“କରୋନା ମୁକାବିଲା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଦିଅ”

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ନୂଆଦିଲ୍ଲୀ :  କୋଭିଡ-19 ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବା ଘଟଣା ନଜରକୁ ଆସିବା ପରେ ସେମାନଙ୍କୁ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ…

ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା :  ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟାରେ ପ୍ରଭୁଙ୍କର ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ  ହୋଇଯାଇଛି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ ହନୁମାନ ଓ ଯୁବରାଜ…

  କରୋନା  ଯୋଗୁଁ କାଜୁ ଚାଷ ପ୍ରଭାବିତ :  କ୍ଷତିପୁରଣ ଦାବିକଲେ ନିଲାମଧାରୀ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକକାଉନ ଘୋଷଣା ପ୍ରଭାବ ସିଧା ସଳଖ କାଜୁ ଚାଷିଙ୍କ ଉପରେ ପଡିଛି । ପ୍ରଭାବିତ ନିଲାମ ଧାରୀ କାଜୁ ଚାଷୀ ଏ ନେଇ  ଓଡ଼ିଶା…

ବଣୁଆହାତୀ ନେଲା ବେଲମତିଙ୍କ ଜୀବନ

ପାଟଣାଗଡ଼/ସଚିନ ସାହୁ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ଏକ ବଣୁଆ ଦନ୍ତା ହାତୀ ଜଣେ ବୃଦ୍ଧାଙ୍କୁ ଦଳି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଭାନପୁର୍ ଗ୍ରାମପଞ୍ଚାୟତର ହନୁପାଲି…

ବୁଗୁଡା ବ୍ଲକର ନୟାଗଡ଼ ଜିଲ୍ଲା ସୀମାରେ ଲାଗିଲା ୩ ଗୋଟି ସିସି କ୍ୟାମେରା, ରାସ୍ତା ସିଲ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା କରସିଙ୍ଗି ଛକରେ ଶନିବାର ଦିନ ତିନି ଗୋଟି ସିସିକ୍ୟାମେରା ଲଗା ଯାଇଛି। ନୟାଗଡ ଜିଲ୍ଲାରୁ ଆସୁଥିବା ଯେକୌଣସି ଯାନ କରସିଙ୍ଗି ଗ୍ରାମ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରି ଗୋଟିଏ ଦିଗରେ ବୁଗୁଡା…

ସୁବଳୟା ଗ୍ରସ୍ତରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ପକ୍ଷରୁ ଅସହାୟ ପରିବାର କୁ ଦୀର୍ଘ ଦିନ ହେବ ସୁସମ   ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ଜୟ ମାଁ ଠାକୁରାଣୀ ଏସ ଏଚ ଜି ଗୃପର ମହିଳା ମାନଙ୍କ ଦ୍ଵାରା ରନ୍ଧା…

“କରୋନା ଲକ୍ ଡାଉନ୍ ” : ପିତାମହୁଲ ମଦଭାଟି ଖୋଲା, ନାମକୁ ମାତ୍ର ପୋଲିସ ପହରା ।

ଫାଇଦା ଉଠାଉଛନ୍ତି କୁଚିଆ ମଦ ବେପାରୀ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରେ ଅବାଧରେ ଚାଲିଛି କୁଚିଆ ଦେଶି ମଦ ବେପାର । ପ୍ରତେକ ଗାଁରେ ହେଉଛି ଦେଶି ମଦ ବର୍ଷା । ପ୍ରତେକ ଦିନ  ବସ୍ତା ବସ୍ତା ଦେଶି ମଦ ପାଉଚ ପହଞ୍ଚୁଛି…