ଯୋଗେଶଙ୍କ ଅନୁରୋଧ କ୍ରମେ  ମସନିକାନି L&T ଟୋଲ ପ୍ଳାଜ଼ା ତରଫରୁ ମାସ୍କ ବଣ୍ଟନ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ  ଯୋଗେଶ କୁମାର  ସିଂ  ସୁନ୍ଦରଗଡ଼ L&T ଟୋଲ ପ୍ଳାଜ଼ା କୁ ସଦର ବ୍ଲକ ର ଲୋକ ମାନଙ୍କୁ ମାସ୍କ ବଣ୍ଟନ  କରିବା ପାଇଁ  ଅନୁରୋଧ କରିଥିଲେ l ସୁନ୍ଦରଗଡ଼ ମସନିକାନି ଟୋଲ ପ୍ଳାଜ଼ା ଏରିଆ …

ଯାଜପୁରରେ ନୂଆ ୪ ପଜିଟିଭ ସହ ସେଞ୍ଚୁରୀ ମାରିଲା କରୋନା  

ଭୁବନେଶ୍ୱର(ଶାସକ ପ୍ରଶାସକ) ଯାଜପୁରରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହେବ ସହ କରୋନା ଓଡିଶା ମାଟିରେ ସେଞ୍ଚୁରୀ ମାରିଛି । ଅର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଂଚି ଯାଇଛି |  ଏମାନଙ୍କ ବୟସ ଯଥାକ୍ରମେ  ୫୨, ୨୩,  ୪୯, ୫୭ , ୩୯ ଓ ୫୦ ବର୍ଷ |  ଏମାନେ ସମସ୍ତେ ପଶ୍ଚିମବଙ୍ଗ/ କୋଲକାତା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦୫ ଟଙ୍କା ସହାୟତା ଦେଲେ ସାହିତ୍ୟିକ 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା ଯୋଗୁଁ ଏବଂ ସଂକ୍ରମିତ ମାନଙ୍କ ଚିକିତ୍ସା ପାଇଁ ଦେଶ ଓ ରାଜ୍ୟର ଆର୍ଥିକସ୍ଥିତି ଉପରେ କୁପ୍ରଭାବ ପଡିଥିବା ବେଳେ ବହୁ ବାଦାନ୍ୟ ବ୍ୟକ୍ତି ଦେଶ ଓ ରାଜ୍ୟର ଆର୍ଥିକ ଅବସ୍ଥା ସୁଧୀରିବା…

ରାଜଶ୍ରୀ ବଳାସି ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫ ହଜାର ଟଙ୍କା ସହାୟତା

ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ  ସହଯୋଗର ହାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ  ପୋଲସରା  ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଶନିବାର ଦିନ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ…

ଏପ୍ରିଲ ୪ ଗୁଳିକାଣ୍ଡ ମୃତ୍ୟୁ ଘଟଣା : ୨ କୋର୍ଟ ଚାଲାଣ, ସ୍କୁଟି ଜବତ

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ଗତ ଏପ୍ରିଲ ୪ ତାରିଖ ଗୁଳିକାଣ୍ଡ ମୃତ୍ୟୁ ଘଟଣାରେ ବୁଗୁଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣେ ଫେରାର ଥିବା ବୁଗୁଡା ଥାନା ଆଇଆଇସି  ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଏହି ଘଟଣାରେ ବ୍ୟବହୃତ ଏକ ସ୍କୁଟି…

ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରନ୍ତର ପରିବହନ ଯୋଗାଣ ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ସର୍ବଭାରତୀୟ ପରିବହନ ସଂଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କଲେ   କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଦିଆଯିବା ନେଇ ପ୍ରତିଶ୍ରୁତି  ଲକ୍ ଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଯୋଗାଣକୁ ସୁନିଶ୍ଚିତ କରିଥିବାରୁ ପ୍ରଶଂସା  ପ୍ରଧାନମନ୍ତ୍ରୀ ମୋଦି ଦେଶର ଅର୍ଥନୀତି ଅପେକ୍ଷା ଲୋକଙ୍କ…

“ତ୍ରୁଟିପୁର୍ଣ ତାଲିକା ଯୋଗୁ  କଟକ ଜିଲ୍ଲାର ୭୦, ୪୭୯ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ”

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ  ଭୁବନେଶ୍ୱର(ଶାସକ ପ୍ରଶାସକ) :  ତ୍ରୁଟିପୁର୍ଣ ତାଲିକା ଯୋଗୁ  କଟକ ଜିଲ୍ଲାର ୭୦ , ୪୭୯ ନିର୍ମାଣ ଶ୍ରମିକ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିଜେପି…

ପିସ୍ତଲ ଦେଖାଇ ଦାଦାଗିରି କରି ଜେଲ ଯାତ୍ରା

ପଦ୍ମପୁର (ଶାସକ ପ୍ରଶାସକ) -  ମଦ ବିକିବା ପାଇଁ ଦାଦାଗିରି କରି ୩ ଜଣ ଯୁବକଙ୍କୁ ଜେଲ ଯିବାକୁ ପଡିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବୁଡେନ ଥାନା ଲୁହାଖାନ ଗାଁର ଶୋଭାରାମ ମାଝି,ପଦ୍ମପୁର ର ସୁଶୀଳ ରୋହିଦାସ ଓ ପିଣ୍ଟୁ ବେହେରା ଏକ ବାଇକ ଓଡି ୧୭ଏସ୍ ୭୦୯୪ରେ ଲୁହାଖାନ ଗାଁ ପହଂଚି ପିସ୍ତଲ ,…

ବିଜେଡ଼ି ଆଇଟି ଉଇଙ୍ଗ ମୁଖ୍ୟଙ୍କ ସହ ଜିଲ୍ଲା ଯୁବ ଆଇଟି ସଂଯୋଜକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କୋଭିଡ ୧୯ ବିପତ୍ତି ପରିପ୍ରେକ୍ଷୀରେ  ଭିଡିଓ କନଫରେନସିଂ ମାଧ୍ୟମରେ କଲେ ସ୍ଥିତି ସମୀକ୍ଷା ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ ୧୯ ବିପତ୍ତିକୁ ନେଇ ଯୁବ ବିଜେଡ଼ି ରାଜ୍ୟ ଆଇଟି ଉଇଙ୍ଗର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୁବ ଆଇଟି ସଂଯୋଜକମାନଙ୍କ ସହ ଭିଡିଓ…

ଅସହାୟଙ୍କୁ ମାସ୍କ ପିନ୍ଧାଇ ସଚତେନ କଲେ ଥାନା ଅଧିକାରିଣୀ 

ପାଟଣାଗଡ/ବିମଲ କୁମାର ବାଗ  : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟ କରୋନା ସଂକ୍ରମଣର ଭୟାବହତା  ସମ୍ପର୍କରେ ସହରବାସୀଙ୍କୁ ସଚେତନ କରାଇଛନ୍ତି। ଥାନା ଅଧିକାରିଣୀ ଶ୍ରୀମତି ରାଉତରାୟ ସହର ମଧ୍ୟରେ ଚାଲି ଚାଲି ବୁଲି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ତଦାରଖ…