କରୋନା ଲକ ଡାଉନ୍ : ଗୋଧନେଶ୍ଵର ଶୈବପୀଠରେ ବନ୍ଦ ହେଲା ପ୍ରସିଦ୍ଧ ମେରୁ ଯାତ୍ରା ।

ଶହ ଶହ ବର୍ଷ ପରମ୍ପରା ଭଙ୍ଗ : ଭକ୍ତ ନିରାଶ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ଗୋଧନେଶ୍ବର ଶୈବପୀଠରେ ଶହ ଶହ ବର୍ଷ ଧରି ପଣା ସଂକ୍ରାନ୍ତି ଓ ପ୍ରସିଦ୍ଧ ମେରୁ…

ଆଜି ଜଣେ ପଜିଟିଭ୍ ଚିହ୍ନଟ, ୩୫ ବର୍ଷ ବୟସ୍କ ଏହି ପୁରୁଷଙ୍କ ବମିଖାଲ ଲିଙ୍କ 

ସୁନ୍ଦରପଦା ଏବଂ ଯଦୁପୁର-ବେଗୁନିଆ ଅଞ୍ଚଳ କଣ୍ଟନମେଣ୍ଟ ଜୋନରୁ ବାଦ୍ ୧୬ଟି ଜିଲ୍ଲାରେ ୧୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍/ସ୍ୱାସ୍ଥ୍ୟ ଯତ୍ନ  କେନ୍ଦ୍ର , ଶଯ୍ୟା ସଂଖ୍ୟା ୨୭୯୦ କାର୍ଯ୍ୟକ୍ଷମ ବିଭିନ୍ନ ଶିଳ୍ପ ସଂସ୍ଥା/ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କର୍ମଚାରୀ ବଜାୟ ରଖିବେ ସାମାଜିକ…

ପଣା ସଂକ୍ରାନ୍ତିରେ ବି  ସଚେତନତା  

ଗୁଣପୁର/ମାଧବ ବିଡିକା  - ରାଜ୍ୟର କିଛି ସହରର  ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବା ବେଳେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରାର ବୃଦ୍ଧି ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ଏକ ବିଶ୍ୱସ୍ଥ ସୂତ୍ରରୁ ଜାଣିବା ପରେ ;…

ଅସହାୟ ଙ୍କୁ ଖାଦ୍ୟ ଯୋଗାଉଛି ପଶ୍ଚିମ ଓଡିଶା ଯୁବା ମଞ୍ଚ 

ବରଗଡ :- ପଶ୍ଚିମ ଓଡିଶା ଯୁବା ମଞ୍ଚ , ଏହି ନା ସହିତ ପ୍ରାୟ ସମସ୍ତ ପଶ୍ଚିମ ଓଡିଶା ବସି ଅଳ୍ପ ବହୁତ ପରିଚିତ । ନିଜ ଭାଷା ଓ ସଂସ୍କୃତିକୁ ନେଇ ଦୀର୍ଘ ଦିନ ହେଲା ଏହି ଅନୁଷ୍ଠାନ ଲଢେଇ ଜାରି ରଖିଛି । ହେଲେ ଆଜି ଦେଶର ଲକଡାଉନ ଥିବା ସମୟରେ ଏହି ଅନୁଷ୍ଠାନ ର ସ୍ବେଛାସେବୀ ଭାଇ ମାନେ ବାହାରି…

ନିରବଛିନ୍ନ ଭାବେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଛାଲିଛନ୍ତି ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବ

ପଦ୍ମପୁର/ ଶାସକ ପ୍ରଶାସକ - କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ,ସେହି କ୍ରମରେ ତାଳାବନ୍ଦ ଅବଧି ମଧ୍ୟ ବୄଦ୍ଧି ପାଇଛି । ଏହି ତାଳାବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ…

ରାଜଶ୍ରୀ ବଳାସୀ ସମାଜ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପୋଲସରା ବ୍ଲକର ରାଜଶ୍ରୀ ବଳାସୀ ସମାଜ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଜରିଆରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ସଂକ୍ରମଣ ସହାୟତା…

ବୁଗୁଡା ବ୍ଲକରେ ଉପକୃତ ହେବେ ୪୫୦୦ରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ

ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ବ୍ଲକରେ ୪୫୦୦ ରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଥିବାବେଳେ ଶନିବାର ସୁଦ୍ଧା ୬୮୩ ଜଣ ନିର୍ମାଣ ଶ୍ରମିକଙ୍କୁ ୧୦ଲକ୍ଷ ୨୪ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର…

 ଫିକା ପଡିଲା ଦଣ୍ଡନାଚ ସହ ମେରୁଯାତ୍ରା : ଅପେରା ଦେଖାଇଦେଲା କରୋନା l

ବ୍ରହ୍ମପୁର(ଶାସକ ପ୍ରଶାସକ) : ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ପ୍ରତିବର୍ଷ ପ୍ରତିମାସ ରେ ପଡୁଥିବା ବିଭିନ୍ନ  ପୂଜା ପାଳନ କରିଥାନ୍ତି | ଏହି ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଲୋକେ ସମସ୍ତ ପର୍ବପର୍ବାଣି କୁ ଏକ ଯାତ୍ରାଭାବେ ବେଶ ଉତ୍ସାହର  ଭାବେ ପାଳନ…

ଲକ ଡାଉନ ଭିତରେ ଲୋକଙ୍କ ସେବାରେ ରେଳ ମନ୍ତ୍ରଣାଳୟ : ଜାରି ରଖିଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ  

 ହଳଦିଆରୁ ପାର୍ସଲ ଏକ୍ସପ୍ରେସ ଦ୍ୱାରା କଟକ ରେଳ ଷ୍ଟେସନରେ ଆସି ପହଁଚିଲା ୯୬ .୨୧୩ କାର୍ଟୁନ ଖାଇବା ତେଲ  ଭୁବନେଶ୍ୱର(ଶାସକ ପ୍ରଶାସକ) ;କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ…

ଲକଡାଉନ ମାନ, ସରକାର ଆପଣଙ୍କ ସହିତ ଅଛନ୍ତି – ଶ୍ରମ ମନ୍ତ୍ରୀ

ନିର୍ମାଣ ଶ୍ରମିକଙ୍କୁ  ଆର୍ଥିକ ସହାୟତା ବାଂଟିଲେ ମନ୍ତ୍ରୀ ସୁଶାନ୍ତ  ମେଲଛାମୁଣ୍ଡା(ମନୋଜ ଭୋଇ)- ସରକାର ଘୋଷଣା କରିଥିବା ଲକଡାଉନ ମାନିକି ଚାଲ, ଆପଣ ମାନଙ୍କ ସହ ସବୁବୁଳେ ସରକାର ଅଛନ୍ତି, ଧର୍ଯ୍ୟହରା ହେବାର ନାହିଁ ବୋଲି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କେଲେଣ୍ଡା ଗ୍ରାମରେ ସାଲେପାଲି…