Sign in
Sign in
Recover your password.
A password will be e-mailed to you.
ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର
ବଡ଼ବିଲ (ଶାସକ ପ୍ରଶାସକ) ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଲା ଭଳି ଏକ ଘଟଣା ବଡ଼ବିଲ ଖଣି ଅଞ୍ଚଳରେ ଘଟିଛି। ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି।…
ଦୁଇ ବର୍ଷ ପୂରଣ ନ ହେଉଣୁ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରନଓ୍ୱେରେ ଫାଟ !
ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଚର୍ଚ୍ଚା
ଝାରସୁଗୁଡା(subas sahare): ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରନୱେରେ ଫାଟ ହୋଇଥିବା ଜଣାପଡିଛି । ଦୁଇ ବର୍ଷରେ ୨ରୁ ୩ ଇଞ୍ଚିର ଫାଟ ଦେଖାଦେଇଛି ରନୱେରେ । ଝାରସୁଗୁଡ଼ାର ଏହି ବିମାନ ବନ୍ଦର ହେଉଛି ଭୁବନେଶ୍ୱର ପରେ ରାଜ୍ୟର ଦ୍ଵିତୀୟ ବିମାନ…
ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ
ଭୁବନେଶ୍ୱର :ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ୧୦୮ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଂଚିଛି | ସେମାନଙ୍କ ମଧ୍ୟରେ ମାଲକାନଗିରିରେ …
ଉତ୍କଳିୟମ୍ ଫାଉଣ୍ଡେସନର ନବନିୟୁକ୍ତ କର୍ମକର୍ତ୍ତା
ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ କରାଯିବ ସମ୍ମାନୀତ : ମହାସଚିବ ହେଲେ ଡା.ରାଜାରାମ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପରିବେଶ ଓ ପ୍ରକୃତି,ସଂସ୍କୃତି ଏବଂ ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ଉତ୍କଳିୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ଆଇନଜୀବି ରାଜିବ ଲୋଚନ ପ୍ରଧାନ ନିଯୁକ୍ତ ହୋଇଥିବା…
ରାସ୍ତା ନିର୍ମାଣରେ ତୃଟି : ଗାଁ ଭିତରେ ଆଣ୍ଠୁଏ ପାଣି
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ୨୦୧୯/୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଗତ ବର୍ଷ କୋଟି କୋଟି ଟଙ୍କା ବିନିମୟରେ ଗଣେଶ ନଗର-ଲାଉମାଲ ରାସ୍ତା ପି.ଏଚ୍.ଡି. ସମ୍ବଲପୁର-୨ ବିଭାଗ ଦ୍ୱାରା କରାଯାଇଛି ।ହେଲେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଲାଉମାଳ ଛକ ଠାରୁ ଗଣେଷନଗର…
ପରିବାର ଲୋକଙ୍କ ବିରୋଧ :ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗୀତିଲତା ପଞ୍ଚାୟତ ଗୀତିଲତା ଗ୍ରାମର ଡ଼ୁଙ୍ଗୁରୀ ଗଛରେ ଯୁବକ ଓ ଯୁବତୀଙ୍କର ଝୁଲନ୍ତା ଶବକୁ ସ୍ଥାନୀୟ ଗ୍ରାମବାସୀମାନେ ଦେଖିବାକୁ ପାଇ ତିରିଂ ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଗଛରୁ ଶବକୁ…
ଚିକିତ୍ସାଧୀନ ଥିବା ୭୮ କରୋନା ସଂକ୍ରମିତ ମଧ୍ୟରୁ ସୁସ୍ଥ ହୋଇ ଫେରିଲେ ୧୩
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାରେ ମୟୂରଭଞ୍ଜ ଜିଲ୍ଲାରୁ ୭୭ ଜଣ ଓ କଟକ ଅଶ୍ୱନୀ କୋଭିଡ଼ ହସପିଟାଲରେ ଜଣେ…
ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ : ତଦନ୍ତ କରାଇବାକୁ ଯାଇଥିବା ରାଜସ୍ୱ ନିରୀକ୍ଷକ ଓ ପିଅନଙ୍କୁ ଆକ୍ରମଣ
ଜୀବନରୁ ମାରିଦେବାର ଧମକ ,ଥାନାରେ ମାମଲା
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହରର ସିଂହ ଭାଗ ସରକାରୀ ଜମି ଜବରଦଖଲକାରୀମାନଙ୍କ କବ୍ଚାରେ । ବଳକା ରହିଯାଇଥିବା କିଛି ସରକାରୀ ଜମି ମଧ୍ୟରୁ ବାରିପଦା ପୌରପରିଷଦର ଦେବେନ୍ଦ୍ରପୁର ମୌଜାରେ ସରକାରୀ ଜମି ଉପରେ କେତେକ ବ୍ୟକ୍ତି ଦଖଲକୁ ନେଇ…
ଅମଣିଷ ପଣିଆ ପାଇଁ ନିଲମ୍ବିତ ହେଲେ ବ୍ୟାଙ୍କ ମ୍ୟାନେଜର
ଭୁବନେଶ୍ୱର, (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଅଜିତ୍ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛିା ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ…
ରାଜ୍ୟକୁ କେନ୍ଦ୍ରର ପରାମର୍ଶ : ଘରୋଇ ସଂସ୍ଥାଙ୍କ ସହଯୋଗ ନିଅ
ସ୍ଵାସ୍ଥ୍ୟସେବା ଭିତ୍ତିଭୂମି ଏବଂ ଜରୁରିକାଳୀନ ଚିକିତ୍ସା ସେବା ବ୍ୟବସ୍ଥା ଲାଗି ଘରୋଇ କ୍ଷେତ୍ରର ସହଯୋଗ ନେବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ (ଏସପିବି) : କୋଭିଡ-19 ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିରେ କେତେକ ଅଭାବ ପରିଲକ୍ଷିତ…