Sign in
Sign in
Recover your password.
A password will be e-mailed to you.
ଜିରାଙ୍ଗରେ ବୌଦ୍ଧ ସାଧୁସନ୍ଥଙ୍କୁ କିଟ୍ ଓ କିସ୍ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁଁ ତାଲାବନ୍ଦ ହୋଇଯାଇଥିବା ଫଳରେ ପଦ୍ମସମ୍ଭବ ମହାବିହାରରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀ ସାଧୁସନ୍ଥ ଓ ଏଠାରେ ଥିବା ଦୁଇଟି ଜରାନିବାସର ଅନ୍ତେବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଜାଣିବା ପରେ କିଟ୍ ଓ କିସ୍ ପକ୍ଷରୁ…
ସରକାରଙ୍କ ତାଲା ବନ୍ଦ, ହେଲେ ମଦ ବନ୍ଦ ନାହିଁ
ଗୁଣୁପୁର/ମାଧବ ବିଡିକା- ଲକଡ଼ାଉନ ସମୟରେ ବଢୁଛି ଦେଶୀ ମଦର ଚାହିଦା । ସମସ୍ତ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଚୋରା ରେ ବେଆଇନ ଭାବେ ମଦ କାରବାର ବୃଦ୍ଧି ପାଇଛି । ତେବେ ସମାଜ କୁ ଦିଗଦର୍ଶନ ଦେଉଥିବା ଜଣେ ଶିକ୍ଷକ ଏଭଳି ଚୋରା ମଦ କାରବାର କରି ଅବକାରୀ ବିଭାଗ ଦ୍ଵାରା ଧରା ପଡିଛନ୍ତି…
ପିଏମ କିଷାନ ଯୋଜନାରେ 8 କୋଟିରୁ ଊର୍ଦ୍ଧ୍ଵ କୃଷକ ଉପକୃତ, କୃଷକ ପାଇଲେଣି 16,146 କୋଟି ଟଙ୍କାର ଆର୍ଥିକ ସହାୟତା
• ଓଡ଼ିଶାର 36.28 ଲକ୍ଷ କୃଷକଙ୍କୁ ମୋଟ 725.6 କୋଟି ଟଙ୍କାର ସହାୟତା
• ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ
New Delhi/SPB : କରୋନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନରୁ କୃଷି ଓ ଆନୁସଙ୍ଗିକ…
ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ : ମନୋନୀତ ଗବେଷକଙ୍କୁ 10 ଲକ୍ଷର ଆର୍ଥିକ…
New Delhi/ SPB : କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ପ୍ରୟୋଗ ଆଦି ସମ୍ପର୍କରେ ସ୍ୱଳ୍ପମିଆଦୀ ଗବେଷଣା ତଥା ମୂଲ୍ୟାୟନ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଯେଉଁସବୁ ହସ୍ପିଟାଲ ଓ ପ୍ରତିଷ୍ଠାନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଓ…
ଖୁସି ଖବର : କୋଭିଡ-19 ଟେଷ୍ଟ ପାଇଁ ଶସ୍ତା କିଟ ପ୍ରସ୍ତୁତ କଲା ଆଇଆଇଟି ଦିଲ୍ଲୀ
ପ୍ରସ୍ତୁତକାରୀ ବୈଜ୍ଞାନିକ ଦଳଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
କୋଭିଡ-19 ପରୀକ୍ଷଣ ପାଇଁ ଆଇସିଏମଆର ଦ୍ଵାରା ଅନୁମୋଦିତ ପ୍ରଥମ ଯାଞ୍ଚମୁକ୍ତ ପରୀକ୍ଷଣ କିଟ
ନୂଆଦିଲ୍ଲୀ(ଶାସକ ପ୍ରଶାସକ ବ୍ୟୁରୋ): କୋଭିଭ-19 ଚିହ୍ନଟ ପାଇଁ ଦିଲ୍ଲୀ ଆଇଆଇଟିର ଏକ ବୈଜ୍ଞାନିକ…
ଜନଶୂନ୍ୟ ହେଲା ବାଲେଶ୍ୱର, ସହରରେ କର୍ଫ୍ୟୁର ପରିବେଶ
ବାଲେଶ୍ୱର,(ଉଜ୍ଜ୍ୱଳ କର): ରାଜ୍ୟରେ ବାଲେଶ୍ୱର ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗତକାଲି ରାତି ୧୦ଟାରୁ ଏହି ୩ ଜିଲ୍ଲାରେ ଜାରି ହୋଇଛି ୬୦ଘଣ୍ଟିଆ ସଟ ଡାଉନ୍ । ଏହିତିନି ଜିଲ୍ଲାରେ କରୋନା ମୁକାବିଲା ଅଭଯାନକୁ…
ପ୍ରଶଂସା ମାଗନ୍ତି ନାହିଁ ; ଜୀବନ ବଞ୍ଚାନ୍ତି ରକ୍ତଦାତା
ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ) :ଜୀବନଯାତ୍ରାକୁ କରୋନା ମହାମାରୀ ସ୍ଥାଣୁ କରି ଦେଇଛି। ଲକ୍ ଡାଉନର କଟକଣା ବଜାର,ଘାଟ ମେଡିକାଲକୁ ଖାଁ ଖାଁ କରି ପକାଇଛି। ସବୁକୁ ବଳି ଯାଉଛି ଚିକିତ୍ସା ସେବା। କରୋନା ଯୋଦ୍ଧା ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦିଙ୍କ ଅକ୍ଳାନ୍ତ ପରିଶ୍ରମକୁ ରକ୍ତର…
ଭୋକିଲାଙ୍କୁ ମିଳୁନି ରନ୍ଧା ଖାଦ୍ୟ : ସନ୍ଦେହ ଘେରରେ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟଶୈଳୀ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମ୍ପୂର୍ଣ୍ଣ ଦେଶବାସୀ ଲକ୍ଡ଼ାଉନ୍ ଅବସ୍ଥାରେ | କରୋନା ସଂକ୍ରମଣ ମୁକାବିଳା ପରିସ୍ଥିତିରେ ଗ୍ରାମ ପଞ୍ଚାୟତ ଗୁଡ଼ିକର ଭୂମିକା…
ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ ବିଭାଗ ଦଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ରହିଥିବା ଗାଇଡ଼ ଲାଇନକୁ କିଭଳି ପାଳନ କରିବେ , ସେ ସମ୍ପର୍କରେ…
ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ”କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତ ଦାନ "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବର୍ତମାନ କରୋନା ମୁକାବିଲା ପାଇଁ ରୋଗୀ…