କାଶ୍ମୀର (ଏଜେନ୍ସି) : ପୁଲୱାମାରେ ଚାଲିଛି ଏନକାଉଣ୍ଟର ସେନା-ପୋଲିସ ଆଉ ଆତଙ୍କବାଦୀଂକ ଭିତରେ | ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍ ପୋଲିସ୍ ପକ୍ଷରୁ କୁହାଯାଇଥିବା ବେଳେ ଏହି ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଚିନାର କର୍ପସ, ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି | ଗୋଟିଏ AK ସହିତ ଗ୍ରେନେଡ୍, ପାଉଚ୍ ଆଦି ଜବତ ହୋଇଥିବା ଜଣାପଡିଛି | ସର୍ଚ୍ଚ ଅପରେସନ ଜାରି ରହିଛି |