ମାରିଲେ ଢିଲା, କଥା ସରିଲା : ନିଦ ହଜାଇଦେବ ପଶ୍ଚିମ ବଙ୍ଗଳା

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜକୁ ପଶ୍ଚିମବଙ୍ଗ ଚିନ୍ତା। ରାଜ୍ୟରେ ପଶ୍ଚିବବଙ୍ଗ ଲିଙ୍କ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଚିନ୍ତାକୁ ଆହୁରି ବଢାଇ ଦେଇଛି। ପଶ୍ଚିମବଙ୍ଗର ୭ଟି ଜିଲ୍ଲା କୋଲକାତା, ହାଓ୍ୱଡା,…

କରୋନା ମୁକାବିଲାରେ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ ବନ୍ଧୁ

ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି : ଆମ ଦେଶରେ ଚାଲିଥିବା COVID-19 ତାଲା ବନ୍ଦ ଯୋଗୁଁ ଜନସଂଖ୍ୟା ର ଏକ ବୃହତ୍ ଭାଗ ପ୍ରବାସୀ ଶ୍ରମିକ ମାନେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି |  ସେମାନେ ଦୈନନ୍ଦିନ ଭୋଜନ ପାଇବା ପାଇଁ ସଂଘର୍ଷ କରୁଛନ୍ତି | ଯଦିଓ ଏହି ସମସ୍ୟାର ସମାଧାନ ପାଇଁ…

ନେହେରୁ ଯୁବ କେନ୍ଦ୍ର ଅନୁଗୋଳ  ତରଫରୁ ମାସ୍କ ତିଆରି ପ୍ରତି ଯୋଗୀତା ।

ଅନୁଗୋଳ :-  ଭାରତ ସରକାରଙ୍କ ନେତୃତ୍ବ ଧିନ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ବର୍ତ୍ତମାନ ସମୟରେ ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ ମାସ୍କ ତିଆରି ପ୍ରତି ଯୋଗୀତା ଆରମ୍ଭ କରିଛନ୍ତି  । ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ୩୦ ସେକେଣ୍ଡ ର ଭିଡିଓ ଓ…

ସଞ୍ଜୟ ସେବା ଟ୍ରଷ୍ଟ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ 

(ଆଠମଲ୍ଲିକ/ସନ୍ତୋଷମେହେର): ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର  ସମସ୍ତ ଅଂଚଳରେ ରହିଥିବା ଅସହାୟ ଭିନ୍ନକ୍ଷମ ଓ ମାନସିକ ବିକୃତ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି I କିଆକଟା ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଆଠମଲ୍ଲିକ ଅଞ୍ଚଳର 15ଗୋଟି ପଂଚାୟତ ସହିତ ଆଠମଲ୍ଲିକ ସହରରେ ଥିବା…

ଆଉ ନୂଆ ୩ କରୋନା ରୋଗୀ : ସବୁ ଇସ୍ପାତ ନଗରୀରୁ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୁଣି ଆଉ ନୂଆ ୩ କରୋନା ରୋଗୀ ଚିହ୍ନଟ କରାଯାଇଛି |  ସେମାନେ ସମସ୍ତେ ଇସ୍ପାତ ନଗରୀ ରାଉରକେଲାର | ଦୁଇଜଣ ହେଉଛନ୍ତି ପୂର୍ବର କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ  | ଆଉ ଜଣେ ହେଉଛନ୍ତି ସସପେକଟେଡ଼ କଣ୍ଟାକଟ | ସେମାନଙ୍କ ବୟସ ଯଥାକ୍ରମେ ୨୩(ପୁରୁଷ),…

ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରଜା” ପକ୍ଷରୁ ୨୮ଜଣ  ଅନାଥ ଅନ୍ତେବାସୀ ଶିଶୁଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ପ୍ରଜା" ପକ୍ଷରୁ ଗୋଷାଣୀ ବ୍ଳକର ରମ୍ପା ପଞ୍ଚାୟତରେ ଥିବା ଏସ୍. ଉରୁଡା ଗ୍ରାମରେ ଥିବା ବିବେକାନନ୍ଦ ରେସିଡେନ୍ସିଆଲ୍ ସ୍କୁଲ ତଥା ଶିଶୁ ସୁରକ୍ଷା ଅନୁଷ୍ଠାନରେ ରହୁଥିବା ୨୮ଜଣ ଅନାଥ ଅନ୍ତେବାସୀ…

