ୩୧/୦୫/୨୦୨୦ ଏବଂ ୬/୦୫/୨୦୨୦ରେ ଘଟି ଥିବା ଦୁଇ ପୃଥକ ପୃଥକ ଘଟଣାର ପର୍ଦ୍ଦାଫାଶ କରିଛି ଘୁ.ଉଦୟଗିରି ଥାନା ପୁଲିସ I ଏହି ଡକାୟତି ମାମଲାରେ ପୁଲିସ ଲଚ୍ଛମନ@ଆଜାଦ@ଟୁଟୁ(21) ଗେଟ ସାହି,…