ପ୍ରବାସରେ ଫସିଥିବା ଓଡ଼ିଆଙ୍କୁ ସହଯୋଗର ହାତ ବଢ଼ାଇଲେ ଅସିତ  

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଯୋଗୁଁ ମାର୍ଚ୍ଚ ୨୪ ରୁ ଲକ୍ ଡାଉନ ପାଇଁ ଓଡିଶା ବାହାରେ ବହୁ ଓଡିଆ ଅସୁବିଧା ରେ ଅଛନ୍ତି । ବିଜୁ ଜନତା ଦଳ ର ଯୁବ ନେତା ତଥା  ଓଡିଶା ମତ୍ସ୍ୟ  ଉତ୍ପାଦନ ନିଗମର ଅଧ୍ୟକ୍ଷ ଅସିତ୍ ପଟ୍ଟନାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ  ଭଦ୍ରକ ଜିଲ୍ଲା ତଥା ଭଦ୍ରକ ବାହାର…

  ପଦ୍ମପୁର ପୋଲିସ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ ।

ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ସହ ସାରା ଭାରତ ଲଢେଇ କରୁଛି । ସରକାର ଲୋକଙ୍କୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସଚେତନ କରାଉଛନ୍ତି । ହାତକୁ ସାବୁନ କିମ୍ବା ହେଣ୍ଡଓ୍ବାସରେ ଧୋଇବା ତଥା ଯଦି ଆବଶ୍ୟକ କାମରେ ବାହାରକୁ ଗଲେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା । କାରଣ…

   ଅଖରେ ଲାଗିବ ଚକ

ବାରିପଦା(ଦିଲ୍ଲୀପ ମହାନ୍ତି )- ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଘୋଷଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହେବା ପରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥର ଅଖରେ ଚକ ଲାଗି ହେବ । ବର୍ତ୍ତମାନ କରୋନା…

କେବଳ ଅସହାୟ ମଣିଷ ମାନଙ୍କ ପାଇଁ ନୁହେଁ ବୁଲା ପଶୁମାନଙ୍କୁ ମଧ୍ୟ ସହାୟକ ହୋଇଛନ୍ତି ଯୁବଗୋଷ୍ଠୀ ।

ପଦ୍ମପୁର-କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ପ୍ରଥମେ ୨୧ଦିନ ତାଳାବନ୍ଦ ଏବଂ ଏବେ ପୁଣି ୧୮ ଦିଳ ତାଳାବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା …

ବିଦ୍ୟୁତ ଏବଂ ମୋବାଇଲ ହେବା ବନ୍ଦ

ଘୁ. ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଘୁ. ଉଦୟଗିରି ଥରେ ୨୪ ତାରିଖ ସନ୍ଧ୍ୟା ଠାରୁ ବିଦ୍ୟୁତ ସେବା ଠପ ହୋଇ ଥିବା ଉପଭକ୍ତା ଅଭିଯୋଗ କରିଛନ୍ତି I ବିଦ୍ୟୁତ ସରବରାହ ବନ୍ଦ ହେବାର କିଛି ସମୟ ପରେ ବିଏସଏନଏଲ ମୋବାଇଲ ସେବା ମଧ୍ୟ ବନ୍ଦ ହୋଇ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ଯାହା ପାଇଁ…

ନିର୍ଦ୍ଦିଷ୍ଟ କେତେକ ଶ୍ରେଣୀର ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

• ସିଙ୍ଗଲ ଓ ମଲ୍ଟିବ୍ରାଣ୍ଡ ମଲ ପାଇଁ ଏହି ନିୟମ ଲାଗୁ ହେବ ନାହିଁ • ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କୋହଳ ହେବନାହିଁ ଲକଡାଉନ ଜାରି ସତ୍ତ୍ୱେ କେନ୍ଦ୍ର ସରକାର ପଞ୍ଜୀକୃତ କେତେକ ପ୍ରକାର ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଶନିବାରଠାରୁ କେତେକ କୋହଳ ବ୍ୟବସ୍ଥା ଲାଗୁ…

ଅସହାୟଙ୍କ ପାଇଁ ସାହା  ହେଲେ ଯୁବ ସାମାଜିକ କର୍ମୀ  ଦିବସ 

ପଦ୍ମପୁର :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ  ପାଇକମାଲ ବ୍ଲକ ଚେତଗାଁ ପଞ୍ଚାୟତ  କୁତୁରାମାଲ କାଂସଡା ପଞ୍ଚାୟତ  ବରପାଲି  ଗ୍ରାମର ୧୨ ଜଣ ଦାଦନ ଶ୍ରମିକ ଇଟା ଗଢିବାକୁ ଯାଇ ପୁରୀ ଜିଲ୍ଲା ଗୋପ ବ୍ଲକର ଅଚ୍ୟୁତପୁର ଗ୍ରାମରେ ଏକ ଅସୁରକ୍ଷିତ ଜାଗାରେ ବସବାସ କରୁଥିଲେ । ଲକଡାଉନ ଯୋଗୁଁ କାମ…

ରେଢାଖୋଲରେ କାଳବୈଶାଖୀ , ପ୍ରବଳ ପବନ ସାଙ୍ଗକୁ  ଘଡଘଡି ସହ ବର୍ଷା 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ରେ  ଶୁକ୍ରବାର ଅପରାହ୍ନରେ କାଳ ବୈଶାଖୀ ସାଙ୍ଗକୁ, ବର୍ଷା, ଘଡଘଡି ଓ ପ୍ରବଳ ମାତ୍ରାରେ ପବନ  ହୋଇଛି। ପ୍ରବଳବେଗରେ ପବନ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ରେଢାଖୋଲ ବ୍ଲକ ସମେତ କଦଳୀଗଡ ଏବଂ…

କାଳବୈଶାଖୀ ଉଜାଡ଼ିଲା ବାସ

ପାଟଣାଗଡ/ବିମଲ କୁମାର ବାଗ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ସୁନାମୁଦୀ ଗ୍ରାମରେ ଶୁକ୍ରବାର ଦ୍ବପ୍ରହରରେ କାଳ ବୈଶାଖି ପ୍ରଭାବରେ ପବନରେ ଗଛ ଭାଙ୍ଗି ଏକ ଘର ଉପରେ ପଡି ଯାଇଥିଲା। ଏଥିରେ ଘର ଭିତରେ ଥିବା ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ,…

ନବଦୁର୍ଗା ଆଞ୍ଚଳିକ ମହାସଂଘ ପଦ୍ମପୁର ତରଫରୁ ବିସ୍କୁଟ ଓ ମାସ୍କ ବଣ୍ଟନ ।

ପଦ୍ମପୁର/ଶାସକ ପ୍ରଶାସକ:- ବର୍ତ୍ତମାନ ସମୟରେକରାଲ ରୂପୀ କରୋନା ଭାଇରସ୍ ସଂକ୍ରମଣ ଦିନକୁଦିନ ବଢିବାକୁ ଲାଗିଛି ।ଏଣୁ ଜନସାଧରଣ ଅତ୍ୟଧିକ ସଚେତନ ହେବା ଆବଶ୍ୟକ।ସରକାରଙ୍କ ବିଭିନ୍ନ ନିର୍ଦ୍ଧେଶ କୁ ଯଥା ସାମାଜିକ ଦୂରତ୍ୱ ,ମାସ୍କ ପିନ୍ଧିବା,ଘରେ ରହିବା ଆଦିକୁ ଠିକ୍ ରୂପେ ମାନିବା…