ବରିଷ୍ଠ ଆଇନଜୀବୀ ସଜନ କେଡିଆଙ୍କ ପରଲୋକ। 

ଝାରସୁଗୁଡ଼ା ବାର ଏସୋସିଏସନର ପ୍ରତିଷ୍ଠାତା ସଭ୍ୟ ଓ ଏହାର ପୂର୍ବତନ ସଭାପତି ଶ୍ରୀ ସଜନ କେଡିଆଙ୍କ  ଦେହାନ୍ତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ସେସନ ଜଜଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବାର ଏସୋସିଏସନର ଏହି ଶୋକସଭାରେ ଉପସ୍ଥିତ ରହି ସର୍ବଶ୍ରୀ ରାମ ମନୋହର ରାଓ,…

ପୂର୍ତ୍ତ ବିଭାଗ ଦୁର୍ନୀତିରେ ହାଉଯାଉ , ଏଣେ ଗରିବ ଝାଡୁଦାର ଉପରେ ସାଧୁଛନ୍ତି ଦାଉ

  ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ):-ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାରେ ଜନସାଧାରଣ ସଂଖ୍ୟା ପାଖାପାଖି ୨୩ ଲକ୍ଷରୁ ଅଧିକ ଥିବା ବେଳେ ଜିଲ୍ଲାର ପାଖାପାଖି ୭୦ ପ୍ରତିଶତ ଗରିବ ଅସହାୟ ଶ୍ରେଣୀର ଜନସାଧାରଣ ବାସ କରନ୍ତି କହିଲେ ଅଚୁକ୍ତି ହେବନାହିଁ |  ଜିଲ୍ଲାର ଏହି…

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ବରପାଲି ଠାରେ ରକ୍ତ ଦାନ ଶିବିର

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲି ଠାରେ ଷଷ୍ଠ ଥର ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର କୁ ୩୦ ୟୁନିଟ୍ ରକ୍ତ ଦାନ କରାଯାଇଥିଲା ।ରକ୍ତ ଦାତାଙ୍କର ମଧ୍ୟରେ ଜଣେ  ମହିଳା ଓ ୨୯ ଜଣ…

ପାଣିରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମ୍ରୁତ୍ୟୁ

Baragarh/Shasak prashasak) : ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାର ନୂଆପଡାରେ ରହୁଥିବା ସପ୍ତମ ଶ୍ରେଣୀ ଛାତ୍ର ଦାମୋଦର କଟାରେ ବୁଡି ଗୁରୁବାର ମ୍ରୁତ୍ୟୁ ହୋଇଛି। ମ୍ରୁତକ ହେଲେ ସତ୍ଯମ ମହାପାତ୍ର (୧୨) । ନିତିଦିନିଆ ପରି ବଟକ୍ରୁଷ୍ନ ମହାପାତ୍ରଙ୍କ ପୁଅ ସତ୍ଯମ ଦାମୋଦର କଟାକୁ…

ଡ଼ିଜିଙ୍କ ନିର୍ଦ୍ଦେଶକୁ ମାନିଲେ ନାହିଁ ଓଏସଏପି ଯବାନ !!!!

ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ | ବିନା ଡିଉଟିରେ ପୁରୀ ଯାଇ ରଥ ବୁଲିଲେ ଓଏସଏପି ଯବାନ ! ପୋଲିସର ବାରବର୍ଷର ତପସ୍ୟା ଶୁଖୁଆ ପୋଷାରେ ଗଲା | ଡିଜିଙ୍କ ନିର୍ଦ୍ଦେଶକୁ ବେଖାତିର, ସରକାରଙ୍କ ପ୍ରତିଶୃତିକୁ ଉପହାସ | ଡ଼ିଜିଙ୍କ ନିର୍ଦ୍ଦେଶରେ ଏଡିଜି…

ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ: ବ୍ୟୟ କରାଯିବ ୧୪ କୋଟି

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଆଜି ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା…

 ତିନି ଜିଲ୍ଲାକୁ  ଦିନିକିଆ ଗସ୍ତରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ 

      http://www.youtube.com/watch?v=jBXqSm8C9TA ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କଲେ  ଖରିଫ୍ ଚାଷର ସମୀକ୍ଷା ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତୃଣମୂଳସ୍ତରରେ ତ୍ୱରିତ ସମାଧାନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର(ଶାସକ…

ପଲିଥିନ ତଳେ କଟୁଛି ସୋମବାରୀଙ୍କ ଜୀବନ, କେବେ ଆଡ ଆଖିରେ ଟିକେ ଚାହିଁବ ପ୍ରଶାସନ 

ସିନାପାଲି (ନିରାକାର ମେହେର )-ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରୁ ଗରିବ ଅସହାୟ ଲୋକମାନଙ୍କ ପାଇଁ ରାଜକୋଶ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି | ଯେପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା ରହିଛି  |…

ଟିଟିଲାଗଡ ପୋଲିସ ପକ୍ଷରୁ ମେଗା ରକ୍ତ ଦାନ ଶିବିର :ଉଦ୍ଘାଟନ କରି ପଦକ୍ଷେପର ପ୍ରଶଂସା କଲେ ମନ୍ତ୍ରୀ  ଟୁକୁନି ସାହୁ

ଟିଟିଲାଗଡ (ଗୌରବ ଦର୍ଜି)-ଓଡ଼ିଶା ର ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ଦେବାରୁ ଓଡ଼ିଶା ସରକାର ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଛନ୍ତି। ଆଜି ବଲାଙ୍ଗିର ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନେତୃତ୍ୱ ରେ ଟିଟିଲାଗଡ ପୋଲିସ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ : ଜିଲ୍ଲାପାଳ ଅନୁପମ ସାହା

  http://www.youtube.com/watch?v=_zID39H_mEw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ତାମିଲନାଡୁ ରୁ ୧୨ ଜଣ ,…