ସିଭିସି ଭାବେ ଶପଥ ନେଲେ ସଞ୍ଜୟ କୋଠାରୀ 

ନୂଆଦିଲ୍ଲୀ : ଅବସର ପ୍ରାପ୍ତ ଆଇଏଏସ ଅଫିସର ତଥା ରାଷ୍ଟ୍ରପତି ରାମନାଥ  କୋବିନ୍ଦଙ୍କ ପୂର୍ବତନ ସଚିବ  ଦେଶର ନୂଆ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ଭାବେ ଶ୍ରୀ ସଞ୍ଜୟ କୋଠରୀ ଦାୟିତ୍ୱ ଗ୍ରହଣ କରିଛନ୍ତି |  ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ  ଶ୍ରୀ  କୋଠାରୀଙ୍କୁ  ସେଣ୍ଟ୍ରାଲ…

ଗରିବ ଓ ଅସହାୟ ଲୋକଙ୍କୁ ମାସେ ହେଲା ରନ୍ଧାଖାଦ୍ୟ ବାଂଟୁଛି ବଲାଙ୍ଗୀର ପୋଲିସ 

ବଲାଙ୍ଗୀର (ନିରୋଜ ମିଶ୍ର) : ରାଜ୍ୟରେ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲାଙ୍ଗୀର ପୋଲିସ ଗରିବ ଓ ଅସହାୟ ଲୋକଙ୍କୁ ମାସେ ହେଲା ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ଖୁଜେନପାଲିରେ ରହୁଥିବା କୁଷ୍ଠ ରୋଗୀଙ୍କୁ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ନିଜେ ରନ୍ଧାଖାଦ୍ୟ ପରଶିଛନ୍ତି। ଏହି କୁଷ୍ଠ…

ସୁରଡ଼ା କିରୋସିନୀ ଡିଲର ନାଁରେ ସୁରଡ଼ା ଗ୍ରାମବାସୀ ଙ୍କ ଅଭିଯୋଗ।

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ଦଶପୁର ଗ୍ରାମପଂଚାୟରେ ଦୀର୍ଘ ବର୍ଷରୁ କିରୋସିନୀ ବିତରଣର ଅନିୟମିତତା କୁ ନେଇ ସୁରଡ଼ା ଗ୍ରାମବାସୀ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ଯେଉଁଥିରେ ପ୍ରତିମାସ କିରୋସିନୀ ହିତାଧିକାରୀଙ୍କୁ ମିଳୁନଥିବାବେଳେ ୩ମାସରେ ଦିଆହେଉଛି ଥରେ…

ସେଣ୍ଟ୍ କାଥାରିନ୍ କନଭେଣ୍ଟ୍ ସିଷ୍ଟର୍ ହାଉସ୍ ପକ୍ଷରୁ ଲୋକଙ୍କୁ କରୋନା ବିପତ୍ତି ବେଳେ ସହାୟତା

 ଘୁ. ଉଦୟଗିରି/ଗଗନ ପ୍ରଧାନ  : କରୋନା ମହାମାରୀ ମୁକାବିଲାରେ ସରକାରୀ, ବେସରକାରୀ ଅନୁଷ୍ଠାନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ସହୋଯୋଗ ରହିଥିବା ବେଳେ  କନ୍ଧମାଳ ଜିଲ୍ଲା ରାଇକିଆ କ୍ୟାଥଲିକ୍ ଧର୍ମାଞ୍ଚଳର ସେଣ୍ଟ୍ କାଥାରିନ୍ କନଭେଣ୍ଟ୍ ସିଷ୍ଟର୍ ହାଉସ୍ ପକ୍ଷରୁ ମଧ୍ୟ ଏହି…