Sign in
Sign in
Recover your password.
A password will be e-mailed to you.
ଏମଜିଏନଆରଇଜିଏସ କେଳେଙ୍କାରୀ ,ବିଡ଼ିଓ ଙ୍କୁ କଡା ଜବାବ ଦେଲେ ଜିଆରଏସ
ହରଡ଼ଘଣାରେ ବିଡ଼ିଓ, ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ହାଟଡିହି / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ରେ ଏମଜିଏନଆରଇଜିଏସରେ ବିନା କାର୍ଯ୍ୟ ରେ ପ୍ରାୟ 25 ଜଣ ପ୍ରବାସୀ, ବୃଦ୍ଧ,ମୃତ ବ୍ୟକ୍ତି ଓ ଚାକିରୀ କରିଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ ଯୋଗାଇ…
ଗାଧୋଇବାକୁ ଯାଇ ନିଖୋଜ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥୀନା ସାମସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ ନିକଟସ୍ଥ ନାଳକୁ ଗାଧେୀଇବା କୁ ଯାଇ ଆଉ ଘରକୁ ଫେରିନଥିବା ଥାନାରେ ଅଭିଯୋଗ ହେଇଛି Iସୂଚନା ଯୋଗ୍ୟ ଯେ, ଗତ ରବିବାର ସକାଳେ ଭୀମସେନ ଗ୍ରାମ ନିକଟସ୍ଥ ନାଳ କୁ…
ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର – ପ୍ରାଥମିକ ଶିକ୍ଷକ ସଂଘ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ । ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ…
ସୁନ୍ଦର କଥା : ଯାଉ ଯାଉ ରୋଷେଇ କରୁଥିବା ପାଚିକାଙ୍କୁ ଶାଢ଼ୀ ଉପହାର ଦେଲେ ପ୍ରବାସୀ
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନେ କେନ୍ଦ୍ରର ତିନିଜଣ ପାଚିକାଙ୍କୁ ଶାଢ଼ୀ ଉପହାର ପ୍ରଦାନ କରିଥିବା ଜଣାପଡ଼ିଛି।…
ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଭାରତୀୟମାନେ ହଜାର ହଜାର ବର୍ଷ ପୂର୍ବରୁ ଯୋଗ ଅଭ୍ୟାସ କରି ଆସୁଥିବା ବେଳେ ବର୍ତ୍ତମାନ ଆମର ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଯୋଗୁଁ ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ମାନ୍ୟତା ମିଳିପାରି ସାରା ବିଶ୍ୱରେ ଯୋଗର ପ୍ରସାର ଲାଭ କରିପାରିଛି।…
କୋଭିଡ ଆକ୍ରାନ୍ତ ଶିଳ୍ପ ଉପରେ ସୋଆ ପକ୍ଷରୁ ୱେବିନାର
ଭୁବନେଶ୍ୱର,(ଶାସକ ପ୍ରଶାସକ) : କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଆର୍ଥିକ ଦୃଷ୍ଟିରୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଯୋଗାଇଥିବା ଏହି ଶିଳ୍ପ କ୍ଷେତ୍ରର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ହୋଇପଡ଼ିଛି ।ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…
ସମ୍ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ କ୍ୟାନ୍ସର କେୟାର ବ୍ଲକ୍ ଉଦ୍ଘାଟିତ
ଭୁବନେଶ୍ୱର, : କ୍ୟାନ୍ସର ରୋଗର ଚିକିତ୍ସା ଏବଂ ରୋଗୀଙ୍କର ସାମଗ୍ରୀକ ଯତ୍ନ ନେଇ ଶିକ୍ଷା ଓ ଅନୁସନ୍ଧାନର ନୂଆ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ପକ୍ଷରୁ ଏକ ବିଶେଷ କ୍ୟାନ୍ସର କେୟାର ବ୍ଲକ୍ ଉଦ୍ଘାଟିତ ହୋଇଯାଇଛି ।
ହସ୍ପିଟାଲର ନୂଆ କ୍ୟାନ୍ସର ସେବା…
ସୁପ୍ରିମକୋର୍ଟଙ୍କ ରାୟ ହିନ୍ଦୁତ୍ୱର ବୃହତ ବିଜୟ – ଭିଏଚପି
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ - ସମୀକ୍ଷା ଆବେଦନର ବିଚାର କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ହିନ୍ଦୁତ୍ୱର ବୃହତ ବିଜୟ ବୋଲି ଅବିହିତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା…
ସମ୍ବଲପୁର ରେ ପୁଣି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ୩୧ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ରେ ପୁଣି ୫ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନେ ଜମନକିରା ବ୍ଲକ ଅଂଚଳର ଯଥା କ୍ରମେ ୩୩, ୨0, ୨୬, ୨୫ ଏବଂ ୨୩ ବର୍ଷ ବୟସ ଏବଂ ସମସ୍ତେ ପୁରୁଷ ବୋଲି ଜଣାଯାଇଛି l ସେମାନ ଙ୍କ ମଧରୁ…
ସୁପ୍ରିମକୋର୍ଟଙ୍କ ରାୟ ଅଗଣିତ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତ କରିଛି : ବୈଜୟନ୍ତ
http://www.youtube.com/watch?v=2kkntAaV7Ao