Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ପୋଲିସର ଅପରେସନ ଷ୍ଟ୍ରାଇକ୍, ୧୦ ଲିଟର ଦେଶୀ ମଦ ସହିତ ଜଣେ ମହିଳା ଗିରଫ
୪୦ରୁ ୫୦ ବିଭିନ୍ନ ପ୍ରକାରର ଗାଡ଼ି ଧରପଗଡ,ଅମାନିଆ ସାବାଡ
ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ତରଫରୁ ଅପରେସନ ଷ୍ଟ୍ରାଇକ୍ ଚାଲୁ ରହିଥିବା ବେଳେ ଶନିବାର ସୁନାମୁହିଁ ଚାରିଛକରୁ ୧୦ ଲିଟର ବେଆଇନ ଦେଶୀ ମଦ ଜବତ ସହିତ ଜଣେ ମହିଳାଙ୍କୁ ଗିରଫ…
ମୁଣ୍ଡପୋତା କେଳା ପରିବାରଙ୍କୁ ଶୀତ ବସ୍ତ୍ର ପ୍ରଦାନ
ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ଅନେକ ବର୍ଷଧରି ରହିଆସୁଥିବା ମୁଣ୍ଡପୋତା କେଳା ଅଥବା ମାଟିଆ କେଳା " ମାଙ୍କୁ" ଜନଜାତି ପରିବାରଙ୍କୁ ସପ୍, କନ୍ଥା ଓ କମ୍ବଳ ବଣ୍ଟନ କରାଯାଇଛି। ଯାଯାବରଙ୍କ ପରି ଜୀବନ ବିତାଉଥିବା ଏହି…
ଏକଲବ୍ୟ ଆର୍ଟ ଆଣ୍ଡ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ,
ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଜୀବନାନନ୍ଦ ପଣ୍ଡା, କୁନାଲ୍ ପଟ୍ଟନାୟକ ଥିଲେ ମୁଖ୍ୟ ଆକର୍ଷଣ
ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏକଲବ୍ୟ ଆର୍ଟ ଆଣ୍ଡ୍ ଡ୍ୟାନ୍ସ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ୨୦୨୫/୨୬ ସ୍ଥାନୀୟ ବ୍ଳକ୍ ରୋଡ୍ କଲ୍ୟାଣ…
ଜିଲ୍ଲାର ଚାରିଜଣ କୃତୀ ସନ୍ତାନଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ
ଅଶୋକ ପଟ୍ଟନାୟକଙ୍କୁ ସ୍ବର୍ଗତ ଦୟାନିଧି ନାଏକ ସ୍ମାରକୀ ସମ୍ମାନ
ଭବାନୀପାଟଣା:ରୋହିତ କୁମାର ନାଏକ ୧୭/୦୧(ଶାସକ ପ୍ରଶାସକ )- ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଚୟନ କରାଯାଇ କୃଷି କ୍ଷେତ୍ରରେ ଚାଷୀ ବିଶ୍ୱନାଥ ନାଗ, ବୈଦ୍ୟରାଜ ପବିତ୍ର…
ଗବେଷଣା ପାଇଁ ଅଧ୍ୟାପକଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ
ଭୁବନେଶ୍ୱର,୧୭ ଜାନୁଆରୀ, ୨୦୨୬: ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ତରଫରୁ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକଙ୍କୁ ଗବେଷଣା କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଓ ଇନୋଭେସନ ଫେଲୋସିପ୍ ମାଧ୍ୟମରେ ଏହି…
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର
ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ୨୩ ଟି ବିଭାଗର ୨୨୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ
ଭୁବନେଶ୍ୱର, ୧୭ ଜାନୁଆରୀ, ୨୦୨୬: ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…
“ଆଜିର ମନୁଷ୍ୟ ଆଧ୍ୟାତ୍ମିକ ମନସ୍କ ହୋଇ ନପାରିବା କାରଣରୁ ହିଂସା, କାମ,କ୍ରୋଧ ଓ ଘୃଣା ବୃଦ୍ଧି ପାଉଛି ।”
ପୁସ୍ତକ ମେଳାର ତୃତୀୟ ସଂଧ୍ୟା
ଜଗତସିଂହପୁର,ତା-୧୭. ୦୧. ୨୦୨୬/ସୁମନ୍ତ କୁମାର ଦାସ : ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ଆଜି ଥିଲା ତୃତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ…
ଦୃଷ୍ଟି ବାଧିତ ଯୁବତୀଙ୍କୁ ଦୁଷ୍କର୍ମ ଲାଗି ଅପରାଧୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।
କେନ୍ଦୁଝର,ତା୧୭/୧- ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ତା୧୪।୫।୨୦୨୪ରିଖରେ ଏକ ଦୁଷ୍କର୍ମ ଅପରାଧ ଘଟିଯାଇଥିଲା। ଅଅରାଧୀ ସୁଶାନ୍ତ ନାଏକ ଓରଫ ଗେଣ୍ଡା ଘରେ କେହି ନଥିବାର ସୁଯୋଗ ନେଇ ଗ୍ରାମର ଜଣେ ଦୃଷ୍ଟି ବାଧିତ ଯୁବତୀଙ୍କୁ ଜବରଦସ୍ତି ଘରୁ ଟେକି ନେଇ ନିକଟସ୍ଥ ହୁଡ଼ିରେ ଦୁଷ୍କର୍ମ…
ସାହିତ୍ୟ ସୃଜନୀ କ୍ରୀଡାଙ୍ଗନା ବାର୍ଷିକ ଉତ୍ସବ
ବାଣପୁର:(ସେକ୍ କୌସର):ନରେନ୍ଦ୍ରପୁର ଜି ପି ଉପେନ୍ଦ୍ର ବିଦ୍ୟାପୀଠ ଶିକ୍ଷକ ଶିଶିର ଦାସ ଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନା ଓ ଫୂଡ଼କୋର୍ଟ ପ୍ରଦର୍ଶନୀ ହୋଇଯାଇଛି. ତତ ସହିତ ଅଭିଵାବକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଚତୁର୍ଥ ବୈଠକ ଅନୁଷ୍ଠିତ…
ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହର ରେ ଅବସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଓ ଆଜି ଦୁଇ ଦିନ ଧରି ଚାଲିଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ…