ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସାହ…

ନୂଆଦିଲ୍ଲୀ(ଶାସକ ପ୍ରଶାସକ) ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଅବସରରେ ଓଡିଶା ବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର…

ଏପଟେ ଲକ ଡାଉନ , ସେପଟେ ଜୁଆ 

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ: ୬ ଜୁଆଡି ଗିରଫ, ୬୬୫୦ ଟଙ୍କା ଜବତ ନୂଆପଡ଼ା(ଅମିତ ପୁରୋହିତ): ମହାମାରି କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍ ଡଉନ ଘୋଷଣା କରିଛନ୍ତି । ଦୋକାନ, ବଜାର, ସରକାରୀ ଅଫିସ ବନ୍ଦ ରହିଛି । ଏଭଳି ସ୍ଥିତିରେ ସଦର ଥାନା ଅଞ୍ଚଳରେ ଜୁଆ ଖେଳ ବଢିବାରେ…

ମାସ୍କ ପିନ୍ଧିବା ବାଧ୍ୟତା ଉପରେ ଗୁରୁତ୍ୱ ଏବଂ ପାରଳା ବିଧାୟକ ଓ ଅଙ୍ଗନବାଡି ପକ୍ଷରୁ ମାସ୍କ ବଣ୍ଟନ

http://www.youtube.com/watch?v=FH3rujbhBqE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମିତରୁ ସୁରକ୍ଷିତ ରହିବା ଏବଂ ଏହା ଅନ୍ୟ ଦ୍ୱାରା ଯେପରି  ଜଣକୁ ନ ବ୍ୟାପିବ , ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା…

୪୦ ଲିଟର ହାତରନ୍ଧା ମଦ ଜବତ, ୨ ଗିରଫ

ନୂଆପଡ଼ା(ଅମିତ ପୁରୋହିତ) : ସଦର ଥାନା ମାଓ ଅଧୁ୍ୟଷିତ କେରମେଲି ଗାଁରେ ରାତି ଅଧିଆ ପୁଲିସ ଚଢାଉ କରି ୪୦ ଲିଟର ହାତରନ୍ଧା ମଦ ଜବତ କରିଥିଲେ । ସେଠାରେ ମଦ ରାନ୍ଧି ବିକ୍ରି କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ସେମାନେ ହେଲେ କେରମେଲି ଗାଁର ତସିଲ ମାଝି(୪୦), ଜୋଙ୍କ…

“ବନ ବିଭାଗର ଦାୟିତ୍ୱହୀନତା ଓ ଦୂରଦୃଷ୍ଟିର ଅଭାବ ୨ ଅଜଗର ମୃତ୍ୟୁର କାରଣ ପାଲଟିଲା ।” 

ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୧୨ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନରେ ଥିବା ଆହାରି ଗ୍ରାମ୍ୟ ରାସ୍ତାରେ ଏକ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨…

ଓଡଗାଁ ଶ୍ରୀରାମ ନବମୀ ଯାତ୍ରା ଉଦଯାପିତ : ଅନ୍ତିମ ସନ୍ଧ୍ୟାରେ ଶ୍ରୀଜିଉଙ୍କ ରାଜ୍ୟାଭିଷେକ ବେଶ  

ଓଡଗାଁ,(ଶ୍ରୀକାନ୍ତ ମିଶ୍ର ) : ଓଡଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଆଜି ଥିଲା ଉଦ୍ଯାପନୀ ସନ୍ଧ୍ୟା । ପ୍ରଭୁ ରାଜ୍ୟାଭିଷେକ ବେଶରେ ସଜ୍ଜିତ ହୋଇଥିଲେ । ପ୍ରତି ବର୍ଷ ପରି ଶ୍ରୀରାମଙ୍କ ଜନ୍ମ ଠାରୁ ସୀତା ବିବାହ ଏବଂ ବନବାସ ଠାରୁ ରାଜ ସିଂହାସନ…

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ୧୦୮ ଆମ୍ବଲାନ୍ସ୍ 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର )  : ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ତରଫରୁ ଆଉ ଏକ ୧୦୮ ଆମ୍ବଲାନ୍ସ ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନଙ୍କ ସଂଖ୍ୟାକୁ ଦେଖିଲେ ଏଠାରେ ଥିବା ଗୋଟିଏ ମାତ୍ର ୧୦୮ ଆମ୍ବଲାନ୍ସ ସବୁ…

ସୁରଟ ଅଂଚଳରେ ଓଡ଼ିଆଙ୍କ ଆନ୍ଦୋଳନ :  ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ହେଲା ସମସ୍ୟାର ସମାଧାନ 

ଟୁଇଟ କରି ଜଣାଇଲେ ନବସାରି ସାଂସଦ,  ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର  ଭୁବନେଶ୍ୱର(ଶାସକ ପ୍ରଶାସକ)  ଦୁଇ ତିନିଦିନ ଧରି ଗୁଜୁରାଟର ସୁରଟ ଅଂଚଳରେ ରହୁଥିବା ଓଡିଆମାନେ କୋବିଦ ସମୟରେ ବିଭିନ୍ନ ପ୍ରଶାସନିକ ଅବ୍ୟବସ୍ଥା ଓ ଅସହଯୋଗର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଥିବା ଘଟଣା ସାମାଜିକ…

କଳାହାଣ୍ଡିର ପ୍ରଥମ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର(ଶାସକ ପ୍ରଶାସକ) ଖୁସି ଖବର | କଳାହାଣ୍ଡିରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀ ଏବେ ନେଗେଟିଭ |  କିଛି ଦିନ ତଳେ କରୋନା ପଜିଟିଭ ହୋଇ ସେ ଅଶ୍ୱିନୀ କୋବିଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ତାଙ୍କର ଚିକିତ୍ସା ପରେ ଆଜି ପରୀକ୍ଷା ହେବ ପରେ ଆଜି ନେଗେଟିଭ ବାହାରିଛି ଓ ସେ…